Browsing Category
Top Stories
ମନୀଷ ମୃତ୍ୟୁ ମାମଲା: କନ୍ଧମାଳରେ ୨ ଯୁବକଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ କନ୍ଧମାଳରେ ୨ ଜଣ ଯୁବକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ…
ରାଜ୍ୟରୁ ୭ ଜଣ କରୋନାରେ ଟଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ଦୁର୍ଗାଷ୍ଟମୀରେ ମା’ଙ୍କ କୃପା ପାଇବାକୁ ଚାହାଁନ୍ତି କି? ତେବେ କରନ୍ତୁ ଏହି ଉପାୟ
ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମୀର ତିଥିରେ ମା’ ଦୁର୍ଗାଙ୍କ ୮ମ ସ୍ୱରୂପ ତଥା ମା' ମହାଗୌରୀଙ୍କ ପୂଜା କରାଯାଉଛି । କୁହାଯାଏ ଯେ, ମା ମହାଗୌରୀ ପ୍ରସନ୍ନ ହେଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିବା ସହିତ ପାପର…
ପୂଜାରେ ବଢ଼ିଲା କରୋନା: ଆଜି ରାଜ୍ୟରେ ୬୧୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
IPL Qualifier-2: ଫାଇନାଲ ପାଇଁ କର ବା ମର ପରିସ୍ଥିତିରେ Delhi-KKR
ନୂଆଦିଲ୍ଲୀ: ଆଇପିଏଲ-୧୪ର କ୍ୱାଲିଫାୟର-୨ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମହାମୁକାବିଲା ହେବ । ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଦୁଇ ଟିମ୍ ପଡ଼ିଆକୁ ଓହ୍ଲାଇବେ । ଆଜିର ବିଜେତା ୧୫…
କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା, ଚନ୍ନିଙ୍କ ନିଷ୍ପତ୍ତି
ଚଣ୍ଡିଗଡ଼: ଦେଶରେ ଏବେ କରୋନାର ପ୍ରଭାବ ଜାରି ରହିଥିବା ବେଳେ ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା ୧୬,୫୩୧ ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟ ଲହର ଯୋଗୁଁ ଅନେକ ଲୋକେ କମ୍ ସମୟରେ ହିଁ ଜୀବନ ହରାଇଛନ୍ତି । ଏବେ କରୋନା…
Assistant Professor ପଦ ପାଇଁ PhD ବାଧ୍ୟତାମୂଳକ ନିୟମ ଘୁଞ୍ଚିଲା, କେବେ ଲାଗୁହେବ ସୂଚନା ଦେଲା ୟୁଜିସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ନିୟମ ଏବେ ଲାଗୁ ହେବ ନାହିଁ । ଏହି ନିୟମ ଚଳିତ ବର୍ଷ ଜୁଲାଇ ବଦଳରେ ଆସନ୍ତା ୨୦୨୩ ଜୁଲାଇ ୧ ତାରିଖ ପରେ ଲାଗୁ ହେବ ।…
କିଷାନଙ୍କ ପାଇଁ କ୍ୟାବିନେଟର ବଡ଼ ଫଇସଲା, ଫର୍ଟିଲାଇଜର ସବସିଡି ପାଇଁ ୨୮୬୫୫ କୋଟି ଘୋଷଣା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଫାସ୍ଫୋଟିକ ଓ ପୋଟାଶିକ ଫର୍ଟିଲାଇଜର ପାଇଁ ଅତିରିକ୍ତ ୨୮୬୫୫ କୋଟିର ସବସିଡି ଘୋଷଣା…
ଆସୁଛି ଗୋଟିଏ ନୂଆ ବ୍ୟାଙ୍କ, RBI ଦେଲା ଲାଇସେନ୍ସ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ ଓ ଭାରତ ପେ’ର କନସୋର୍ଟିୟମକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଭାବେ ଲାଇସେନ୍ସ ପ୍ରଦାନ କରିଛି । ବିଗତ ପ୍ରାୟ ୬…
ଆଜି ‘Gati Shakti Yojana’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଦେଶରେ ରୋଜଗାର ସୃଷ୍ଟି ପାଇଁ ୧୦୦ ଲକ୍ଷ କୋଟିର ପ୍ୟାକେଜ୍
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଦେଶ ପାଇଁ ଏକ ମାଷ୍ଟର ପ୍ଲାନ ହୋଇଥିବା ବେଳେ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା…