Browsing Category
Top Stories
ରାଶିଫଳ(ବୁଧବାର,୧୩ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।
ବୃଷ- ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ…
ଟି-୨୦ ୱାର୍ଲ୍ଡ କପ୍: ମେଣ୍ଟର ପାଇଁ ଧୋନୀ ନେବେନି ଅର୍ଥ
ନୂଆଦିଲ୍ଲୀ: ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଟି -୨୦ ବିଶ୍ୱକପ୍ । ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଦଳର ମେଣ୍ଟର କରାଯାଇଛି । ଅକ୍ଟୋବର ୨୪ ରେ ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନକୁ ଭେଟିବ । ଏହାରି ମଧ୍ୟରେ…
ଏୟାରପୋର୍ଟରେ ପଶିଲା ପାଣି, ଟ୍ରାକ୍ଟରରେ ଟର୍ମିନାଲ ପର୍ଯ୍ୟନ୍ତ ଗଲେ ଯାତ୍ରୀ
ମଙ୍ଗଳବାର ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେତୁ ବିମାନବନ୍ଦର ସମେତ ସହରର ଅନେକ ରାସ୍ତା ପାଣିରେ ବୁଡ଼ି ଯାଇଥିଲା । ବେଙ୍ଗାଲୁରୁର କାମ୍ପାଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା ।…
ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ ! ଋଷ ଡାକ୍ତର ଦେଲେ ସତର୍କ ସୂଚନା
ନୂଆଦିଲ୍ଲୀ: ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ । ‘ବ୍ଲାକ ଡେଥ୍’ ମହାମାରୀକୁ ନେଇ ସତର୍କ ଚେତାବନୀ ଦେଇଛନ୍ତି ଋଷିଆର ଶ୍ରେଷ୍ଠ ଡାକ୍ତର ଆନ୍ନା ପୋପୋଭା । ସେ କହିଛନ୍ତି ପାଣିପାଗରେ ପରିବର୍ତ୍ତନ ତଥା ଗ୍ଲୋବାଲ…
ଆଫଗାନିସ୍ତାନକୁ ୟୁରୋପୀୟ ୟୁନିଅନର ୧ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା
ନୂଆଦିଲ୍ଲୀ: ଆଫଗାନିସ୍ତାରେ ତାଲିବାନ କବ୍ଚା ପରଠାରୁ ସେଠାରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ନିକଟରେ ଆଫଗାନିସ୍ତାନରେ ବେରୋଜଗାରୀ, ଦାରିଦ୍ର୍ୟ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଥିବା ନେଇ ରିପୋର୍ଟ ପ୍ରକାଶିତ…
ପୃଥିବୀ ବାହାରେ ରହିଛି ଜୀବନ! ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି ନାହିଁ ? ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇଆସିଛି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକ ଏବେ ଏକ ରେଡିଓ ସିଗ୍ନାଲ ପାଇଛନ୍ତି, ଯାହା ଆଧାରରେ…
୨୦୨୨ରେ ୮.୫% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି: ଆଇଏମଏଫ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୧ ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ୯.୫% ଏବଂ ୨୦୨୨ରେ ୮.୫% ହେବା ନେଇ ଆକଳନ କରିଛି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି…
ଟ୍ୱିଟରର ନୂଆ ଫିଚର; ଫଲୋଅରଙ୍କୁ ବ୍ଲକ୍ ବଦଳରେ କରିପାରିବେ ‘ସଫ୍ଟ ବ୍ଳକ୍’
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏହାର ୱେବ୍ ଭର୍ଜନ ପାଇଁ ନିକଟରେ ଏକ ଫିଚର ଆଣିଛି । ଯେଉଁଥିରେ ଆପଣ ୟୁଜରଙ୍କୁ ବ୍ଲକ ନକରି ବି ବ୍ଲକ କରିପାରିବେ । ଏହାର ଅର୍ଥ ହେଉଛି ଯେ ଆପଣ ଯେଉଁ ୟୁଜରଙ୍କୁ ବ୍ଲକ…
ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା
ଭୁବନେଶ୍ୱର: ସମ୍ପର୍କର ସୀମା ଟପିଲା ପିଶାଚ ବାପା । କଳଙ୍କିତ ହେଲା ବାପା ଝିଅର ସମ୍ପର୍କ । ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା । ମାଲକାନଗିରିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ IAS ଅମିତ ଖରେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ଅମିତ ଖରେ । ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ ତୁଲାଇଥିବା ଅମିତ ଖରେ ଏବେ…