Browsing Category
Top Stories
ପରୀ ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇନେଲା ଏସଆଇଟି
ନୟାଗଡ଼, ୧୯ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାରେ ଆଜି ଏସଆଇଟି ୩ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ତେବେ ସେମାନଙ୍କୁ ଅଜ୍ଞାତ ସ୍ଥାନରେ ଏସଆଇଟି ଜେରା କରୁଥିବା ଜଣାପଡ଼ିଛି…
ପୁଣି ଫେରିଲା ଶୀତ: ୧୩ ଡିଗ୍ରୀ ତଳେ ୧୦ ସହର
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): କିଛି ଦିନର ସାମାନ୍ୟ ନିରବତା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟର ୧୦ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଥିବା ଜଣାଯାଇଛି ।
୮.୨ ଡିଗ୍ରୀ ସହ…
କରୋନା ନେଲା ୩୪୭ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୯ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି ପାଇଛି । ତେବେ ଦିନକରେ ୨୫ ହଜାର ୧୫୨ ଜଣ ଆକ୍ରାନ୍ତ ହୋଇଥିବା…
ଜାନୁୟାରୀ ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର
ପାଟନା,୧୮ ।୧୨(ଓଡିଶା ଭାସ୍କର) : ଜାନୁୟାରୀ ୩ରେ ଖୋଲିବ ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ମନ୍ଦିର । ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୩ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା…
ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ଜାମିନ ଖାରଜ
ପାଟନା,୧୮ ।୧୨(ଓଡିଶା ଭାସ୍କର) : ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି ପୋକସୋ କୋର୍ଟ । ଆଜି ସକାଳେ ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷଣ…
ଏହି ରାଜ୍ୟରେ ଜାନୁଆରୀ ୪ରୁ ଖୋଲିବ ସ୍କୁଲ: ଚାଲିବ ୧୦ମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସ, ଜାଣନ୍ତୁ କେଉଁଠି?
ପାଟନା,୧୮ ।୧୨: ଅନେକ ରାଜ୍ୟରେ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ବିହାରରେ ଛାତ୍ରଛାତ୍ରୀଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ବିହାରର ନୀତିଶ ସରକାର ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ ଘୋଷଣା…
ରାଜ୍ୟରେ ଆଉ ୩୬୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୮।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଇଣ୍ଟରନେଟରେ ଆପଣଙ୍କ ଶୋଇବାର ଭିଡିଓ ଲାଇଭ୍ କରନ୍ତୁ, ରାତି ପିଛା ୪ ଲକ୍ଷ ଟଙ୍କା ରୋଜଗାର
ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ନିଜର ଅଳସୁଆ ଓ ନିଦକୁ ତ୍ୟାଗ କରୁଛନ୍ତି । କିନ୍ତୁ କେହି ଯଦି କୁହେ କି ଶୋଇବା ପାଇଁ ବି ଆପଣ ଟଙ୍କା ପାଇବେ, ତେବେ ରୋଜଗାର କରିବା କେତେ ସହଜ ହୁଅନ୍ତା । ଏବେ ଲୋକମାନେ ଶୋଇ…
ରାଜଧାନୀରେ ଖୋଲିବ ସବୁ ମନ୍ଦିର, ଜାଣନ୍ତୁ କେବେ?
ଭୁବନେଶ୍ୱର ୧୮ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟ ସମେତ ଦେଶର ଅଖଚକ ବନ୍ଦ ହୋଇଥିଲା । କିନ୍ତୁ ସଂକ୍ରମଣ କମିବା ଫଳରେ ଧିରେ ଧିରେ ସବୁ ଦିଗରୁ କଟକଣା ହଟିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆସନ୍ତା…
ଏଠାରେ ଅଚାନକ୍ ମରିଗଲେ ଶହ ଶହ ବଗ, ରହସ୍ୟମୟ ରୋଗରେ ଲୋକେ ଛାନିଆ
ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭାବେ ଘୋଷଣା ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଶହ ଶହ ବଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା…