Browsing Category
Top Stories
ମଣିପୁର ପୋଲିସରେ ASP ହେଲେ ଅଲିମ୍ପିକ୍ ବିଜେତା ମୀରବାଈ ଚାନୁ: କହିଲେ ଏହା ଗର୍ବର ବିଷୟ
ଇମ୍ଫାଲ: ଅଲିମ୍ପିକ୍ ପଦକ ବିଜେତା ସିଖୋମ୍ ମୀରାବାଈ ଚାନୁ ଶନିବାର ମଣିପୁର ପୋଲିସ ବିଭାଗରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଭାବରେ ଔପଚାରିକ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।
ମୀରାବାଈ ମୁଖ୍ୟମନ୍ତ୍ରୀ…
[Video]୨୪ ଟନ୍ ଗୋ ମାଂସ ଜବତ କଲେ ଭିଏଚପି ଓ ବଜରଙ୍ଗ ଦଳ: ଡ୍ରାଇଭରକୁ କୋର୍ଟ ଚାଲାଣ କଲା ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରକରେ ଚାଲାଣ ହେଉଥିଲା ଗୋ ମାଂସ । ପ୍ରାୟ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିବାୂ ବେଳେ ଏହାକୁ ଜବତ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ । ଭିଏଚପି ଓ ବଜରଙ୍ଗ ଦଳର…
ଚୀନ ସମର୍ଥନରେ ବୟାନ ଦେଲେ ସିପିଆଇ-ଏମ ନେତା, ବିଜେପି ନେତା କହିଲେ ‘ଗଦ୍ଦାର’
ନୂଆଦିଲ୍ଲୀ: କେରଳରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବ୍ୟୁରୋ ସଦସ୍ୟ ଏବଂ ବରିଷ୍ଠ ନେତା ଏସ୍ ରାମଚନ୍ଦ୍ରନ ପିଲ୍ଲାଇ ଚୀନ ସମର୍ଥନରେ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି। ଭାରତୀୟ ଜନତା…
ପାର୍ଟନର ଚୟନ ପୂର୍ବରୁ ପରଖି ନିଅନ୍ତୁ: ରହିଛି ତ ଏହି ୫ ଗୁଣ
ଚାଣକ୍ୟଙ୍କ ନୀତି ଜୀବନକୁ ସରଳ ଓ ସହଜ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିଥିଲେ । ସେବେଠୁ ଲୋକେ ତାଙ୍କ ନୀତିକୁ…
କୋଭିଡ୍ କଟକଣା ମଧ୍ୟରେ ହେବ OPSC ପରୀକ୍ଷା: ଜାନୁଆରୀ ୨୦ରୁ ହେବ ଆରମ୍ଭ
ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ହେବ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା । ଜାନୁଆର ୨୦ରୁ ଆରମ୍ଭ ହେବ ସିଭିଲ ସର୍ଭିସ ପରୀକ୍ଷା । ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ଓପିଏସସି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ।…
ବିରାଟ କୋହଲିଙ୍କ ପରେ କିଏ ଧରିବ ଟେଷ୍ଟ ଦଳର ମଙ୍ଗ ? ଦୌଡରେ ଅଛନ୍ତି ୩ ଖେଳାଳି
ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଛନ୍ତି। କୋହଲି ଟ୍ଵିଟ୍ କରି ଖୋଦ୍ ଏହାର ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ହାରିବା ପରେ…
(Video) ଚାଲାଣ ପାଇଁ ରଖିଥିଲେ କୋଟିଏ ଟଙ୍କାର ଗଂଜେଇ, ରାତି ପାହିବା ପୂର୍ବରୁ ମାଡିବସିଲା ଅବକାରୀ ଗୁଇନ୍ଦା ବିଭାଗ
ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି । ଉତ୍ତରପ୍ରଦେଶ ଚାଲାଣ ପାଇଁ ଲାଞ୍ଜିପଲୀ ବାଇପାସ ନିକଟରେ ଏକ ପରିତ୍ୟକ୍ତ ଘରେ ରଖାଯାଇଥିବା ୧୦ କୁଇଣ୍ଟାଲ ଗଂଜେଇକୁ ବିଭାଗ ପକ୍ଷରୁ ଜବତ କରାଯାଇଛି ।…
ସଡ଼କ ସୁରକ୍ଷା ସପ୍ତାହ: ହେଲମେଟ ଜରିଆରେ ସଡ଼କ ସୁରକ୍ଷା ବାର୍ତ୍ତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାଳିତ ହେଉଛି ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ସଡକ ସୁରକ୍ଷା ଜନିତ ବିଭିନ୍ନ ସଚେତନତା ବାର୍ତ୍ତା ବଣ୍ଟା ଯାଉଛି । ଏହି ଉଦ୍ୟମରେ ନିଜର ଅବଦାନ ରଖିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା…
(Video) ଜେଜେମାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ନାତି: ମାତ୍ର ତିନି ହଜାର ଟଙ୍କା ପାଇଁ ଘଟାଇଲା ନୃସଂଶ କାଣ୍ଡ
ମାତ୍ର ତିନି ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ। ନିଶାରେ ଚୁର ନାତି ଠେଙ୍ଗାରେ ମାରି ହତ୍ୟା କଲା ଜେଜେମାଙ୍କୁ । ଆଉ ନାତି ହାତରେ ମରିଯାଇଛି ବିଚରା ୮୦ ବର୍ଷର ବୁଢୀମା । ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏକ…
ମୋ ପେଟରେ ୪ ମାସର ଛୁଆ: ପ୍ରେମ ଓ ପ୍ରତାରଣା ପାଇଁ ରାଜରାସ୍ତାରେ ଯୁବତୀ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟରେ ୪ ମାସର ଛୁଆ । ଏପରି ଅବସ୍ଥାରେ ରାଜ ରାସ୍ତାରେ ପ୍ରତିବାଦ କରୁଛନ୍ତି ମହିଳା । ପ୍ରଥମେ ପ୍ରେମ ଓ ବିବାହ ପରେ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ନିର୍ଯାତନା । ପ୍ରେମ ପାଇଁ ନିଜ…