Browsing Category
Top Stories
(See Video) ଗାଧୋଉଥିବା ବେଳେ ପାୱାର ଚାନେଲରେ ଭାସିଗଲା ୮ ବର୍ଷର ବାଳକ
ସମ୍ବଲପୁର (ଓଡିଶା ଭାସ୍କର): ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ । ବୁର୍ଲା ସ୍ଥିତ ପାୱାର ଚାନେଲରେ ଏଭଳି ଏକ ଘଟଣା ଘଟିଛି । ୮ ବର୍ଷର ବାଳକ ଜଣକ ମା' ସହ ମିଶି ଗାଧୋଉଥିବା ବେଳେ ଭାସିଯାଇଛନ୍ତି । ଭାସି…
ଚିନ୍ତା ବଢ଼ାଇଲା ଆଉ ଏକ ନୂତନ ଭାରିଆଣ୍ଟ୍ ‘ଡେଲ୍ଟାକ୍ରାନ୍’, ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ହେଉଛି ଏହି ଷ୍ଟ୍ରେନ୍
ନୂଆଦିଲ୍ଲୀ: କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଯାହାଫଳରେ ମହାମାରୀକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ସାଇପ୍ରସ୍ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ଆଉ ଏକ…
(See Video) ରାଜ୍ୟ କଂଗ୍ରେସ ଭବନ ଉପରକୁ ବୋମାମାଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରିରେ ରାଜ୍ୟ କଂଗ୍ରେସ ଭବନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । କେହି ଜଣେ ଦୁର୍ବୃତ୍ତ ପେଟ୍ରୋଲ ବୋମା ଫିଙ୍ଗିଥିବା ବେଳେ ଗୋଷ୍ଠୀ କନ୍ଦଳ ଯୋଗୁଁ ଏପରି ଘଟିଥିବା…
Booster Dose ପାଇଁ ବୁକିଂ ଓ ରେଜିଷ୍ଟ୍ରେସନ କିପରି କରିବେ ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସମଗ୍ର ଦେଶରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ପୂର୍ବରୁ ନେଇଥିବା କୋଭିଡ ଭ୍ୟାକ୍ସିନର ସମାନ ଡୋଜ୍ ଲୋକଙ୍କୁ ଦିଆଯିବ । ଅର୍ଥାତ ପୂର୍ବରୁ ଯେଉଁମାନେ କୋଭିସିଲ୍ଡର ଦୁଇଟି ଡୋଜ୍…
ସଂସଦରେ ପଶିଲା କରୋନା, ୪୦୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୁପ୍ରିମକୋର୍ଟ ପରେ ଏବେ ସଂସଦ ଭବନରେ ଏଣ୍ଟ୍ରି କରିଛି କୋଭିଡ୍…
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା କି, ୧୫୦ ଅଜଣା ଲୋକଙ୍କ ନାମରେ ଦୁର୍ବଳ FIR ପଛର ଉଦ୍ଦେଶ୍ୟ କ’ଣ?
ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁରରେ ନିର୍ବାଚନ ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାକୁ ନେଇ ସମଗ୍ର ଦେଶରେ ହଇଚଇ…
କାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି ସେହିପରି ଓଡ଼ିଶାରେ ମଧ୍ୟ…
SCB ନର୍ସିଂ ହଷ୍ଟେଲର ୨୮ ଛାତ୍ରୀ କରୋନା ପଜିଟିଭ୍
କଟକ(ଓଡ଼ିଶା ଭାସ୍କର): ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସମସ୍ତ ଆକ୍ରାନ୍ତ ଛାତ୍ରୀ…
୨ଟି ବୋଟ୍ ଉପରେ ଖସିଲା ଚଟାଣ, ୭ ମୃତ; ଦେଖନ୍ତୁ ଭୟାନକ ଭିଡିଓ
ବ୍ରାଜିଲ୍: ଦୁଇଟି ମୋଟରବୋଟ୍ ଉପରେ ଜଳପ୍ରପାତ ନିକଟକୁ ଲାଗିଥିବା ଏକ ପାହାଡ଼ର ଚଟାଣ ଖସିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ବ୍ରାଜିଲର ସୁଲ୍ ମିନାସ୍ ରେ ଥିବା ଏକ ୱାଟରଫଲ୍ ରେ ଏହି ଅଘଟଣ…
ସୁଲ୍ଲୀ ଡିଲ୍ସର ମାଷ୍ଟରମାଇଣ୍ଡ୍ ଗିରଫ, ଇନ୍ଦୋରରୁ ଧରିଲା ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ: ସୁଲ୍ଲୀ ଡିଲ୍ସ ଆପ୍ କ୍ରିଏଟର୍ ଓ ମାଷ୍ଟରମାଇଣ୍ଡ ଓଙ୍କାରେଶ୍ୱର୍ ଠାକୁର(୨୫)କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଓଙ୍କାରେଶ୍ୱର୍ ଠାକୁରକୁ ଇନ୍ଦୋରରୁ ଗିରଫ କରାଯାଇଛି । ଏନେଇ ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି…