Browsing Category
Top Stories
ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା
ପୁରୀ: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ପୁଷ୍ପାଳକ ନିଯୋଗ…
ଇରାନର ପୋର୍ଟ ବନ୍ଦର ଆବାସରେ ବଡ଼ ବିସ୍ଫୋରଣ, ୪୦୦ରୁ ଉର୍ଦ୍ଧ୍ୱ ଆହତ
ନୂଆଦିଲ୍ଲୀ: ଇରାନର ପୋର୍ଟ ବନ୍ଦର ଆବାସରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୦୦ ଜଣ ଆହତ ହୋଇଛନ୍ତି। ଏକ ଅଏଲ୍ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ଜଣାପଡିଛି।
ପୂର୍ବରୁ, ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ…
ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ପୁଞ୍ଚ୍ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ବଙ୍କର ପ୍ରସ୍ତୁତ ହୋଇଛି। ପୁଞ୍ଚ୍ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ ହେବା ନେଇ ଖବର ସାମ୍ନାକୁ ଆସିଛି। ପ୍ରତିକୂଳ ପରିସ୍ଥିତିରେ ରହିବାର ବ୍ୟବସ୍ଥା ଚାଲିଛି।
LoCରେ…
ହନୁମାନଙ୍କୁ ସାଙ୍ଗରେ ନେଇ ବୁଲୁଛନ୍ତି ବିରାଟ କୋହଲି, ସେଥିପାଇଁ ଆଇପିଏଲ ୨୦୨୫ରେ କରୁଛନ୍ତି ଭଲ ପ୍ରଦର୍ଶନ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବିରାଟ କୋହଲି ଖୁବ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସିଜନରେ ସେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୩୯୨ ରନ କରିସାରିଛନ୍ତି। ଏହି ସିଜନରେ ଏବେ ସାଇ ସୁଦର୍ଶନଙ୍କ ପରେ ସବୁଠୁ ଅଧିକ ରନ କରିଛନ୍ତି…
Tata ନା Reliance ଅକ୍ଷୟ ତୃତୀୟାରେ କିଏ ଦେଉଛି ଶସ୍ତା ସୁନା, ଜାଣନ୍ତୁ
ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଏହି ମାସ ୩୦ ତାରିଖରେ ପାଳନ କରାଯିବ। ଏହି ପର୍ବରେ ମାଆ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ସୁନା କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ।…
‘ପାକିସ୍ତାନକୁ ଦୁଇ ଭାଗରେ ବାଣ୍ଟ, ପିଓକେକୁ ଭାରତରେ ସାମିଲ କର…’: ରେବନ୍ତ ରେଡ୍ଡୀ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଶୁକ୍ରବାର ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମର୍ଥନରେ ଏକ କେଣ୍ଡେଲ ମାର୍ଚ୍ଚ କରାଯାଇଥିଲା। ଏହି ପ୍ରତିବାଦରେ AIMIM ସାଂସଦ ଅସଦୁଦ୍ଦିନ ଓୱେସି,…
Breaking: ନୂଆ ଭାରତ କାହାରିକୁ ଛାଡ଼ିବନି, ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ ନାହିଁ: ଯୋଗୀ
ପ୍ରୟାଗରାଜ: ଜମ୍ମ-କଶ୍ମୀର ପହଲଗାମ ହମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଆମକୁ ହଇରାଣ କଲେ ଛଡ଼ାଯିବନି ବୋଲି କହିଲେ ଯୋଗୀ । ଏହା ନୂଆ ଭାରତ; କାହାରିକୁ ଛାଡ଼ିବନି…
ପହଲଗାମ୍ ଘଟଣା: ୧୭୫ ଜଣ ସନ୍ଦିଗ୍ଧଙ୍କୁ ରଖାଗଲା ଅଟକ, ତଲାସୀ ଜୋରଦାର
ନୂଆଦିଲ୍ଲୀ: ପହଲଗାମ୍ ଘଟଣା ପରେ ତଲସୀ ଜୋରଦାର ଚାଲିଛି। ଏଥିରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆର୍ମି, ସିଆରପିଏଫ ସହଯୋଗରେ ଅନନ୍ତନାଗ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅନନ୍ତନାଗ ଜିଲ୍ଲାର ବିଭିନ୍ନ…
ପିଏମ ମୋଦୀଙ୍କ ରୋଜଗାର ମେଳା: ୫୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର, ବିଭିନ୍ନ ବିଭାଗରେ ମିଳିଲା ଚାକିରି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୫ତମ ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ଜରିଆରେ ୫୧,୦୦୦ରୁ ଅଧିକ ଯୁବକଙ୍କୁ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ମେଳା…
ରାସନ କାର୍ଡ କଟିଥିଲେ ଆଉଥରେ କରନ୍ତୁ ଆବେଦନ, ସର୍ଭେ କରାଯାଇ ମିଳିବ କାର୍ଡ
ଭୁବନେଶ୍ୱର: ଇ-କେୱାଇସିରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ଏପରି ହୋଇଥିଲେ ଶୀଘ୍ର ଜଣାନ୍ତୁ ।
ଯେଉଁ ଗରିବଙ୍କର କାର୍ଡ କଟିଯାଇଛି ମୋତେ କୁହନ୍ତୁ ବୋଲି କହିଲେ…