Browsing Category

Top Stories

ଚାକିରି କରିବ ତ ଏମିତି: ଧାଡିରେ ଛିଡା ହେଲେ ମାସକୁ ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଳୀ: ଚାକିରି କଲେ ମାସକୁ ଦରମା ମିଳିଥାଏ । ତେବେ ଏମିତି କିଛି ଚାକିରି ରହିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏମିତି ଏକ ଚାକିରି ରହିଛି ଯେଉଁଥିରେ କିଛି କାମ ନକରି କେବଳ ଧାଡିରେ…

INS ରଣବୀରରେ ବିସ୍ପୋରଣ: ୩ ନୌସେନା କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ ରଣବୀରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି । ମଙ୍ଗଳବାର ମୁମ୍ବାଇ ନାଭାଲ ଡକୟାର୍ଡରେ ରହିଥିବା ଯୁଦ୍ଧ ଜାହଜ…

ମାସ୍କ ନ ପିନ୍ଧି ଅଜବ ଯୁକ୍ତି ବାଢିଲେ ମନ୍ତ୍ରୀ, କହିଲେ- ପିଏମ କହିଛନ୍ତି ମାସ୍କ ପିନ୍ଧିବା ବ୍ୟକ୍ତିଗତ ନିଷ୍ପତ୍ତି

ବେଙ୍ଗାଲୁରୁ : କରୋନା ମହାମାରୀର ମୁକାବିଲା ପାଇଁ ଯେଉଁଠି ରାଜ୍ୟଠୁ ନେଇ କେନ୍ଦ୍ର ସଭିଏଁ ତତ୍ପରତାର ସହ କାମ କରୁଛନ୍ତି, ସେହି ସମୟରେ କିଛି ମନ୍ତ୍ରୀଙ୍କ ବେପରୁଆ ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ମାସ୍କ…

ଓଡିଶା ପାଇଁ ଗର୍ବର ବିଷୟ, ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ ଜିତିଥିବା ବିଶ୍ଵର ୧୫ ସହର ମଧ୍ୟରେ ସାମିଲ୍ ରାଉରକେଲା

ଭୁବନେଶ୍ଵର : ଓଡିଶା ପାଇଁ ଗର୍ବର ବିଷୟ। ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ ଜିତିଥିବା ବିଶ୍ଵର ୧୫ ସହର ମଧ୍ୟର ସାମିଲ୍ ଶିଳ୍ପ ସହର ରାଉରକେଲା। ଭାରତର ଏକ ମାତ୍ର ସହର ଭାବେ ରାଉରକେଲା ଏହି ଆଓ୍ଵାର୍ଡ ଜିତିଛି।…

ରାଜଧାନୀରେ ସୀମା ଲଂଘିଲା ବର୍ବରତା : ଜନ୍ମ କଲା ମା’କୁ ହତ୍ୟା କରି ଜାଳିଦେଲା ପୁଅ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୁନିଆର ସବୁଠୁ ଶାନ୍ତିଦାୟକ ଶବ୍ଦ ହେଉଛି ମା’ । ଦଶ ମାସ ଦଶଦିନ ଗର୍ଭରେ ଧରି ମା’ଟିଏ ସନ୍ତାନକୁ ଜନ୍ମ ଦେଇଛି । ତେବେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବଡଗଡ ବ୍ରିଟ୍ କଲୋନୀରେ ଏମିତି ଏକ…

ଗଣତନ୍ତ୍ରର ମଜାକ୍ ଉଡିଲା : ୪୪ଲକ୍ଷରେ ନିଲାମ ହେଲା ସରପଞ୍ଚ ପଦ, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୋଟଦାନ ସମସ୍ତ ଭୋଟରଙ୍କ ସାମ୍ବିଧାନିକ ଅଧିକାର । ଆମର ସମ୍ବିଧାନ ଏବଂ ଗଣତନ୍ତ୍ର ଆମକୁ ଏହି ଅଧିକାର ପ୍ରଦାନ କରୁଛି । ଏମିତି ଏକ ସ୍ଥିତିରେ କିନ୍ତୁ ଗଣତନ୍ତ୍ରର ମଜାକ ଉଡିଛି । ନିଲାମ…

ନାବାଳକ ପ୍ରେମରେ ଦୁଇ ସନ୍ତାନର ମା’: ଫେରାର ହେବାବେଳେ ଧରାପଡି ଖାଇଲେ ଉତ୍ତମ ମଧ୍ୟମ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବାପ ଘରକୁ ଯିବାକୁ କହି ସ୍ୱାମୀଙ୍କୁ ୩୦୦ ଟଙ୍କା ମାଗିଲେ । ଆଉ ତା ପରେ ନିଜ ନାବାଳକ ପ୍ରେମିକ ସହ ଛୁ ମାରିଲେ ମହିଳା । ଏଭଳି ଏକ ଚାଞ୍ଚଲ୍ୟକର ଖବର ମୟୂରଭଂଜ ଜିଲ୍ଲା କରଞ୍ଜିଆ କଚେରି…

ମୁଖ୍ୟମନ୍ତ୍ରୀ କଲେ କୋଭିଡ୍ ସମୀକ୍ଷା: ଖୁବ୍ ଶୀଘ୍ର ଗଣମାଧ୍ୟମ କର୍ମୀଙ୍କୁ ମିଳିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ…

ପଞ୍ଚାୟତ ନିର୍ବାଚନ ୨୦୨୨: ଦ୍ୱିତୀୟ ଦିନରେ ୧୩୫୫୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତାତି ଧୀରେ ଧୀରେ ବଢିବାରେ ଲାଗିଛି । ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇଛି ।…

ସାଧାରଣତନ୍ତ୍ର ଦିବସ ପରେଡ: ଯୋଗ ଦେବେନି ବିଦେଶୀ ଅତିଥି

ନୂଆଦିଲ୍ଲୀ: ଚଳିତ ସାଧାରଣ ତନ୍ତ୍ର ଦିବସ ପାଇଁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ପ୍ରତିବର୍ଷ ବିଭିନ୍ନ ରାଷ୍ଟ୍ରମୁଖ୍ୟ ମାନଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରଣ…