Browsing Category

Top Stories

ଖରାରେ ଯବାନ ହେଲେ ଡହଳ ବିକଳ, ଏକକାଳୀନ ୧୫ ଯବାନ ଅସୁସ୍ଥ

ରାୟପୁର:ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଚାଲିଥିବାବେଳେ ଅସୁସ୍ଥ ହେଲେ ଯବାନ । ଛତିଶଗଡ଼ ବିଜାପୁରରେ ସର୍ଚ୍ଚ ଅପରେଶନ୍ ଆଜି ୪ର୍ଥ ଦିନରେ ପହଞ୍ଚିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏକକାଳୀନ ୧୫ ଯବାନ ଅସୁସ୍ଥ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି, ବନ୍ଦ ରହିଛି ସାଧାରଣ ଦର୍ଶନ

ଭୁବନେଶ୍ବର:  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହୋଇଛି । ଜୟବିଜୟ ଦ୍ବାର ନିକଟରେ କେହି ବାନ୍ତି କରିଦେବାରୁ ବଡ଼ ମହାସ୍ନାନ କରାଯାଇଥିବା…

Big Breaking: ଭୂଇଁ କାମୁଡ଼ି ପଡ଼ିଲା ଟପ୍ ଲସ୍କର କମାଣ୍ଡର ଅଲତାଫ: ଭାରତୀୟ ସେନାକୁ ସଫଳତା

ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ନିପାତ ହୋଇଥିବା ସୂଚନା । ଟପ୍ ଏସ୍କର-ଇ-ତୋଇବା କମାଣ୍ଡର ଅଲତାଫର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

Breaking: ରାଜଧାନୀରେ ଚାଞ୍ଚଲ୍ୟ, ବାଣୀ ବିହାର, ଲିଙ୍ଗରାଜ ଷ୍ଟେଶନରେ ପଡ଼ିଛି ୨ ଟି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ୨ଟି ରେଳ ଷ୍ଟେଶନରୁ ୨ଟି ମୃତଦେହ ଠାବ କରାଯାଇଛି । ଗୋଟିଏ ମୃତଦେହ ବାଣୀ ବିହାର ରେଳ ଷ୍ଟେଶନରେ ପଡ଼ିଥିବାବେଳେ ଆଉ ଏକ ମୃତଦେହ ଲିଙ୍ଗରାଜ ଷ୍ଟେଶନରେ…

ପ୍ରେମରେ ଉବୁଡୁବୁ ବୁଢି ଜେଜେମା, ନାତିକୁ ଧରି ଫେରାର ହେବା ପରେ କଲେ ବିବାହ

ନୂଆଦିଲ୍ଲୀ: ପ୍ରେମ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ । ଏଥିରେ କୌଣସି ବୟସ ସୀମା ନାହିଁ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଆମ୍ବେଦକର ନଗରରୁ ସାମ୍ନାକୁ ଆସିଛି ।…

(Video) ପହଲଗାମ୍ ହମଲାରେ ସମ୍ପୃକ୍ତ ଆତଙ୍କବାଦୀର ଘର ଉଡ଼ାଇଦେଲେ ସୁରକ୍ଷାକର୍ମୀ, ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୨ ଆତଙ୍କବାଦୀଙ୍କ ଘର ଉଡ଼ା଼ଇ ଦିଆଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଆତଙ୍କବାଦୀ ଆଦିଲ ହୁସେନ ଥୋକାର ଏବଂ ଆସିଫ ଶେଖର…

Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାରକୁ LICର ବଡ଼ ଆଶ୍ୱସ୍ତି, କହିଲା…

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯନ୍ତ୍ରଣାରୁ ସାରା ଦେଶ କ୍ରୋଧ ଏବଂ ଯନ୍ତ୍ରଣାରୁ ବାହାରିବାକୁ ଚେଷ୍ଟା କରୁଛି । ଏହି ସମୟରେ, ଜୀବନ ବୀମା ନିଗମ (ଏଲଆଇସି)…

ତୁମର ଯାହା କରିବାର ଅଛି କର… ଭାରତକୁ POK ପ୍ରଧାନମନ୍ତ୍ରୀଙ୍କ ଧମକ; ଏଠି ରକ୍ତ ବୋହିଲେ, ଭାରତକୁ ଆମେ ଛାଡ଼ିବୁନି

କରାଚୀ: ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଅଧିକ ତିକ୍ତତା ଭରିଦେଇଛି । ଭାରତ ଆତଙ୍କବାଦୀଙ୍କଠାରୁ ବଦଲା ନେବା ପାଇଁ ଭାରତ ଯୋଜନା କରୁଥିବାବେଳେ ପାକିସ୍ତାନ…

13ସହରରେ 42 ପାର୍..ଆଉ 2 ଦିନ ଛଟପଟ, 27ରୁ କାଳବୈଶାଖୀ

ଭୁବନେଶ୍ବର: ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି । ତାପମାତ୍ରା 44 ଡିଗ୍ରୀ ଉପରେ ରହୁଛି । ଯାହା ଫଳରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ଦେଖାଯାଇଛି । ତେବେ ଆହୁରି 2ଦିନ ଏପରି ଛଟପଟ…

Breaking: ମୁଣ୍ଡ ନୁଆଁଇବନି ଭାରତ: LOCରେ ଗୁଳିବିନିମୟ ଜାରି, ୨ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା । ଗତକାଲି ରାତିରୁ ପାକ୍ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଛି । ଯାହାର…