Browsing Category
Top Stories
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବାନ୍ଧୁଥିଲେ ବ୍ୟାନର; ବିଦ୍ୟୁତ ଆଘାତ ନେଲା ଛାତ୍ରଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବ୍ୟାନର ବାନ୍ଧୁଥିବା ବେଳେ ବିଦ୍ୟୁତ ଆଘାତରେ ଛାତ୍ର ପ୍ରାଣ ହରାଇଛନ୍ତି । ବଡିବଲ ସ୍ଥିତ ଏକ ଆଇଟିଆଇ କଲେଜରେ ଏଭଳି ଅଭାବନୀୟ କାଣ୍ଡ ଘଟିଯାଇଛି…
ଶାଢ଼ୀ ପିନ୍ଧା ମହିଳାଙ୍କୁ ମିଳିନଥିଲା ପ୍ରବେଶ, ଏବେ ବନ୍ଦ ହେଲା ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଜଣେ ମହିଳାଙ୍କୁ ଶାଢ଼ୀ ପିନ୍ଧିଥିବା ଦର୍ଶାଇ ପ୍ରବେଶ ଅନୁମତି ଦେଇନଥିବା ରେଷ୍ଟୁରାଣ୍ଟରେ ପଡ଼ିଲା ତାଲା । ନଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ରେଷ୍ଟୁରାଣ୍ଟକୁ ନୋଟିସ…
୭ ତାରିଖ ଯାଏଁ NCB ରିମାଣ୍ଡରେ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ…
ଗାଧୋଉଥିବା ବେଳେ ମହାନଦୀରେ ଭାସିଗଲେ ୩ ଜଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରେ ଭାସିଗଲେ ୩ ଜଣ ଲୋକ । ଗାଧୋଉଥିବା ବେଳେ ଏହି ୩ ଜଣ ଲୋକ ଭାସି ଯାଇଛନ୍ତି । ସମ୍ବଲପୁର ସ୍ଥିତ ଦଲେଇପଡା ଘାଟରେ ଗାଧୋଉଥିବା ବେଳେ ଏହି ତିନି ଜଣ ଲୋକ ନିଖୋଜ ହୋଇଥିବା ଜଣାପଡିଛି…
ଟଏଲେଟ ଭିତରୁ ବାହାରିଲା ସିଂହ, ଦେଖନ୍ତୁ ଭାଇରାଲ ଭିଡିଓ
ଜଙ୍ଗଲୀ ଜନ୍ତୁଙ୍କୁ ଦେଖିବା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । ଆଉ ଏହି ଜନ୍ତୁଙ୍କୁ ସାଧାରଣତଃ ଚିଡ଼ିଆଘର କିମ୍ବା ଜଙ୍ଗଲରେ ଦେଖିବାକୁ ମିଳିଥାଏ । କିନ୍ତୁ କୌଣସି ହିଂସ୍ର ଜନ୍ତୁଙ୍କୁ କେବେ ପବ୍ଲିକ ଟଏଲେଟରେ…
ପୋଲିସକୁ ଦେଖି ଦୌଡି ନଥିଲି, ତଦନ୍ତରେ ସହଯୋଗ କରିଥିଲି; ବେଲ ଶୁଣାଣି ବେଲେ ଆର୍ଯ୍ୟନଙ୍କ ବୟାନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଶୁଣାଣି ଏନସିବି କୋର୍ଟରେ ଜାରି ରହିଛି । ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିନଥିବା ବେଳେ ତଦନ୍ତରେ ସହଯୋଗ କରିଥିବା ନେଇ କୋର୍ଟରେ ବୟାନ ଦେଇଛନ୍ତି…
ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ଏସଆଇଙ୍କ ବଦଳି
ମାଲକାନଗିରି(ଓଡ଼ିଶା ଭାସ୍କର): ଥାନରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦେବା ଏସଆଇଙ୍କୁ ପଡିଲା ମହଙ୍ଗା । ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଘଟଣାରେ ନିଆଯାଇଛି ବଡ଼ ପଦକ୍ଷେପ । ମୋଟୁ ଥାନା ଏସଆଇ…
ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡାଦେଶ
କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କରର): ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ମୁନ୍ନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜଜ୍ । ଆଳିରେ ଜଣେ…
ଅହଙ୍କାର ଭୁଲି କୃଷି ଆଇନକୁ ପ୍ରତ୍ୟାହାର କର, ମୋଦୀଙ୍କୁ ନିବେଦନ କଲେ ସୁଖବୀର
ନୂଆଦିଲ୍ଳୀ: ନୂତନ କୃଷି ଆଇନକୁ ନେଇ ସମଗ୍ର ଦେଶରେ କୃଷକ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ପ୍ରତ୍ୟହାର କରିବା ପାଇଁ ନିବେଦନ କରିଛନ୍ତି ସୁଖବୀର ସିଂ ବାଦଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅହଙ୍କାର…
ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ଏଫଆଇଆର, ତାଲିବାନ ସହ କରିଥିଲେ ଆରଏସଏସକୁ ତୁଳନା
ମୁମ୍ବାଇ: ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ହୋଇଛି ମାମଲା ରୁଜୁ । ଆରଏସଏସ ବିରୋଧରେ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ମୁମ୍ବାଇ ପୋଲିସ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ…