Browsing Category

Top Stories

ଟ୍ରେନ ଟିକେଟ ବାତିଲ କରୁଛନ୍ତି କି? କଟିବ ଏତିକି ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଟ୍ରେନ ଟିକେଟ ବୁକିଂ କରିବାଠାରୁ ଆରମ୍ଭ କରି କ୍ୟାନ୍ସଲ କରିବା ଆଜିର ସମୟରେ ଅତି ସରଳ ହୋଇଯାଇଛି । ପୂର୍ବଭଳି ଟିକେଟ କାଉଣ୍ଟରରେ ଲାଇନ ଲଗାଇବାକୁ ଦରକାର ପଡ଼ୁନାହିଁ । ଘରେ ବସି ବସି ଆରାମରେ ହୋଇଯାଉଛି…

ସଂଘବଦ୍ଧ ହତ୍ୟାର ରାଜଧାନୀ ପାଲଟୁଛି ଭୁବନେଶ୍ୱର; ୮ ମାସରେ ହେଲାଣି ୧୫ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବଢ଼ୁଛି ସଂଘବଦ୍ଧ ଆକ୍ରମଣ । ବିଗତ ୮ ମାସ ମଧ୍ୟରେ ୧୫ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ମଧ୍ୟରେ ୭ରୁ ଅଧିକ ସଂଘବଦ୍ଧ ଆକ୍ରମଣ ସାମିଲ ଅଛି । ବିଗତ ୮ ମାସରେ ପ୍ରାୟ ୭ଟି…

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦଶମ ଟର୍ମ-୧ ପରୀକ୍ଷା ।…

ଶାମିଙ୍କୁ ୩ ୱିକେଟ: ୱାର୍ମ ଅପ୍ ମ୍ୟାଚରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୱାର୍ମ ଅପ୍ ମୁକାବିଲାରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଇଂଲଣ୍ଡ ୫ ୱିକେଟ…

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର । ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ପରୁଲ ପଟୱାରୀ ହେଲେ ଜଗତସିଂହପୁର ଜିଲ୍ଲାପାଳ । ସାଧାରଣ ଅଭିଯୋଗ ଓ ଜି.ଏ ବିଭାଗ ଅତିରିକ୍ତ…

୨୨୮୨ ଜଣଙ୍କୁ ମିଳିବ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର, ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ପାଇଁ ଆନ୍ତରିକ ସେବା ପୁରସ୍କାର ଘୋଷଣା କରାଯାଇଛି । ୨୨୮୨ କର୍ମଚାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ମିଳିବା ନେଇ ଘୋଷଣା କରାଯାଇଛି ।…

ମମିତା ମେହେର ନିଖୋଜ ମାମଲା: ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଟ୍ୱିଷ୍ଟ । ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟିି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିବାକୁ ନେଇ ରାଜନୈତିକି ମହଲରେ…

ୱାର୍ମ ଅପରେ ଭାରତର ବୋଲିଂ ନିଷ୍ପତ୍ତି; ଓପନ କରିବେନି କୋହଲି

ନୂଆଦିଲ୍ଲୀ: ଦୁବାଇରେ ଭାରତ ଏହାର ବିଶ୍ୱକପ ୱାର୍ମ ଅପ୍ ମ୍ୟାଚ ଖେଳିବାକୁ ଯାଉଛି । ଏହି ମ୍ୟାଚ ପାଇଁ ଇଂଲଣ୍ଡ ପକ୍ଷରୁ ଅଧିନାୟକ ଇଓନ ମୋର୍ଗାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଇନିଂସ ଓପନ ନ କରିବାର ଘୋଷଣା କରିଛନ୍ତି…

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ; ଜମ୍ମୁ ଓ ଗୌହାଟୀକୁ ଡାଇରେକ୍ଟ ବିମାନ ଦାବି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…

ଅନୁଷ୍କା ଶର୍ମା ସେୟାର କଲେ ବିରାଟ-ଭାମିକାଙ୍କ ଫଟୋ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବେ ଦୁବାଇରେ ବିରାଟ କୋହଲିଙ୍କ ସହ ଅଛନ୍ତି । ଦୁବାଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି ଏବଂ ଅନୁଷ୍କା ଶର୍ମା ସେଠାରେ ବିରାଟଙ୍କୁ ଉତ୍ସାହିତ କରିବା ପାଇଁ ପହଞ୍ଚିଛନ୍ତି । ନିକଟରେ…