Browsing Category

Top Stories

ନଭେମ୍ବର ୩୦ ସୁଦ୍ଧା ଶେଷ କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ୍!

ନୂଆଦିଲ୍ଲୀ: ଇପିଏଫଓ ପକ୍ଷରୁ ୟୁଏଏନ୍ ଓ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୁଳକ କରିଦିଆଯାଇଛି । ଏହାର ସମୟ ସୀମା ନଭେମ୍ବର ୩୦ ରେ ଶେଷ ହୋଇଯିବ । ଏହା ପୂର୍ବରୁ ଯେଉଁ ମାନେ ୟୁଏଏନ୍-ଆଧାର ଲିଙ୍କ୍ କରିପାରିନାହାନ୍ତି…

ଗୌତମଙ୍କୁ ପୁଣି ମିଳିଲା ଧମକ, ଲେଖାଅଛି-‘ଦିଲ୍ଲୀ ପୋଲିସରେ ରହିଛି ଆମ ଗୁପ୍ତଚର…’

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ମିଳିଛି । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ଇ-ମେଲ ଯୋଗେ ଧମକ ଦିଆଯାଇଛି । ଗୌତମଙ୍କୁ…

UPTET ପେପର୍ ଲିକ୍ ପରେ ରାଜ୍ୟରେ ପରୀକ୍ଷା ବାତିଲ, ୩ ଜଣଙ୍କୁ ଉଠାଇଲା ଏସଟିଏଫ୍; ପଚରାଉଚରା ଜାରି

ଲଖନଉ: ଉତ୍ତରପ୍ରଦେଶରେ ରବିବାର ଦିନ ଅର୍ଥାତ୍ ୨୮ ତାରିଖ ଦିନ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଯାଇଛି । ଯାହାପରେ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷାର ପ୍ରଶ୍ନପତ୍ର…

ପୋଷ୍ଟ ଅଫିସର ଏହି ଯୋଜନାରେ ମିଳୁଛି ସବୁଠାରୁ ଅଧିକ ସୁଧ, ଛୁଆର ଭବିଷ୍ୟତକୁ କରିପାରିବେ ସୁରକ୍ଷିତ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚାହୁଁଛ, ତେବେ ଆପଣ ପୋଷ୍ଟ ଅଫିସର ଛୋଟ ସେଭିଂ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ସହିତ ନିବେଶର ଟଙ୍କା ମଧ୍ୟ ସୁରକ୍ଷିତ…

ଯୁବବର୍ଗଙ୍କ ଠାରେ ଅଧିକ ସଂକ୍ରାମକ ‘ଓମିକ୍ରନ୍’! ଏନେଇ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଡେଲଟା ଭାରିଆଣ୍ଟ୍ ପରି ଏହା ଆଉ ଏକ ମାରାତ୍ମକ ସ୍ୱରୂପ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ…

ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି ।…

ସହକର୍ମୀଙ୍କୁ ହୋଇଥିବା ଦୁଷ୍କର୍ମର ବିରୋଧ କରିବାରୁ ୨୦୦ ମହିଳା ଶ୍ରମିକଙ୍କୁ ବାହାର କରିଦେଲା କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ମହିଳା ସହକର୍ମୀଙ୍କ ସହ ହୋଇଥିବା ରେପର ବିରୋଧ କରିବାରୁ ଏକ କମ୍ପାନୀ ୨୦୦ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସମସ୍ତ ୨୦୦ ମହିଳା ଶ୍ରମିକ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାସିନ୍ଦା ବୋଲି…

ଆଜି ରାଜ୍ୟରେ ୧୯୧ ପଜିଟିଭ୍ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଡିସେମ୍ବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ଜାଣନ୍ତୁ କେଉଁ କେଉଁ ଦିନ ଛୁଟି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ମାସର ଛୁଟିଦିନର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକା ଅନୁସାରେ ଡିସେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବିଭିନ୍ନ ବ୍ୟାଙ୍କର ଗ୍ରାହକ ମାନେ ଏହା…

କାହିଁକି ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା, କେହି ତାଙ୍କ ଉପରେ ଚାପ ପକାଉଛି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ବିବାଦ ଥମୁନାହିଁ । ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଅଞ୍ଚଳରେ ରାଜନେତାମାନଙ୍କୁ…