fbpx
BJD
BJD SKY
BJD SKY

SCB ନର୍ସିଂ ହଷ୍ଟେଲର ୨୮ ଛାତ୍ରୀ କରୋନା ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନ୍ ରେ ରହିଛନ୍ତି । ସଂକ୍ରମିତ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଆଜି ନିଷ୍ପତ୍ତି ନିଆଯିବ । ଏ ନେଇ ନର୍ସିଂ କଲେଜ ପ୍ରିନ୍ସିପାଲ୍ ବିଜୟଲକ୍ଷ୍ମୀ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.