Browsing Category
Top Stories
କେହି ଲୁଚିଚୋରି ଆପଣଙ୍କ କଲ୍ ରେକର୍ଡ କରୁନି ତ’ ?ଏପରି କରନ୍ତୁ ଯାଞ୍ଚ
ଯଦି ଆପଣ କାହାକୁ କଲ୍ କରନ୍ତି ବା ଆପଣଙ୍କ ପାଖକୁ କେହି କଲ୍ କରେ, ତେବେ ଆପଣ ଫୋନ ଉଠାଇ ସିଧା ହାଲୋ କହିବା ଅ।।ରମ୍ଭ କରନ୍ତି । ଯଦି ଆପଣ ଫୋନ୍ କରନ୍ତି, ତେବେ ମଧ୍ୟ ଏହି ପ୍ରୋସେସ୍ ହୋଇଥାଏ । କିନ୍ତୁ ଏହାରି ମଧ୍ୟରେ…
ଖୋର୍ଦ୍ଧାରୁ ବଡ଼ ଧରଣର ସେକ୍ସ ରାକେଟ ଠାବ: ଦେହଜୀବୀଙ୍କ ସହ ୧୦ ଗ୍ରାହକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସଦର ଥାନା ପୋଲିସ ବଡ଼ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଦଧି ମାଛ ଗାଡ଼ିଆ ଅଞ୍ଚଳରେ ଚଢ଼ାଉ କରିଥିଲା। ସମୟରେ ଏକ ଘରେ ରୂପଜୀବୀଙ୍କ ସହ…
୪୭ଟି ମେଡିସିନର ସାମ୍ପଲ କ୍ୱାଲିଟୀ ଟେଷ୍ଟରେ ଫେଲ୍: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ସୂଚନା
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ଫେବୃଆରୀ ମାସର monthly drug alertରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ ୪୭ ଟି ଔଷଧର ସାମ୍ପଲର କ୍ୱାଲିଟୀ…
ଚୈତ୍ର ନବରାତ୍ରୀରେ ବଦଳିବ ଏହି ରାଶିମାନଙ୍କ ଭାଗ୍ୟ, ମିଳିବ ଶୁଭ ଖବର
ମାର୍ଚ୍ଚ ୩୦ରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଛି। ମା’ଏଥର ହାତୀ ବାହାନରେ ଆସିଛନ୍ତି। ଶାସ୍ତ୍ରାନୁସାରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି କୁହାଯାଏ। ଏହି ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ…
ବ୍ରହ୍ମପୁରରେ ଅଘଟଣ: ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟା କରିଦେଲେ ବାପ-ପୁଅ
ଭୁବନେଶ୍ୱର: ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଚାଲିଥିବା ଦଣ୍ଡନାଚ ଯାତ୍ରାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ବଡ଼ ବଜାର ଥାନା ଜେନା ସାହିରେ…
Sikandar Box Office Collection Day 1: ବକ୍ସ ଅଫିସରେ କେମିତି ରୋଜଗାର କଲା ସିକନ୍ଦର, ଏଭଳି କହୁଛନ୍ତି ୟୁଜର୍ସ
ନୂଆଦିଲ୍ଲୀ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର' ଶେଷରେ ମାର୍ଚ୍ଚ 30 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ପ୍ରସିଦ୍ଧ ନିର୍ଦ୍ଦେଶକ ଏ.ଆର.ଙ୍କ ଦ୍ୱାରା ନିର୍ମିତ । ଏହା ମୁରୁଗାଦୋସଙ୍କ…
ଘରେ ସ୍ୱାମୀ ନଥିବା ବେଳେ ମହିଳାଙ୍କ ସହ ଦୁଷ୍କର୍ମ କରି, ଭିଡିଓ ଭାଇରାଲ କରିଦେଲା ଏହି ଦୁର୍ବୃତ୍ତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାପୁର ଜିଲ୍ଲାରେ ମହିଳାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି।
ଅପରାଧୀ ମହିଳାଙ୍କୁ ଜୀବନରୁ…
ତରଭୁଜ ଖାଇ ମଞ୍ଜି ଫିଙ୍ଗି ଦେଉଛନ୍ତି କି? କରନ୍ତୁନି ମୁର୍ଖାମୀ! ଏଥିରେ ରହିଛି ଭରପୁର ଲାଭ
ନୂଆଦିଲ୍ଲୀ: ସାଧାରଣତଃ ଖରାଦିନେ ଲୋକମାନଙ୍କର ପସନ୍ଦ ହୋଇଥାଏ ତରଭୁଜ । ଏହାକୁ ଖାଇବା ଦ୍ବାରା ଶରୀର ହାଇଡ୍ରେଟ ହୋଇ ରହିଥାଏ । କିନ୍ତୁ ଲୋକେ ତରଭୁଜ ଖାଇବା ପରେ ମଞ୍ଜି ଫିଙ୍ଗି ଦେଇଥାନ୍ତି । ଯଦି ଆପଣ ଏହାକୁ ଅଦରକାରୀ…
ଚୈତ୍ର ନବରାତ୍ରୀର ଦ୍ୱିତୀୟ ଦିନରେ କରନ୍ତୁ ମାଆ ବହ୍ମଚାରିଣୀଙ୍କ ପୂଜା, ଦୂର ହେବ ଗ୍ରହ ଦୋଷ
ଓଡ଼ିଶା ଭାସ୍କର: ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି । ଚୈତ୍ର ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ସଫଳତା…
ପ୍ଲାଟିନମ୍-ଡାଇମଣ୍ଡର ବଢିଲା ଡିମାଣ୍ଡ, ଏହାକୁ ଅଧିକ ଗିଫ୍ଟ କରୁଛନ୍ତି ଲୋକେ
ନୂଆଦିଲ୍ଲୀ: ସୁନା ଦର ବର୍ତ୍ତମାନ ଆକାଶ ଛୁଆଁ। ଏଥିରେ କରେଣ୍ଟ ଲାଗିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାହ ବା ଜନ୍ମଦିନରେ ଲୋକେ ସଂପର୍କୀୟଙ୍କୁ ସୁନା ଉପହାର ଦେଉଥିଲେ। ହେଲେ ବର୍ତ୍ତମାନ ଏହା ଏଭଳି ଲାଗୁଛି,…