Browsing Category

Top Stories

କୋଭିଡ Guideline ଘୋଷଣା କଲେ SRC: ରାତି ୯ଟାରୁ ଭୋର ୫ଟା ଯାଏଁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ବେଳେ ନୂତନ କୋଭିଡ୍ ଗାଇଡଲାଇନ ଘୋଷଣା କରାଯାଇଛି । ଏସଆରସି ପ୍ରଦୀପ ଜେନା ଏହି କୋଭିଡ୍ ଗାଇଡଲାଇନ ସମ୍ପର୍କରେ ଘୋଷଣା କରିଛନ୍ତି ।…

ପୋଲିସକୁ ଡେମୋ ଦେଖାଇଲା ପିଶାଚୀ ମା’ ଲକ୍ଷ୍ମୀପ୍ରିୟା: ଏମିତି ଦେଢ ମାସର ପୁଅକୁ ମାରିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ କବଜାରେ ରହିଥିବା ଶିଶୁ ହନ୍ତା ମା’ ହତ୍ୟାର ଡେମୋ ଦେଖାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଥିବା ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଛି ଲକ୍ଷ୍ମୀପ୍ରିୟା ପରିଡା ।…

ବୁଷ୍ଟର ଡୋଜ୍ ଦ୍ୱନ୍ଦ: ସ୍ପଷ୍ଟୀକରଣ ଦେଲେ ଭି.କେ ପଲ୍

ନୂଆଦିଲ୍ଲୀ: ବୁଷ୍ଟର ଡୋଜ୍ କୁ ନେଇ ଉଠିଥିବା ସନ୍ଦେହ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଭିକେ ପଲ୍ । କିଏ କେଉଁ ବ୍ରାଣ୍ଡର ବୁଷ୍ଟର ଡୋଜ ନେବ ତାହକୁ ନେଇ ଉଠିଥିବା ଦ୍ୱନ୍ଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଡାକ୍ତର ଭି କେ ପଲ୍…

ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: SSPଙ୍କୁ ନିଲମ୍ବନ କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫସିବା ପରେ ଏସଏସପିଙ୍କୁ ସସପେଣ୍ଡ କରାଯାଇଛି । ମୋଦୀଙ୍କ ଗସ୍ତ ସମୟରେ କିଛି…

ପୂଜାରା ଓ ରାହାଣେଙ୍କ ପରେ ବିହାରୀଙ୍କ ଲଢୁଆ ବ୍ୟାଟିଂ: ୨୪୦ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟକରେ ଭାରତ ୨୬୬ ରନରେ ଅଲଆଉଟ ହୋଇଛି । ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ…

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ୧୮ କୋଟି ବ୍ୟୟରେ ହୋଇଛି ନିର୍ମାଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮…

ଓମିକ୍ରନ ଟେଷ୍ଟ କିଟ୍ କୁ ଡିସିଜିଆଇର ମଞ୍ଜୁରୀ: ୪ ଘଣ୍ଟାରେ ଜଣାପଡ଼ିବ ରେଜଲ୍ଟ

ନୂଆଦିଲ୍ଲୀ: ଏଣିକି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଦରକାର ପଡ଼ିବନି ଜିନମ ସିକ୍ୟୁଏନସିଂ । କାରଣ ଓମିକ୍ରନ  ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍ । ଯାହାର ନାମ ରହିଛି ‘ଓମିସିଓର’ ଓମିକ୍ରନକୁ ଚିହ୍ନଟ…

ICC ରାଙ୍କିଙ୍ଗ: ଟପ୍ ଟେନକୁ ଫେରିଲେ ବୁମରା, ବାବରଙ୍କ ପଛରେ କୋହଲି

ନୂଆଦିଲ୍ଳୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ସେଞ୍ଚୁରିଆନ ଟେଷ୍ଟରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଟପ ଟେନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଟେଷ୍ଟରେ ୫ଟି…

ବିଗୁଡ଼ୁଛି ପରିସ୍ଥିତି: ଓଡ଼ିଶାରୁ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫…

ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍; ରାଲି କ୍ୟାନ୍ସଲ କରି ଫେରିବା ପରେ ଏମିତି କହିଲେ ମୋଦି

ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି । ଫଳରେ ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ।  ବୁଧବାର ହୁସେନୀୱାଲା ସ୍ଥିତ ରାଷ୍ଟ୍ରୀୟ ଶହୀଦ ସ୍ମାରକ ଗସ୍ତ ସମୟରେ…