CHARIDHAM
Browsing Category

Top Stories

ସ୍କଟଲାଣ୍ଡ ବିପକ୍ଷରେ ଭାରତର ଚମତ୍କାର ବିଜୟ; ରନରେଟ୍ ସହ ବଢ଼ିଲା ସେମିଫାଇନାଲ ଆଶା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି । ଦୁଇ ଓପନରଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଭାରତ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇଛି । ୮୬ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୬ ଓଭରରେ ହାସଲ…

ଘର ମରାମତି ବେଳେ ଭୁଶୁଡ଼ିଲା କାନ୍ଥ: ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ତେଲକୋଇ ଥାନା ଅଧୀନ ଗୋଲାବନ୍ଧ ଗ୍ରାମରେ କାନ୍ଥ ପଡି ଦୁଇବର୍ଷ ଶିଶୁ ପୁତ୍ରର ମୃତ୍ୟୁ । ମୃତ ଶିଶୁ ଜଣକ ଗୋଲାବନ୍ଧ ଗ୍ରାମର ଶୁଦ୍ର ମହାକୁଡ଼ଙ୍କ ୨ ବର୍ଷ ର ପୁଅ ସୌରଭ ମହାକୁଡ଼ (ଗୁଡ଼ୁ ) । ଆଜି ସକାଳେ ଶୁଦ୍ର ପୁରୁଣା ଘରର…

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ନୀବନଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ।…

IND vs SCO: ୮୬ ରନରେ ଅଲଆଉଟ ସ୍କଟଲାଣ୍ଡ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ ରେ ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି  । ଦୁବାଇରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ପ୍ରଥମ ଇନିଙ୍ଗ୍ସରେ ସ୍କଟଲ୍ୟାଣ୍ଡ ୮୫ ରନ୍ କରି ଅଲ ଆଉଟ୍…

ପୁନୀତଙ୍କ ମୃତ୍ୟୁକୁ ଭୁଲାଇପାରୁନାହାନ୍ତି ଫ୍ୟାନ: ଆଖିଦାନ ପାଇଁ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: କନ୍ନଡ଼ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତକୁ ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେବି ଫ୍ୟାନମାନେ ଏହି ଦୁଃଖରୁ ନିଜକୁ ଭୁଲାଇପାରିନାହାନ୍ତି । କର୍ଣ୍ଣାଟକରେ ଏବେ ପୁନୀତଙ୍କ ଫ୍ୟାନ ପୁନୀତଙ୍କ ମୃତ୍ୟୁ…

ଶନିବାର ଠାରୁ ଲାଗୁହେବ ସଂଶୋଧିତ ତେଲ ଦର

ଭୁବନେଶ୍ୱର: ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ । ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରୁ…

ଆର୍ୟନ ଖାନ୍ ଗିରଫ ଘଟଣା: ତଦନ୍ତ କରିବେନି ସମୀର ୱାଙ୍ଖଡ଼େ

ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି ।…

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ମୁଖ୍ୟ କିରାଣି । ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କଠାରୁ ନେଉଥିଲେ ସାଢ଼େ ୩ ହଜାର ଟଙ୍କା । ମୁଖ୍ୟ କିରାଣି ପ୍ରଣୟ କୁମାର ପଟ୍ଟନାୟକଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ୱର ଆର ଆଣ୍ଡ ବି…

ଜନ୍ମ ଦିନରେ ଟସ୍ ଜିତିଲେ କୋହଲି; ଭାରତର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପ୍ ୨୦୨୧ରେ ନିଜର ଚତୁର୍ଥ ମୁକବିଲାରେ ଆଜି ଟିମ୍ ଇଣ୍ଡିଆ ସ୍କଟଲାଣ୍ଡର ସାମ୍ନା କରିବାକୁ ଯାଉଛି । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖୋଳଯିବ ଏହି ମ୍ୟାଚ । କିଛି ସମୟ ମଧ୍ୟରେ…

ମାନସିକ ବିକୃତ ବ୍ୟକ୍ତିଙ୍କୁ ପଥରରେ ଛଚି ହତ୍ୟା, ପୋଲିସର ତଦନ୍ତ ଜାରି                                                   

କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ବ୍ୟକ୍ତିଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିବାବେଳେ ପଦ୍ମପୁର ଅଞ୍ଚଳରେ ବୁଲୁଥିବା ସମୟରେ ଗତକାଲି ତାଙ୍କୁ…