Browsing Category

Top Stories

ଆଜି ସୁନା ଦରରେ ବଡ଼ ହ୍ରାସ: ୩ ଦିନରେ ୪,୦୦୦ ଟଙ୍କା ଶସ୍ତା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ମୂଲ୍ୟ ?

ଭୁବନେଶ୍ୱର : ଓଡ଼ିଶା ସମେତ ଭାରତୀୟ ବଜାରରେ ସୁନାର ଦର ଗତ ତିନି ଦିନରେ ୪,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଛି। ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୫,୬୭୦ ଟଙ୍କା ପ୍ରତି ୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନାର…

4 ବର୍ଷରେ ଖାଦ୍ୟ ତେଲର ଦର ସର୍ବନିମ୍ନ, ହୋଇଗଲା ଏତେ ଶସ୍ତା

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର! ଗତ 4 ବର୍ଷରେ ପ୍ରଥମ ଥର ପାଇଁ ଖାଦ୍ୟ ତେଲର ଦର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ବିଶେଷ କରି ବାଦାମ, ସରସୋ, ସୋୟାବିନ୍ ଏବଂ ପାମ୍ ତେଲର ମୂଲ୍ୟରେ ଉଲ୍ଲେଖନୀୟ…

ମଧ୍ୟପ୍ରଦେଶରେ ୩୦୦୦ ପାକିସ୍ତାନୀ ସିନ୍ଧୀଙ୍କୁ ଫେରାଇବା ନେଇ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ଦାବି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସର୍ଟ-ଟର୍ମ ଭିସାରେ ରହୁଥିବା ପ୍ରାୟ ୩୦୦୦ ପାକିସ୍ତାନୀ ସିନ୍ଧୀ ନାଗରିକଙ୍କୁ ଫେରାଇବା ନେଇ ଏକ ଆଶ୍ଚର୍ଯ୍ୟଜନକ ଦାବି ସାମ୍ନାକୁ ଆସିଛି। ରାଜ୍ୟର ଜଣେ ସାଂସଦ କହିଛନ୍ତି ଯେ ଏହି…

EPFO ​​ସଦସ୍ୟମାନେ ଖୁବ୍‌ଶୀଘ୍ର ପାଇବେ ଖୁସି ଖବର ! ମିନିମମ ପେନସନ ହୋଇଯିବ ୭୫୦୦ ଟଙ୍କା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଅଧୀନରେ ଥିବା କୋଟି କୋଟି ପେନସନଭୋଗୀଙ୍କ ପାଇଁ ଖୁସି ଖବର। ସରକାର କର୍ମଚାରୀ ପେନସନ ଯୋଜନା (ଇପିଏସ୍‌-୯୫) ଅଧୀନରେ ନ୍ୟୁନତମ ମାସିକ ପେନସନକୁ ବର୍ତ୍ତମାନର…

ଏହି ରାଜ୍ୟରେ କଞ୍ଚା ଅଣ୍ଡାରୁ ତିଆରି ମେୟୋନିଜ୍‌ ଉପରେ ଲାଗିଲା ବ୍ୟାନ, ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କିପରି କ୍ଷତିକାରକ ?

ନୂଆଦିଲ୍ଲୀ : ତାମିଲନାଡୁ ସରକାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କଞ୍ଚା ଅଣ୍ଡାରୁ ତିଆରି ମେୟୋନିଜ୍‌ର ଉତ୍ପାଦନ, ଭଣ୍ଡାରଣ, ବିତରଣ ଓ ବିକ୍ରୟ ଉପରେ ୮ ଏପ୍ରିଲ ୨୦୨୫ରୁ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଏହି…

ପୂର୍ବତନ ISRO ମୁଖ୍ୟଙ୍କ ପରଲୋକ, 84 ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ISRO ଅଧ୍ୟକ୍ଷ କୃଷ୍ଣସ୍ୱାମୀ କସ୍ତୁରିରଙ୍ଗନଙ୍କର ଆଜି ଦେହାନ୍ତ ହୋଇଛି । ସେ 84 ବର୍ଷ ବୟସରେ ତାଙ୍କ ବେଙ୍ଗାଲୁରୁ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ପ୍ରାୟ 10ଟାରେ ତାଙ୍କର…

Big Breaking: ବିଦା ହେବେ ଓଡ଼ିଶାରେ ଥିବା ୧୨ ପାକିସ୍ତାନୀ ନାଗରିକ, ଶାହାଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇପଡ଼ିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କୁ ଭାରତ ଛାଡ଼ିବା ପାଇଁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା । ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭାରତ ଛାଡ଼ିବାକୁ…

Breaking: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ କଡ଼ା ନିର୍ଦ୍ଦେଶ, ପାକିସ୍ତାନୀଙ୍କୁ ଚିହ୍ନଟ କରି ବାହାର କର …

ନୂଆଦିଲ୍ଲୀ: ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନିଜ ଅଞ୍ଚଳରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବାକୁ ଶାହା ଦେଲେ ନିର୍ଦ୍ଦେଶ । ପାକ୍ ନାଗରିକଙ୍କ…

ଏହି ରୋଗ ଯୋଗୁଁ ଥରିଥାଏ ଆଙ୍ଗୁଠି, ଅଣଦେଖା କଲେ ଭୋଗିପାରନ୍ତି ସମସ୍ୟା

ନୂଆଦିଲ୍ଲୀ: ଆଙ୍ଗୁଠି ଥରିବା ଏକ ସାଧାରଣ ଲକ୍ଷଣ ବୋଲି ବିବେଚନା କରାଯାଏ । ମୁଖ୍ୟତଃ ବୟସ ବୃଦ୍ଧି ସହିତ ହାତ ଏବଂ ପାଦ ଥରିବା ବହୁତ ସାଧାରଣ, ତେଣୁ ଲୋକମାନେ ଏପରି ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।…

ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ, ୨୮ରେ ରାଜଧାନୀରେ ‘ସମ୍ବିଧାନ ବଞ୍ଚାଅ ସମାବେଶ’ର ଆୟୋଜନ

ଭୁବନେଶ୍ୱର: ୨୮ରେ ଭୁବନେଶ୍ୱରରେ କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ମେ’ ୩ରୁ ୧୦ ମଧ୍ୟରେ ସମସ୍ତ ଜିଲ୍ଲାରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ ହେବ ବୋଲି…