Browsing Category

Top Stories

ହାଇତିରେ ୧୭ ଆମେରିକୀୟ ମିଶନାରୀଙ୍କୁ ଅପହରଣ

ନୂଆଦିଲ୍ଲୀ: ହାଇତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ଶନିବାର ୧୭ ଜଣ ଆମେରିକୀୟ ଖ୍ରୀଷ୍ଟିଆନ ମିଶନାରୀ ଏବଂ ସେମାନଙ୍କ ପରିବାରକୁ କୌଣସି ଗ୍ୟାଙ୍ଗ ମେମ୍ବର ଅପହରଣ କରି ନେଇଥିବା ନେଇ ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ…

ଡିଭୋର୍ସ ପରେ ସାମନ୍ଥାଙ୍କ ଗୁଡ ନ୍ୟୁଜ୍

ନୂଆଦିଲ୍ଳୀ: ପ୍ରଥମ ଥର ପାଇଁ ନିଜ ଡିଭୋର୍ସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ସାମନ୍ଥା ନିଜ ଫ୍ୟାନ ମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ…

ଶହ ଶହ ବର୍ଷ ପୁରୁଣା ମଦ ପାଇଁ ତିଆରି ହେଲା ମ୍ୟୁଜିୟମ; ଜାଣନ୍ତୁ କେଉଁଠି

ନୂଆଦିଲ୍ଳୀ: ଦେଶରେ ନିର୍ମାଣ ହୋଇଯାଇଛି ଏକ ମ୍ୟୁଜିୟମ ଯେଉଁଠି ସଂରକ୍ଷିତ ହୋଇ ରହିବ ମଦ । ଶହ ଶହ ବର୍ଷ ପୁରୁଣା ମଦକୁ ଏଠାରେ ରଖାଯିବ । ଶତାବ୍ଦୀ ପୁରୁଣା ମଦ, ଗ୍ଲାସ, ବୋତଲ ତଥା ବିଭିନ୍ନ ପାତ୍ର ଗୁଡିକୁ ଦର୍ଶକଙ୍କ…

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ; ଗିରଫ ହେଲେ କ୍ରିକେଟର ଯୁବରାଜ ସିଂ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ଅନୁସୂଚିତ ଜାତି ବିରୋଧରେ ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜଙ୍କୁ ହିସାର ପୋଲିସ ଗିରଫ କରିଛି । ହିସାରର ହାଂସି ସହରରେ ଯୁବରାଜଙ୍କ ନାମରେ ମାମଲା…

ରାମାୟଣକୁ କଦର୍ଥ କଲେ Aiims ଛାତ୍ରଛାତ୍ରୀ; ସୋସିଆଲ ମିଡିଆରେ ହଙ୍ଗାମା ପରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ପୁଣି ଥରେ ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ର କିଛି ଛାତ୍ରଛାତ୍ରୀ ଏକ ନାଟକ ପରିବେଶଣ କରିବା ସମୟରେ…

ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ: ଜଗତପୁର ଶିଳ୍ପାଞ୍ଚଳର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ୨ଟି ଟିମ୍…

ଆସିଲା ଏକାଦଶ ଶ୍ରେଣୀ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ଖୋଲିବା ନେଇ ଆସିଲା ଗାଇଡଲାଇନ । ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ବିଭାଗୀୟ ସଚିବଙ୍କ ଚିଠି । ୨୧ରୁ ଏକାଦଶ ଶ୍ରେଣୀ ପିଲାଙ୍କ…

ଦକ୍ଷିଣ ଏସିଆରେ ଚାଲିଛି ଇସଲାମିକ ଏଜେଣ୍ଡା: ଜାଣନ୍ତୁ କାହିଁକି ଏମିତି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିକଟରେ କଶ୍ମୀରରେ ଅଣ ମୁସଲିମଙ୍କ ଉପରେ ବଢ଼ୁଥିବା ଆକ୍ରମଣ ଏବଂ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବରତା ମଧ୍ୟରେ ସମ୍ପର୍କ ଥିବା ନେଇ କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ପାମ୍ପୋରରେ ସେନାକୁ ବଡ ସଫଳତା; ଆତଙ୍କୀଙ୍କୁ ଘର ସହ ଉଡାଇଦେଲେ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ସାଧାରଣ ଲୋକଙ୍କ ହତ୍ୟା ପରେ ଏହାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ଏକ ଘରକୁ ଉଡାଇ ଦେବାର ଭିଡିଓ ଶେୟାର କରାଯାଇଛି…

ମିନିଟରେ ପାଆନ୍ତୁ ଇ-ଆଧାର, ଆପଣାନ୍ତୁ ଏହି ୫ଟି ଷ୍ଟେପ

ନୂଆଦିଲ୍ଲୀ: ଆଧାର କାର୍ଡ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ପ୍ରମୁଖ ପରିଚୟ ପତ୍ର ଅଟେ । ବ୍ୟାଙ୍କରେ ଖାତା ଖୋଲିବା ହେଉ କିମ୍ବା ନୂଆ ମୋବାଇଲ ନମ୍ବର ହେଉ, ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ ଆଧାର କାର୍ଡ । ଆଧାର…