Browsing Category
Top Stories
ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ୍ସପାଏରି ମେଡିସିନକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏକ୍ସପାଏରି ମେଡିସିନର ଷ୍ଟକ୍ ନେଇ ରେଜିଷ୍ଟରରେ ତଥ୍ୟ ରଖାଯିବ । ସ୍ୱାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ…
ସଡ଼କ ଦୁର୍ଘଟଣାରେ ୩ ମୃତ, ୯ ଆହତ
ବାଲୁଗାଁ(ଓଡ଼ିଶା ଭାସ୍କର): ବାଲୁଗାଁ ବେଲପଡ଼ା ଛକ ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୯ଜ ଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭ ଜଣଙ୍କର…
ଆବାସିକ ସ୍କୁଲର ୨୬ ଛାତ୍ରୀ କରୋନା ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ଆବାସିକ ଆଦିବାସୀ ବାଳିକା ସ୍କୁଲର ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ର ଚମକପୁର ଆଦିବାସୀ ବାଳିକା ସ୍କୁଲରୁ ଏହି ୨୬ କରୋନା…
ରାଶିଫଳ(ଶନିବାର,୨୭ ନଭେମ୍ବର,୨୦୨୧)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
ଖାଇବା ହଜମ ହେଉନି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ,ସବୁବେଳେ ପାଚନ ତନ୍ତ୍ରକୁ ଠିକ୍ ରଖିବା ଆବଶ୍ୟକ । କିନ୍ତୁ ଆଜିକାଲି ପାଚନ ଜନିତ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ପାଚନ ତନ୍ତ୍ରକୁ ଠିକ୍ ରଖିବା…
କନମ୍ୟାନ ସୁକେଶଙ୍କୁ ଡେଟ୍ କରୁଥିଲେ କି ଜ୍ୟାକଲିନ୍: ଅନ୍ତରଙ୍ଗ ଫଟୋକୁ ନେଇ ଚର୍ଚ୍ଚା
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଚର୍ଚ୍ଚା । ୨୦୦ କୋଟିର ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଓ ଜ୍ୟାକଲିନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ…
ଏସବିଆଇ ଉପରେ ଆରବିଆଇର କଡା ଆଭିମୁଖ୍ୟ, ଲଗାଇଲା ୧ କୋଟି ଜରିମାନା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ବ୍ୟାଙ୍କଗୁଡିକ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ସର୍ବଦା ନିୟମ ଉଲ୍ଲଂଘନ କାରଣରୁ ଆରବିଆଇ, ବ୍ୟାଙ୍କ ଉପରେ ଜରିମାନା ଲଗାଇଥାଏ। ଏହି କ୍ରମରେ ଭାରତୀୟ ଷ୍ଟେଟ୍…
ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍
ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଏଣ୍ଟ ଚିହ୍ନଟ ପରେ ବିଶ୍ୱକପ ସ୍ଥଗିତ । ଡିସେମ୍ବର ୫ରୁ ୧୬ ଯାଏଁ ଦକ୍ଷିଣ ଆଫ୍ରିକାରେ ହେବାର ଥିଲା ବିଶ୍ୱକପ୍ । ଜୁନିୟର ମହିଳା ବିଶ୍ୱକପ୍…
ପରିବାର ସହ ସମୟ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି; ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ:ବୃଦ୍ଧ ବାପା-ମା ଙ୍କ ସହ ସମୟ ବିତାଇବାକୁ ୪ ଦିନ ସରକାରୀ ଛୁଟି ମିଳିବ । ଆସାମ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆସାମ କ୍ୟାବିନେଟରେ ଗୁରୁବାର ଏହି ନିଷ୍ପତ୍ତି ହୋଇଛି । ନୂଆ ବର୍ଷରେ ବାପା ମାଙ୍କ ସହ…
ଗରିବ ତାଲିକାରେ ୯ମ ସ୍ଥାନରେ ଓଡ଼ିଶା, ରାଜ୍ୟରେ ତିନି ଜଣରେ ରହିଛନ୍ତି ଜଣେ ଗରିବ
ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସରକାର କରୁଛନ୍ତି ମାଳମାଳ ଯୋଜନା ଏବଂ ହେଲେ ଏସବୁର ମିଳୁଛି କି ଫାଇଦା? କାରଣ ଆର୍ଥିକ ମାନଦଣ୍ଡ ବଢ଼ିବା ପରିବର୍ତ୍ତେ ତଳିତଳାନ୍ତ ହେଉଛନ୍ତି ରାଜ୍ୟବାସୀ । ଶୁକ୍ରବାର ପ୍ରକାଶ…