Browsing Category

Top Stories

ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲର ୮୦ ଛାତ୍ରଛାତ୍ରୀ ଅସୁସ୍ଥ, ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ସରକାରୀ ସ୍କୁଲରେ ମିଡ୍-ଡେ ମିଲ୍ ଖାଇବା ପରେ ୮୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ପଡ଼ିଥିବାରୁ ସ୍କୁଲର ପିଲାମାନେ ଏହିପରି ଭାବରେ ଗୁରୁତର…

ସାଧାରଣ ଲୋକଙ୍କୁ ଝଟକା, ଏଣିକି Ola-Uber ଓ ଅଟୋରେ ଯାତ୍ରା କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: ନୂଆବର୍ଷ ଲୋକଙ୍କ ପାଇଁ କିଛି ଭଲ ସୁବିଧା ନେଇ ଆସିଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ପୂର୍ବରୁ ଲୋକମାନେ କେବଳ ପେଟ୍ରୋଲ-ଡିଜେଲର ଦରଦାମ୍ ବୃଦ୍ଧି ଯୋଗୁଁ ଚିନ୍ତିତ ଥିଲେ,…

ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ପିକ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ି ଚାଲିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହାର ପ୍ରଭାବ ଭୟଙ୍କର ହୋଇପାରେ । ତେବେ ଆସନ୍ତା ଫେବୃଆରୀ ମାସ ଶେଷ…

ଲିଫ୍ଟ ଦେବା ବାହାନାରେ ପ୍ରଥମେ ଅପହରଣ ଓ ପରେ ଗଣଦୁଷ୍କର୍ମ, ଅତ୍ୟାଚାର ପରେ ପୀଡ଼ିତାଙ୍କୁ ଫିଙ୍ଗିଦେଲେ ନାଳରେ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଅତ୍ୟାଚାରର ଘଟଣା ସାମନାକୁ ଆସୁଛି । ଜାତୀୟ ରାଜଧାନୀ ଦିଲ୍ଲୀର ସାଗରପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା…

ବିଶ୍ୱ ବଜାରରେ ଏକଘରିକିଆ ହୋଇଯିବ କପଟି ଚୀନ: ଏକାଠି ହୋଇ ରଣନୀତି ପ୍ରସ୍ତୁତି କରିବେ ପାଶ୍ଚାତ୍ୟ ଦେଶ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଦୁଇ ଶତ୍ରୁ ରାଷ୍ଟ୍ର ହେଉଛନ୍ତି ଦୁଇ ପଡ଼ୋଶୀ ଚୀନ ଆଉ ପାକିସ୍ତାନ । ବିଭିନ୍ନ ସମୟରେ ଏହି ଦୁଇ ଦେଶ ପକ୍ଷରୁ ଭାରତ ପ୍ରତି ବିପଦର ସମ୍ଭାବନା ଥାଏ । ତେବେ ଚୀନ ବିଭିନ୍ନ ସମୟରେ ଭାରତ ସହିତ…

ଖୁସିଖବର: ଦେଶରେ କୋର୍ବେଭାକ୍ସ ଓ କୋଭୋଭାକ୍ସ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ଦେଶକୁ ମିଳିଛି ଆଉ ଏକ ସଫଳତା । ଭାରତରେ କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାରକୁ ମିଳିଛି ଅନୁମତି । ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିରର ଜରୁରୀ ବ୍ୟବହାରକୁ…

ବନ୍ଦ ହେବ ସ୍କୁଲ, ସିନେମା ହଲ୍, ଅଡ୍-ଇଭେନ୍ ଫର୍ମୁଲାରେ ଖୋଲିବ ଦୋକାନ! ଆଜି ହେବ ବୈଠକ

ନୂଆଦିଲ୍ଲୀ: କୋଭିଡ୍-୧୯ର ବଢ଼ୁଥିବା ମାମଲା ଓ ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ସଙ୍କଟକୁ ଆଖି ଆଗରେ ରଖି ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି ।…

ଏହି ଲକ୍ଷଣ ଥିବା ଲୋକଙ୍କୁ ମାଡ଼ିବସୁଛି ଓମିକ୍ରନ, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ: କରୋନା ପରେ ଏବେ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଦିନକୁ ଦିନ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପ୍ରତି ଘରେ ଥଣ୍ଡା, ଦେହ ଖରାପ, କାଶ ଆଦିରେ ଲୋକମାନେ ପୀଡ଼ିତ…

କମ୍ ଉଚ୍ଚତାର ପୁରୁଷଙ୍କ ସେକ୍ସ ଲାଇଫକୁ ନେଇ ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ ରିପୋର୍ଟରେ କଣ ହୋଇଛି ଦାବି

ନୂଆଦିଲ୍ଲୀ: ଅଧିକାଂଶ ଯୁବତୀ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ଜୀବନ ସାଥୀ ରୂପେ ବାଛିଥାନ୍ତି । ହେଲେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କର ମଧ୍ୟ ନିଜସ୍ୱ ବିଶେଷତା ରହିଛି । "ଦ ଜର୍ନାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍"…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୬ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…