Browsing Category
Top Stories
ସାଢ଼େ ୬ କୋଟି ଲୋକଙ୍କ ପାଖରେ ପହଞ୍ଚିଛି PFର ସୁଧ, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାୟ ୬.୫ କୋଟି ଲୋକଙ୍କ ଆକାଉଣ୍ଟକୁ ପିଏଫ୍ର ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି । ଆପଣଙ୍କ ପିଏଫ୍ ଆକାଉଣ୍ଟକୁ ବି ଟଙ୍କା ଆସିସାରିଥିବ । ଯଦି ଆପଣଙ୍କୁ ଏସଏମଏସ ଆସିନାହିଁ, ତେବେ ଘରେ…
୧୪୩ଟି ସ୍ମାର୍ଟ ବିଦ୍ୟାଳୟକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ…
ଫେସବୁକର ହେଉଛି ଦୂରୁପଯୋଗ: ବର୍ଷକୁ ମିଳୁଛି ୧୫ ଧମକ, ୫ ଉତ୍ତେଜନାମୂଳକ ପୋଷ୍ଟ, ଜାଣନ୍ତୁ କଣ କହିଲା କମ୍ପାନୀ
ନୂଆଦିଲ୍ଲୀ: ଫେସବୁକ୍ ର ଦୂର୍ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଖୁବ୍ ୂକମ୍ ରହିଥିବେ ଯେଉଁ ମାନଙ୍କ ଫୋନ୍ ରେ ଫେସବୁକ୍ ନଥିବ । ତେବେ ୟୁଜର୍ସ ଏଥିରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଛି…
ଏହି ସବୁ ସ୍ମାର୍ଟଫୋନରେ ଆସିବ ଆଣ୍ଡ୍ରଏଡ୍ ୧୨! ଦେଖନ୍ତୁ ପୂରା ତାଲିକା
ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆଣ୍ଡ୍ରଏଡ୍ ର ନୂଆ ଭର୍ସନ୍ । ଯାହାର ନାଁ ରଖାଯାଇଛି Android 12 । ଗୁଗୁଲର ବିଟା ଟେଷ୍ଟିଂ ଅନେକ ଆଗରୁ ଆରମ୍ଭ ହୋଇଥିବା ବେଳେ ଏହାପରେ ଆଣ୍ଡ୍ରଏଡ୍ ନିଜର ଏହି ନୂତନ ଭର୍ସନକୁ ଲଞ୍ଚ କରିଛି ।…
ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାଵରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ…
୫ଜି ଇଣ୍ଟରନେଟ୍ ସେବା ମିଳିବାକୁ ଲାଗିପାରେ ଆଉ ୬ ମାସ ସମୟ!
ନୂଆଦିଲ୍ଲୀ: ୫ଜିରେ ହାଇ ସ୍ପିଡ୍ରେ ଇଣ୍ଟରନେଟ୍ ମିଳିବ । ତେଣୁ ଦେଶରେ ୫ଜି ମୋବାଇଲ୍ ଟେଲିଫୋନ୍ ସେବାର ପରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ଆଉ ୬ ମାସର ସମୟ ଦେଇଛନ୍ତି ଟେଲିକମ୍ ବିଭାଗ । ଏହି ସମୟ ବଢ଼ାଇବା ଲାଗି…
ରାଶିଫଳ(ଗୁରୁବାର,୧୧ ନଭେମ୍ବର,୨୦୨୧)
ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…
ଡାରିଲ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ଓପ୍ନର ଡେରିଲ୍ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ ସହିତ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ୧୬୭ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୧୩ ରନରେ ୨ଟି…
ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍” ବ୍ରାଇଡ଼ାଲ୍ ମଲ୍: ଗୋଟିଏ ଛାତ ତଳେ ମିଳିବ ବିବାହ ଉପଯୋଗୀ ସମସ୍ତ ସେବା
ଭୁବନେଶ୍ୱର: ଭୁବନେଶ୍ୱର ରୂପାଲି ଛକଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍ତାବ ସିବଦଶାନୀ ଉଦ୍ଘାଟନ କରିଥିଲେ । ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍…
ମାନିଲେନି ପରିବାର: ବିଷ ପିଇଦେଲେ ପ୍ରେମୀ ଯୁଗଳ
ସୋର (ଓଡ଼ିଶା ଭାସ୍କର): ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପରିବାର ଲୋକ ରାଜି ନହେବାରୁ ବିଷ ପିଇ ପ୍ରେମି ଯୁଗଳ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କ ପରିବାର ଲୋକ ଉଭୟଙ୍କୁ ସୋର…