Browsing Category
Top Stories
୧୭ ଘଣ୍ଟା ନଖାଇ ୧୫ କିଗ୍ରା ଓଜନ କମାଇଲେ କମେଡି କୁଇନ୍ ଭାରତୀ; ଦେଖିଲେ ଆପଣ ବି ହୁଇସିଲ ମାରିବେ
ନୂଆଦିଲ୍ଲୀ: କମେଡିଆନ ଭାରତୀ ସିଂଙ୍କ ବର୍ତ୍ତମାନର ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ପୂର୍ବରୁ ୯୧ କିଗ୍ରା ଓଜନର ଥିବା ଭାରତୀ ୧୫ କିଗ୍ର ଓଜନ କମ କରି ବର୍ତ୍ତମାନ ୭୬ ରେ ରହିଛନ୍ତି । ଏହା ସହିତ…
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; ନିୟମ ନମାନିଲେ ଲକଡାଉନ ଫେରିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ…
୫ ଟଙ୍କିଆ କଏନ୍ ଢ଼ୋକି ଆଖି ବୁଜିଲା ୪ ବର୍ଷର ଶିଶୁ
ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର…
ତାମିଲନାଡୁ ହରର: କାରରୁ ଫୋପାଡିଲେ ମହିଳାଙ୍କ ଅର୍ଦ୍ଧନଗ୍ନ ଶରୀର, ଚଢିଗଲା ଆରପଟୁ ଆସୁଥିବା ଗାଡି
ନୂଆଦିଲ୍ଳୀ: ତାମିଲନାଡୁରେ ଏକ ଭୟଙ୍କର ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ଅଜଣା ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ କାରରୁ ଫିଙ୍ଗି ଦିଆ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡି ତାଙ୍କ ଉପରେ ଚଢି…
ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଲେ, ଭିକ ମଗାଇଲେ; କହିଲେ- ଭଗବାନ ଖୁସି ହେବେ
ଭୋପାଳ: ଆଜିବି ଦେଶରେ ବଞ୍ଚିଛି କୁପ୍ରଥା । ଆଉ ଏହାର ଶିକାର ହେଉଛନ୍ତି କିଛି ନୀରିହ ନାବାଳିକା । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଅନ୍ଧବିଶ୍ୱାସ ନାମରେ…
ପୌର ନିର୍ବାଚନ ପାଇଁ ବାଟ ଫିଟିଲା, ବିଧାନସଭାରେ ମ୍ୟୁନିସପାଲ୍ ଆଇନ ସଂଶୋଧନ ବିଲ୍ ପାରିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ବାଟ ସଫା ହୋଇଛି । ବିଧାନସଭାରେ ଆଜି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଏକଦମ୍ ସଫା ହୋଇଛି ।…
ବିନା ଇଣ୍ଟରନେଟ କନେକ୍ସନରେ ହୋଇପାରିବ ୟୁପିଆଇ ପେମେଣ୍ଟ୍, ଆପଣାନ୍ତୁ ଏହି ସହଜ ଉପାୟ
ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା…
ମଥାମଣିକୁ ଟାଣି ବାହାର କରିଦେଲେ ପ୍ରଶଂସକ; ୧୭୬ କୋଟି ଖର୍ଚ୍ଚରେ ଅଶ୍ୱତ୍ଥମା ହେଲେ ଗାୟକ
ନୂଆଦିଲ୍ଳୀ: ନିଜ ମୁଣ୍ଡରେ ଲଗାଉଥିବା ମଥାମଣିକୁ ଫ୍ୟାନ ମାନେ ଟାଣି ବାହାର କରିଥିବା ବେଳେ ପୁନର୍ବାର ଏହାକୁ ଲଗାଇଛନ୍ତିି ଗାୟକ ଲିଲ ଉଜି ଭର୍ଟ । ଏହି ଲୋକପ୍ରିୟ ରାପରଙ୍କ ମୁଣ୍ଡରେ ଲାଗିଥିବା ଗୋଲାପୀ ହୀରାକୁ ଫ୍ୟାନ…
ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ; ପ୍ରଗତି ଟପ୍ପର ଓ ବେଷ୍ଟ ଗ୍ରାଜୁଏଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ…
ICC ମହିଳା ଟି-୨୦ Ranking; ଶେଫାଳି ବର୍ମା ଏକ ନମ୍ବର
ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ମହିଳା ଟି-୨୦ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଯୁବ ଭାରତୀୟ ଖେଳାଳି ଶେଫାଳି ବର୍ମା ପୂର୍ବବତ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡରୀ ସୋଫି ଡିଭାଇନ…