Browsing Category

Top Stories

Breaking: ପୋଖରୀରେ ବୁଡ଼ି ୩ ନାବାଳକ ମୃତ, ଗାଁରେ ଶୋକାକୂଳ ପରିବେଶ

ଭୁବନେଶ୍ବର: ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ତିନି ଜଣ ଶିଶୁଙ୍କର ଜୀବନ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି…

ପାଟପୁର ଦୁଷ୍କର୍ମ ଓ ହତ୍ୟା ମାମଲା, ଅଶ୍ଳୀଳ ଭିଡିଓ ଦେଖିବା ପରେ କାଣ୍ଡ ଭିଆଇଥିଲା ଦୁର୍ବୁତ୍ତ

ଭୁବନେଶ୍ବର: ଦିଗପହଣ୍ଡିରୁ ସାମ୍ନାକୁ ଆସିଥିବା ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅଜା ଘରକୁ ବୁଲି ଆସିଥିବା ଏକ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ଉପରୁ…

VIDEO: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା, ଆଣ୍ଟି ସିପ୍‌ ମିସାଇଲର ପରୀକ୍ଷଣ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହି ସମୟରେ, ସମ୍ପ୍ରତି ଭାରତୀୟ ନୌସେନା ଯୁଦ୍ଧଜାହାଜ ଅନେକ ସଫଳ ଆଣ୍ଟି ସିପ୍ ମିଶାଇଲ୍ ନିକ୍ଷେପ କରିଛି ।…

Mann Ki Baat: ପହଲଗାମ ଆକ୍ରମଣ କଥା ଉଠାଇଲେ ମୋଦି, କହିଲେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଗରମ ହେଉଛି..

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୧୨୧ତମ ଏପିସୋଡ୍ ପ୍ରସାରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ ।…

ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌; ମାଆବାପା, ଭିଣୋଇ ଗୁରୁତର

ଭୁବନେଶ୍ବର: ପାଟଣାଗଡ଼ରୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି । ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌ । ମାଆବାପା, ଭିଣୋଇ ଗୁରୁତର ହୋଇଛନ୍ତି । ପାଟଣାଗଡ଼ ଘସିଆନ-ଲରମ୍ଭା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।…

ଅନନ୍ତନାଗରେ ତଲାସି ଅଭିଯାନ ଆରମ୍ଭ : ୧୭୫ ସନ୍ଦିଗ୍ଧ ଅଟକ

ଶ୍ରୀନଗର: ପହଲଗାଓଁ ଆକ୍ରମଣ ପରଠାରୁ ନିରାପତ୍ତାରକ୍ଷୀମାନେ ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ଜାମ୍ମୁ-କାଶ୍ମୀରରେ ଘରକୁ ଘର ବୁଲି ତଲାସି ଅଭିଯାନ ଆରମ୍ଭ କରିଛନ୍ତିି। ଏହି ପରିପ୍ରେକ୍ଷୀରେ ଶନିବାର…

ମାତ୍ର ୯୦ ମିନିଟରେ ଘରେ ପହଞ୍ଚିବ BSNLର 5G ସିମ୍, ଜାଣନ୍ତୁ ବୁକିଂର ସହଜ ପ୍ରକ୍ରିୟା

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତା’ର ଗ୍ରାହକଙ୍କ ପାଇଁ ଏକ ନୂଆ ଓ ସୁବିଧାଜନକ ସେବା ଆରମ୍ଭ କରିଛି। ଏବେ ଆପଣ ଘରେ ବସି BSNLର 5G ସିମ୍ କାର୍ଡ ଅନଲାଇନରେ ବୁକ୍ କରିପାରିବେ ଏବଂ ମାତ୍ର ୯୦…

ସକାଳୁ ଏତେ ପାଦ ଚାଲିଲେ ହୃଦୟ ରହିବ ସୁସ୍ଥ: ପାଖ ମାଡିବନି ହୃଦ୍‌ରୋଗ, ମୋଟାପଣ ହେବ କଣ୍ଟ୍ରୋଲ

ଆଜିର ଜୀବନଶୈଳୀରେ ହୃଦୟ ସମ୍ବନ୍ଧୀୟ ରୋଗ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। କିନ୍ତୁ ସୁସ୍ଥ ହୃଦୟ ଓ ମୋଟାପଣ ନିୟନ୍ତ୍ରଣ ପାଇଁ ଏକ ସରଳ ଉପାୟ ହେଉଛି ନିୟମିତ ଚାଲିବା। ବିଶେଷଜ୍ଞମାନଙ୍କ ମତରେ, ସକାଳୁ ୧୦,୦୦୦ ପାଦ ଚାଲିଲେ…

କୈଳାସ ମାନସରୋବର ଯାତ୍ରା କରିବାକୁ ଚାହୁଁଛନ୍ତି କି ? ତେବେ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଛଅ ବର୍ଷର ଲମ୍ବା ଅପେକ୍ଷା ପରେ ପବିତ୍ର କୈଲାସ ମାନସରୋବର ଯାତ୍ରା ୩୦ ଜୁନ ୨୦୨୫ରୁ ପୁଣି ଆରମ୍ଭ ହେବାକୁ ଯାଉଛି। କୋଭିଡ-୧୯ ମହାମାରୀ ଓ ଭାରତ-ଚୀନ ସୀମା ବିବାଦ ହେତୁ ୨୦୨୦ରୁ ଏହା ବନ୍ଦ ଥିଲା। ଏବେ…

ଆତଙ୍କବାଦୀଙ୍କ ବିରୁଦ୍ଧରେ ଆକ୍ସନ ଜାରି, କୁପଓ୍ୱାଡ଼ାରେ ଲସ୍କରର ଆତଙ୍କବାଦୀର ଘର ଧ୍ୱଂସ; ବ୍ଲାଷ୍ଟ କଲେ ଯବାନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ତା’ ପରେ ସୁରକ୍ଷାବାହିନୀ ଆତଙ୍କବାଦୀ ଓ ସେମାନଙ୍କ…