Browsing Category

Top Stories

ମମିତା ହତ୍ୟା ଘଟଣା: ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି ।…

BJP MLAଙ୍କୁ ୫ ବର୍ଷ ଜେଲଦଣ୍ଡ: ଜାଣନ୍ତୁ କେଉଁଠି ଓ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜଣେ ବିଜେପି ଏମଏଲଏଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ଗୋସାଇଗଞ୍ଜର ରାଜନେତା ଇନ୍ଦ୍ର ପ୍ରତାପ ତିୱାରି ୨୮ ବର୍ଷ ପରେ ନକଲି ମାର୍କସିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଲେଜରେ…

ଶିକ୍ଷୟତ୍ରୀ ହତ୍ୟା ଘଟଣା: ମାଟିତଳୁ ଉଦ୍ଧାର ହେଲା ଶବ

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ…

ଆଧାର ଦେଖାଇ ପାଆନ୍ତୁ ନୂଆ LPG ଗ୍ୟାସ୍ କନେକ୍ସନ୍, ସବସିଡିର ବି ମିଳିବ ଫାଇଦା

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ତୈଳ ନିଗମ ଲିମିଟେଡର ଗ୍ୟାସ କମ୍ପାନୀ Indane ଏକ ବଡ଼ ଘୋଷଣା କରିଛି । Indane ଅନୁସାରେ, ଏବେ ଯେକୌଣସି ଗ୍ରାହକ କେବଳ…

ପେଟ୍ରୋଲ-ଡିଜେଲ୍ ଦର ସହିତ ମୁକାବିଲା କରୁଛି ଟମାଟ ଦାମ୍, ୯୩ ଟଙ୍କାରେ ହେଉଛି ବିକ୍ରି!

ନୂଆଦିଲ୍ଳୀ: ପେଟ୍ରୋଲ, ଡିଜେଲ, ଗ୍ୟାସ୍ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ଏବେ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । କିଛି ଦିନ ହେବ ଦେଶର ବିଭିନ୍ନ ସହରରେ ଟମାଟର ଖୁଚୁରା ମୁଲ୍ୟ କିଲୋ…

ଆପଣ ନେଟବ୍ୟାଙ୍କିଂ କରୁଛନ୍ତି କି, ତେବେ ଜାଣି ନିଅନ୍ତୁ NEFT, RTGS ଓ IMPS ମଧ୍ୟରେ କ’ଣ ରହିଛି ତଫାତ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ ଇଣ୍ଡିଆକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଦେଶରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମନି ଟ୍ରାନ୍ସଫର କରିବା…

୬ ମାସ ହେଲା ପେଟରେ ରହିଥିଲା ମୋବାଇଲ୍, ଏକ୍ସରେ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଡାକ୍ତର ଯାଞ୍ଚ କରିବା ପାଇଁ ଏକ୍ସରେ କଲେ ସେତେବେଳେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥା ହେଉଛି…

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

କଟକ(ଓଡ଼ିଶା ଭାସ୍କର): ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ତିନି ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର । ଆଇନଜୀବୀ ମୃଗାଙ୍ଗ ଶେଖର…

ମା’-ବାପା କରୁଥିଲେ ଭେଦଭାବ, ରାଗରେ ଆସି ଖାଦ୍ୟରେ ବିଷ ମିଶାଇଦେଲା ଝିଅ; ୪ ମୃତ

ନୂଆଦିଲ୍ଲୀ: ମା'-ବାପା କରୁଥିଲେ ନିଜ ଝିଅ ସହିତ ଭେଦଭାବ । ତେଣୁ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଲା ଝିଅ । ଯାହାଫଳରେ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଭିଯୁକ୍ତ ଝିଅର…

ମଧୁମେହରୁ ବଞ୍ଚାଇବ ଏହି ୭ଟି ସିମ୍ପଲ୍ ଉପାୟ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ମଧୁମେହ ଜନିତ ମାମଲାରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମଧୁମେହରେ ପୀଡ଼ିତ ହେବାର…