Browsing Category
Top Stories
ଶସ୍ତା ହେବ ବ୍ୟାଙ୍କ ଋଣ, ନିୟନ୍ତ୍ରଣରେ ରହିବ ଦରଦାମ
ମୁମ୍ବାଇ: ଶସ୍ତା ହେବ ଋଣ । କମିବ ଇଏମଆଇ ବୋଝ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ପ୍ରମୁଖ ସୁଧ ହାର ରେପୋରେଟକୁ ୦.୨୫ % ଖସାଇ ୬% କରିଛି । ପୂର୍ବରୁ ଏହା ୬.୨୫% ଥିଲା ।
ଏହାଦ୍ୱାରା ଆଗାମୀ ଦିନରେ ଗୃହ,…
ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୧ ତାରିଖରେ କଯକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ମୁଖ୍ୟ ଅତିଥି ଭାବେ…
Hanuman Jayanti 2025: ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ, କଟିବ ସଙ୍କଟ ହେବ ଧନ ବର୍ଷା
ଓଡ଼ିଶା ଭାସ୍କର: ହନୁମାନ ଜୟନ୍ତୀ ପ୍ରତିବର୍ଷ ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁଙ୍କ ଜନ୍ମଉତ୍ସବକୁ ଲୋକମାନେ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି ।
ପାଞ୍ଜି…
Breaking: ଆଜିଠୁ ସକାଳୁଆ ଅଫିସ୍, କାର୍ଯ୍ୟ ସମୟ ଭିତରେ ଲଞ୍ଚ ବ୍ରେକ୍ ନାହିଁ
ସମ୍ବଲପୁର: ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ କାର୍ଯ୍ୟ ଆରମ୍ଭ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଅଫିସ୍ ।
ଏହି ନିୟମ ଜୁନ୍ ୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଅର୍ଥାତ୍ ଜିଲ୍ଲାରେ ସମସ୍ତ…
ନୀତି କରିବା ବଦଳରେ ଲୁଚିଲେ ସେବାୟତ, ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ
ଭୁବନେଶ୍ୱର: ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ…
ସରକାରୀ ଯୋଜନା କଲା ବାୟା, ଟଙ୍କା ଲୋଭରେ ଶାଢ଼ି ପିନ୍ଧିଲେ ଶ୍ରମିକ
ବେଙ୍ଗାଲୁରୁ: ସରକାରୀ ଯୋଜନା ମନରେଗାରେ ଜାତିଆତି କରିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଯୋଜନାରେ ୩ ଲକ୍ଷ ଟଙ୍କା ଲାଭ ପାଇବା ପାଇଁ କିଛି ପୁରୁଷ ଶାଢ଼ି ପିନ୍ଧି ମୁହଁକୁ ଘୋଡ଼ାଇ ମହିଳା ବେଶ ହୋଇଛନ୍ତି ।…
Breaking: ନବୀନଙ୍କ ଶୂଆ-ସାରି ପାଲଟିଲେ ପ୍ରତାପ- ଅତନୁ , ମୁଖିଆଙ୍କ କଥାକୁ ଦୋହରାଇଲେ ନେତା
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କ କଥାକୁ ଦୋହରାଇଲେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ । ଉଭୟେ କହିଲେ ପାଣ୍ଡିଆନ୍ ୧୦ ମାସ ହେଲା ଦଳରେ ନାହାନ୍ତି ।
ତେଣୁ ତାଙ୍କୁ ନେଇ ଆଉ ଚର୍ଚ୍ଚା, ଆଲୋଚନା ଦରକାର ନାହିଁ ।…
ବାପା କଲା ଗର୍ଭବତୀ! ଜୋର ଜବରଦସ୍ତ ଦୁଷ୍କର୍ମ କରି ଜନ୍ମକଲା ଝିଅ ପେଟରେ ପିଲା ଦେଲା କାମାନ୍ଧ ବାପା
ଗଡ଼ଗ: ୧୬ ବର୍ଷର ଝିଅ ସହ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ବାପାକୁ ଗିରଫ କରିଛି । ତାମିଲନାଡୁ ଗଡଗରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।
ନାବାଳିକା ଝିଅର ଗୋଡ଼ ଫୁଲିବା ପରେ ଝିଅକୁ…
ଗଧ କ୍ଷୀରରେ ତିଆରି ପନିର ଦାମରେ ହୋଇଯିବ ନୂଆ ବୁଲେଟ, ଦାମ ଜାଣିଲେ ଉଡିଯିବ ଆପଣଙ୍କ ହୋସ
ଓଡିଶା ଭାସ୍କର : ଗଧ ଯାହାକୁ ଲୋକମାନେ ଗୁରୁତ୍ୱ ଦିଅନ୍ତି ନାହିଁ, ତା' କ୍ଷୀର ଏତେ ମହଙ୍ଗା ଏବଂ ଲାଭଦାୟକ ହୋଇପାରେ, ବୋଧହୁଏ ଏହା ବିଷୟରେ କେହି ଜାଣିନଥିବେ | ଗଧ କ୍ଷୀରରୁ ତିଆରି ପନିର ବହୁତ ମହଙ୍ଗା | ସାଧାରଣ ଗାଈ…
ଆମେରିକା-ଚୀନ ଭିତରେ ଲାଗିଛି ଟାରିଫ୍ ଯୁଦ୍ଧ, ଆମେରିକା ଉପରେ ୮୪% ଟାରିଫ କଷିଲେ ଜିନପିଙ୍ଗ
ସାଂଘାଇ: ଆମେରିକା ଉପରେ ୮୪% ଟାରିଫ ଲଗାଇଲା ଚୀନ । ଅ।।ମେରିକାରୁ ଆମଦାନୀ ହେବାକୁ ଥିବା ସମସ୍ତ ସାମଗ୍ରୀ ଉପରେ ୮୪% ଟାରିଫ୍ ଲଗାଇଛି ଚୀନ ।
୧୦ ତାରିଖ ଅର୍ଥାତ୍ ଆସନ୍ତା କାଲିଠଶରୁ ବର୍ଦ୍ଧିତ ଟାରିଫ ଲାଗୁ ନେଇ…