Browsing Category
Top Stories
ପହଲଗାମ୍ ଘଟଣା: ୧୭୫ ଜଣ ସନ୍ଦିଗ୍ଧଙ୍କୁ ରଖାଗଲା ଅଟକ, ତଲାସୀ ଜୋରଦାର
ନୂଆଦିଲ୍ଲୀ: ପହଲଗାମ୍ ଘଟଣା ପରେ ତଲସୀ ଜୋରଦାର ଚାଲିଛି। ଏଥିରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆର୍ମି, ସିଆରପିଏଫ ସହଯୋଗରେ ଅନନ୍ତନାଗ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅନନ୍ତନାଗ ଜିଲ୍ଲାର ବିଭିନ୍ନ…
ପିଏମ ମୋଦୀଙ୍କ ରୋଜଗାର ମେଳା: ୫୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର, ବିଭିନ୍ନ ବିଭାଗରେ ମିଳିଲା ଚାକିରି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୫ତମ ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ଜରିଆରେ ୫୧,୦୦୦ରୁ ଅଧିକ ଯୁବକଙ୍କୁ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ମେଳା…
ରାସନ କାର୍ଡ କଟିଥିଲେ ଆଉଥରେ କରନ୍ତୁ ଆବେଦନ, ସର୍ଭେ କରାଯାଇ ମିଳିବ କାର୍ଡ
ଭୁବନେଶ୍ୱର: ଇ-କେୱାଇସିରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ଏପରି ହୋଇଥିଲେ ଶୀଘ୍ର ଜଣାନ୍ତୁ ।
ଯେଉଁ ଗରିବଙ୍କର କାର୍ଡ କଟିଯାଇଛି ମୋତେ କୁହନ୍ତୁ ବୋଲି କହିଲେ…
ଖରାଦିନେ ଅତ୍ୟଧିକ ଲେମ୍ବୁ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ୍! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଆମେ ଏପରି ଜିନିଷ ଖାଇଥାଉ ଯାହା ଆମ ଶରୀରକୁ ଭିତରୁ ଥଣ୍ଡା ରଖିବାରେ ସାହାଯ୍ୟ କରିପାରେ । ଏହା ସହିତ, ଗ୍ରୀଷ୍ମ ଋତୁରେ ଡିହାଇଡ୍ରେସନ ଏବଂ ହିଟ୍ ଷ୍ଟ୍ରୋକ୍ ଭଳି ସମସ୍ୟାରୁ ଦୂରରେ ରଖ।…
ଅତ୍ୟଧିକ ମାଛ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ଗମ୍ଭୀର ସମସ୍ୟା
ନୂଆଦିଲ୍ଲୀ: ମାଛକୁ ଏକ ମହାନ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ପ୍ରୋଟିନ୍, ଭିଟାମିନ୍ ଡି ଏବଂ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । କିନ୍ତୁ ଏହାକୁ…
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା: ୬ ସଫେଇ କର୍ମଚାରୀ ମୃତ, ୫ ଗୁରୁତର
ନୂଆଦିଲ୍ଲୀ : ହରିୟାଣାର ଗୁରୁଗ୍ରାମ ନିକଟବର୍ତ୍ତୀ ନୂଆଁ ଜିଲ୍ଲାରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର (୨୬ ଏପ୍ରିଲ ୨୦୨୫) ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ସଫେଇ…
“ମୁଁ ପାକିସ୍ତାନ ଯିବିନି” ମୁଁ ଏଠି ଭୋଟ ଦେଉଛି, ମୁଁ ଭାରତରେ ହିଁ ରହିବି…
ବଲାଙ୍ଗିର: ମା’ ପାକିସ୍ତାନୀ; ହେଲେ ପରିବାର ସବୁ ଭାରତୀୟ । ବଲାଙ୍ଗିରରେ ରହୁଛନ୍ତି ଶାରଦା କୁକ୍ରେଜା । ଯାହାଙ୍କ ଘର ପାକିସ୍ତାନରେ ।
କେନ୍ଦ୍ରର ନିର୍ଦ୍ଦେଶରେ ରାଜ୍ୟ ସରକାର ଯେତେବେଳେ ପାକିସ୍ତାନୀଙ୍କୁ ତଡ଼ିବା…
ଡେପୁଟେସନରେ ଯିବେ ୨ IPS, BSF ଆଇଜି, ଡିଆଇଜି ଭାବେ ହେବେ ନିଯୁକ୍ତ
ଭୁବନେଶ୍ୱର: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍ ଅଫିସର । ବିଏସଏଫ୍ ଆଇଜି ଭାବେ ଡେପୁଟେଶନରେ ଯିବେ ଆଇପିଏସ୍ ରବି କାନ୍ତ ।
ବିଏସଏଫ୍ ଡିଆଇଜି ଭାବେ ନିଯୁକ୍ତ ହେବେ ଆଇପିଏସ୍ ମିତ୍ରଭାନୁ…
ସାନ ପୁଅ ଉପରେ ଖୁସି ହେଲେ ମୁକେଶ ଅମ୍ବାନୀ, 5 ବର୍ଷ ପାଇଁ ଦେଲେ ଏହି ଦାୟିତ୍ବ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ତିନି ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ବାଣ୍ଟି ଦେଇଥିଲେ । ଝିଅ ଇଶା…
Breaking: ପାକିସ୍ତାନୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ, ସୁରୁଖୁରୁରେ ଚାଲିଛି କାମ
ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରାଜ୍ୟରେ ଥିବା ସମସ୍ତ ପକିସ୍ତାନୀ…