Browsing Category
Top Stories
ଖଣିମନ୍ତ୍ରୀଙ୍କୁ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦାବିପତ୍ର
କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଟ୍ରକ ମାଲିକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଟ୍ରକ୍ ଚାଲୁନଥିବାରୁ ଅନେକ ଡ୍ରାଇଭର, ହେଲପର ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି । ଏଥିସହ ଟ୍ରକ ଉପରେ…
ଓଟିଟିରେ ପାଦ ଥାପିବ ଆଦିତ୍ୟ ଚୋପ୍ରାଙ୍କ ପ୍ରଡକ୍ସନ୍ କମ୍ପାନୀ, ଦେଶୀ କଣ୍ଟେଣ୍ଟ୍ ପାଇଁ ଦେଲେ ୫୦୦ କୋଟି
ମୁମ୍ବାଇ: ଦେଶର ସବୁଠାରୁ ବଡ଼ ପ୍ରଡକ୍ସନ୍ ହାଉସ୍ ୟଶରାଜ୍ ଫିଲ୍ମସ୍ ଆଗକୁ ଓଟିଟିରେ ନିଜର ଯାତ୍ରା ଆରମ୍ଭ କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ପ୍ରତିକ୍ରିୟା ରଖିଛି ପ୍ରଡକ୍ସନ୍ କମ୍ପାନୀ । ୟଶରାଜ୍ ଫିଲ୍ମସ୍…
ମହାଲିଙ୍ଗ ପବ୍ଲିକ ସ୍କୁଲରେ ଯୌନ ଶୋଷଣ; ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ SPଙ୍କୁ ନିର୍ଦ୍ଦେଶ
ନୂଆପଡ଼ା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି ।…
ଜିଲ୍ଲା କଂଗ୍ରେସ ପକ୍ଷରୁ ଛଅ ଘଣ୍ଟିଆ ବନ୍ଦ ଡାକରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହା ବିରୋଧରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା…
ଚର୍ଚ୍ଚାରେ Eternalsର ଏହି ଚୁମ୍ବନ ଦୃଶ୍ୟ, ଲିଡ୍ କପଲ୍ କରିଛନ୍ତି ଭାରତୀୟ ରୀତିନୀତିରେ ବିବାହ; ପଢ଼ନ୍ତୁ ଫ୍ୟାନ୍ସଙ୍କ ରିଆକ୍ସନ୍
ନୂଆଦିଲ୍ଳୀ: ମାର୍ଭଲ ସିରିଜ୍ ର ନୂଆ ଫିଲ୍ମ Eternals ଏବେ ଚର୍ଚ୍ଚାରେ ରହିଛି । ସଲମା ହୟାକ୍, ଏଞ୍ଜେଲିନା ଜୋଲୀ, ରିଚାର୍ଡ ମୈଡେନ୍, ଜେମା ଚୈନ୍ ଓ କିଟ୍ ହେରିଙ୍ଗଟନ୍ ଷ୍ଟାଟର୍ ଫିଲ୍ମକୁ ଏବେ ବକ୍ସ ଅଫିସ୍ ରେ…
ମାଟ୍ରିକ ସାର୍ଟିଫିକେଟରେ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ, ବାହାରିଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିଲେ ସଂଶୋଧନ କରିବା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡ…
Aadhaar Cardରେ ଅପଡେଟ୍ କରିବା ପାଇଁ ଆପଣଙ୍କୁ ଅଧିକ ପଇସା କିଏ ମାଗୁଛି କି, ସଙ୍ଗେସଙ୍ଗେ କରନ୍ତୁ ଅନଲାଇନରେ ଅଭିଯୋଗ, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ କିଛି ବି ଅପଡେଟ୍ କରିବାକୁ ଚାହୁଁଥାନ୍ତି, ତେବେ ଆପଣ ଆଧାରର ଫିସ୍ ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଏହି ସେବା ପାଇଁ କିଏ ଅଧିକ ଫିସ୍ ନେଉଛି, ଏଥିପାଇଁ ଆପଣ ଅଭିଯୋଗ…
‘ପଦ୍ମଶ୍ରୀ ଫେରାନ୍ତୁ କଙ୍ଗନା ରଣାୱତ’: ଭାରତର ସ୍ୱାଧୀନତାକୁ ଭିକ ସହ ତୁଳନା କରିବା ପରେ ବିଭିନ୍ନ ମହଲରୁ ଉଠିଲା ଦାବି
ନୂଆଦିଲ୍ଲୀ: ୧୯୪୭ ମସିହାର ସ୍ୱାଧୀନତାକୁ ଭିକ ବା ଦାନ ସହ ତୁଳନା କରି ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଏହାକୁ ନେଇ ବିଭିନ୍ନ ଦଳର ରାଜନେତାମାନେ କଙ୍ଗନାଙ୍କର…
୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ବର୍ତ୍ତମାନସୁଦ୍ଧା ୧୩୦ଜଣ ଚାକିରିଆଙ୍କୁ କରାଗଲାଣି ବହିଷ୍କାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଆଉ ୮ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଚାକିରିଆଙ୍କୁ…
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଜାଣନ୍ତୁ କିଏ ରହିବେ ଓ କିଏ ହେବେ ଆଉଟ୍?
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ପ୍ରଥମ…