Browsing Category

Top Stories

ଫିଲ୍ମରେ କାମ ଦେବା ନାଁରେ ଯୁବତୀଙ୍କୁ ବଳାତ୍କାର, ନିର୍ଦ୍ଦେଶକ ସନୋଜ କୁମାର ଗିରଫ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସନୋଜ କୁମାରଙ୍କୁ ଗିରଫ ରକିଛି ଦିଲ୍ଲୀ ପୋଲିସ । ବଳାତ୍କାର ମାମଲାରେ ସମ୍ପୃକ୍ତି ନେଇ ସନୋଜଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସନୋଜ ନିକଟରେ କୁମ୍ଭମେଳାରୁ ଫେମସ ହୋଇଥିବା ନୀଳ…

ଯଦି ଆପଣ ଇ-ଚାଲାଣ ପେମେଣ୍ଟ କରୁନାହାନ୍ତି, ତେବେ ଏବେ ଠାରୁ ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ: ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ରାଫିକ୍ କଣ୍ଟ୍ରୋଲରେ ଆପଣଙ୍କର ଇ-ଚାଲାଣ ଯେକୌଣସି ସମୟରେ କଟିଥାଇପାରେ। ଏଥିରେ ଯଦି ଆପଣ ଇ-ଚାଲାଣକୁ ପେମେଣ୍ଟ କରୁନାହାନ୍ତି ତେବେ ଆପଣ ବଡ଼ ଅସୁବିଧାରେ ପଡିବାକୁ…

୧ ଲକ୍ଷ ନୁହେଁ, ୪ ଲକ୍ଷ ଅଧିକ ଉଠାଇପାରିବେ ପିଏଫ୍‌, ଇପିଏଫଓର ନିଷ୍ପତ୍ତି

ନୂଆଦିଲ୍ଲୀ: ପିଏଫ୍ ଉଠାଣର ସ୍ୱୟଂ ସମାଧାନ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଅଟୋ ସେଟଲମେଣ୍ଟ ଆଡଭାନ୍ସ କ୍ଲେମ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ…

ଖୋଲିଛି ଜୟା ହୋଟେଲ, କମିଛି ଭିଡ଼…. ପୁଣି ଲୋକ ମଟନ ଖାଇବାକୁ ଆସିବେ ବୋଲି ମାଲିକଙ୍କ ଆଶା

ଭୁବନେଶ୍ୱର: ଖୋଲିଛି ଜୟା ହୋଟେଲ । ହୋଟେଲରେ ମଟନ ଖାଇବା ପାଇଁ ପୁଣିଥରେ ଗ୍ରାହକଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ଜୟା ହୋଟେଲ ମାଲିକ । କିନ୍ତୁ ଲୋକମାନେ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି, ଜୟାରେ ମଟନ ଭାତ ଖାଇବେ ନା…

ନିଧି ତିୱାରୀ କିଏ ? ଯାହାଙ୍କୁ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ କରାଗଲା ନିଯୁକ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ,…

“ପିଏମ ମୋଦୀ ରାଜନୀତିରୁ ସନ୍ନ୍ୟାସ ନେବେ”, ସଞ୍ଜୟ ରାଉତ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ ସୋମବାର ଦିନ ବଡ଼ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାଦ ଦିନ ମହାରାଷ୍ଟ୍ରର ନାଗପୁରରେ ଆରଏସଏସ କାର୍ଯ୍ୟାଳୟରେ…

ଚାରିଆଡ ହୋଇଯିବ ଅନ୍ଧାର, କମ୍ପିବ ଆକାଶ… କାଲି ଗରମରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ସମ୍ଭାବନା । କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା । ଘଡ଼ି ଘଡ଼ି ସହ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।…

ଆଇନ୍ ଓ ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ- ‘ଏପ୍ରିଲ ଶେଷ ପୂର୍ବରୁ ଆସିବ ନୂଆ ଅବକାରୀ ନୀତି’

ଭୁବନେଶ୍ଵର: ୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…

ସହିଦ ଯବାନ ରାଜକିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ଵର: କେନ୍ଦୁଝର ମାଟିର ପୁଅ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ…

ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି: ପ୍ରସନ୍ନ କହିଲେ-‘ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ନାହିଁ’

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ,…