Browsing Category
Top Stories
ଛତିଶଗଡ଼ରେ ଏନ୍କାଉଣ୍ଟର, ୨ ହାର୍ଡକୋର ମାଓବାଦୀ ନିହତ
ନୂଆଦିଲ୍ଲୀ: ଛତିଶଗଡ଼ରେ ଏନ୍କାଉଣ୍ଟର । ଛତିଶଗଡ଼ରେ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି ।
କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ…
ଏଣିକି ATMରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଚେକ୍ କରିବା ହୋଇଯିବ ମହଙ୍ଗା, ଜାଣନ୍ତୁ କେତେ ଲାଗିବ ଚାର୍ଜ
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ରେ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି।
ଅର୍ଥାତ ଏଟିଏମର…
ତାତି ସାଙ୍ଗକୁ ବଢ଼ୁଛି ରୌଦ୍ରତାପଜନିତ ଅସୁସ୍ଥତାଙ୍କ ସଂଖ୍ୟା, ୪୯ ଜଣ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାତି । ତେବେ ଖରା ପାଇଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ…
ବହିଷ୍କୃତ IAS ପୂଜା ଖେଡକରଙ୍କୁ ପୁଣି ମିଳିଲା ଆଶ୍ୱସ୍ତି, ଗିରଫଦାରୀକୁ ମେ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ପୂର୍ବରୁ ଗିରଫଦାରୀରୁ ୨୧…
ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୯ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ଏହି ଜନ ଅଭିଯୋଗ ଶୁଣାଣି ଶିବିର…
ଗ୍ରୀଷ୍ମ ଋତୁରେ ଖଜୁୁରୀ ଖାଉଛନ୍ତି କି? ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ନୂଆଦିଲ୍ଲୀ: ଖଜୁରୀ ସମସ୍ତଙ୍କର ପସନ୍ଦ ହୋଇଥାଏ । ପ୍ରତ୍ୟେକ ଋତୁରେ ଲୋକେ ଖଜୁରୀ ଖାଇଥାନ୍ତି । ଖଜୁରୀ ଗ୍ରୀଷ୍ମ ଋତୁରେ ଖାଇହେବ, କିନ୍ତୁ ଏଥିପାଇଁ ଟିକେ ସତର୍କ ରହିବାକୁ ପଡିବ ।
ଖଜୁରୀ ପ୍ରକୃତିରେ ଗରମ, ତେଣୁ…
Panchgrahi Yog 2025: ପଞ୍ଚଗ୍ରହୀ ମହାସଂଯୋଗରେ ସୁନା ଭଳି ଚମକିବେ ଏହି ରାଶି, ଜାଣନ୍ତୁ
ଓଡ଼ିଶା ଭାସ୍କର: ୨୫ ଅପ୍ରେଲ ୨୦୨୫ରେ ଚନ୍ଦ୍ରମା କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ। ମୀନ ରାଶିରେ ୫ ଗ୍ରହ, ଚନ୍ଦ୍ରମା, ବୁଧ, ଶୁକ୍ର ଏବଂ ରାହୁଙ୍କର ପଞ୍ଚଗ୍ରହୀ ସଂଯୋଗ ଗଠନ ହେବ।
ଏହି ପଞ୍ଚଗ୍ରହୀ…
‘ତୁ ବାହାରକୁ ଚାଲ୍, ମୁଁ ଦେଖିବି ତୁ ଘରକୁ କେମିତି ବଞ୍ଚିକି ଯିବୁ’:ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ବିଚାରପତିଙ୍କୁ ଧମକ !
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା କୋର୍ଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ନ୍ୟାୟ ବ୍ୟବସ୍ଥାର ମୂଳଦୁଆକୁ ଦୋହଲାଇ ଦେଇଦେଲା । ଆଇନ ମନ୍ଦିରରେ, ଜଣେ ମହିଳା ବିଚାରପତିଙ୍କୁ କେବଳ ଖୋଲାଖୋଲି ଦୁର୍ବ୍ୟବହାର…
ସ୍ତ୍ରୀକୁ ମାରିଦେଇ ବକ୍ସ ଖଟରେ ଲୁଚାଇଲା, ପରେ ଘର ବାହାରୁ ତାଲା ମାରିଲା ଜହ୍ଲାଦ ସ୍ୱାମୀ
ଉମରକୋଟ: ଦେଶ ପରେ ଏବେ ରାଜ୍ୟରେ ଜଘନ୍ୟ ହତ୍ୟା। ବର୍ତ୍ତମାନ ନବରଙ୍ଗପୁର ଉମରକୋଟରୁ ଏକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଜହ୍ଲାଦ ସ୍ୱାମୀ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଛି।
ସୂଚନାନୁଯାୟୀ,…
‘ଅରକ୍ଷିତଙ୍କୁ ଆମ ସରକାର ସାହା’, ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ସମ୍ବଲପୁର: ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ସେଠାରେ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ବିଷୟରେ ଶୁଣିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ସେ କହିଛନ୍ତି ଯେ,…