Browsing Category
Top Stories
ମମିତା ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ
କଟକ(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ତୀବ୍ର ହେଉଥିବା ବେଳେ ଏହି ମାମଲାରେ ତଦନ୍ତକୁ ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ତଦନ୍ତ କେତେ ଦୂର ଆଗେଇଛି, ସେନେଇ…
ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର, ଜାଣନ୍ତୁ କାହିଁକି ନିଷ୍ପତ୍ତି ନେଲେ ସରକାର?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଓଏସବିଏଚଡବ୍ଲୁ ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଅପରାଗତା ଓ ଦୁର୍ନୀତି କାରବାର…
କେନ୍ଦୁଝରବାସୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ବିଏସକେୟାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଭିସି ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୪ ଲକ୍ଷ…
ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ମାମଲା, ଭାରତୀୟ ବିକାଶ ପରିଷଦ କଲା ଅପିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ପ୍ରତିଦିନ ଏହାକୁ ନେଇ ନୂଆ ନୂଆ ସୂଚନା ମିଳୁଛି । ଏବେ ମନ୍ତ୍ରୀ ଦିବ୍ୟଶଙ୍କରୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମାମଲା…
ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଓ ‘ଅସର’ ରିପୋର୍ଟକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ, ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଏବେ ଧିରେ ଧିରେ ଅବସ୍ଥା ସୁଧୁରିବାରେ ଲାଗିଛି । ଅନେକ ସ୍କୁଲ ଓ କଲେଜ ଖୋଲିଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ କେବେ ଖୋଲିବ ସେନେଇ…
୪୬ ବୟସରେ ଯାଆଁଳା ଶିଶୁର ମା’ ବନିଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କଣ ରଖିଲେ ନାଁ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ବବଲୀ ଆକ୍ଟ୍ରେସ୍ ପ୍ରତି ଜିଣ୍ଟାଙ୍କ ଘରେ ଶୁଭିଲା କୁଆଁ କୁଆଁ ଡାକ । ଅର୍ଥାତ୍ ପ୍ରୀତି ଜିଣ୍ଟା ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ନିଜ ଜୀବନର ଏହି ସ୍ପେଶାଲ୍ ମୁହୂର୍ତ୍ତକୁ…
ରଣପୁରର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ନୟାଗଡ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ରଣପୁରର ସହକାରୀ ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ…
ପୋକ୍ସୋ ଆକ୍ଟ: ବମ୍ବେ ହାଇକୋର୍ଟକୁ ସୁପ୍ରିମକୋର୍ଟର ଝଟକା, କହିଲେ- ‘ଅପରାଧ କରିବା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଆବଶ୍ୟକ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସ୍କିନ୍ ଟୁ ସ୍କିନ୍ ସମ୍ପର୍କ ନ ଥାଇ ନାବାଳିକାର ସ୍ତନକୁ ଛୁଇଁବା ଯୌନ ଉତ୍ପୀଡ଼ନ ଭାବରେ ପରିଭାଷିତ…
ରାଜସ୍ୱ ମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼
କେନ୍ଦୁଝର(ଓଡ଼ିଶା ଭାସ୍କର): ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ହୋଇଛି ଅଣ୍ଡାମାଡ଼ । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ମମିତା ମାମଲାରେ…
‘ସେଓ ଗୋଟିଏ ଫାଇଦା ଅନେକ’; ଏହି ସମୟରେ ଖାଆନ୍ତୁ, ମିଳିବ ୧୦ ଜବରଦସ୍ତ ଫାଇଦା
ଓଡ଼ିଶା ଭାସ୍କର ବ୍ୟୁରୋ: ସେଓ ହେଉଛି ଏକ ଏପରି ଫଳ ଯାହା ଆପଣଙ୍କ ଶରୀରକୁ ଅହେତୁକ ଫାଇଦା ପ୍ରଦାନ କରିବ । କେବଳ ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପୀ ଏହି ଫଳକୁ ସବୁଠାରୁ ଅଧିକାଂଶ ଲୋକ ସେବନ କରିଥାନ୍ତି । ଏହି ଫଳ ରେ…