Browsing Category
Top Stories
ରାଜ୍ୟରେ ପୁଣି ୯୮୬ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
ସାବଧାନ୍! ଆସନ୍ତା ୨ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବଜ୍ରପାତ ସତର୍କତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାରି ମଧ୍ୟରେ ଆସନ୍ତା ଘଣ୍ଟା ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨ ଘଣ୍ଟା ପାଇଁ ୩ ଜିଲ୍ଲାରେ ବର୍ଷା ସହ ବଜ୍ରପାତ…
ହସିବା ହିଁ ସ୍ୱାସ୍ଥ୍ୟର ସଠିକ୍ ଚାବି, ପାଖ ମାଡ଼ିବନି ଏହି କ୍ଷତିକାରକ..
ମନ ଖୋଲା ହସିବା ଦ୍ୱାରା ଆମକୁ ଆରାମ ମିଳିବା ସହ ଏହା ଶରୀର ପାଇଁ ଏକ ଥେରାପି ଭଳି କାମ ଦିଏ । ହସିବା ଦ୍ୱାରା ଆମେ ଅନେକ ରୋଗଠାରୁ ମଧ୍ୟ ଦୂରେଇ ରହୁ । ସେଥିପାଇଁ କୁହାଯାଏ ଯେ, ଶରୀର ପାଇଁ ହସିବା ହେଉଛି ସଠିକ୍…
୨୦୨୪ରେ କିଏ କରିବ ମୋଦୀଙ୍କ ସହ ମୁକାବିଲା? ସୋନିଆ ଗାନ୍ଧୀ ଆଜି କରିବେ ବିରୋଧୀଙ୍କ ସହ ବୈଠକ, ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ୨୦୨୪ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ । ମୋଦୀଙ୍କ ସହ ମୁକାବିଲା କରିବା ପରିପ୍ରେକ୍ଷୀରେ ଏବେ ଠାରୁ ବିରୋଧୀଙ୍କ ସହ ଗୋଟି ଚାଳନା କରିବା ଆରମ୍ଭ କରିଛି କଂଗ୍ରେସ । ତେବେ ଆଜି କଂଗ୍ରେସ ଅଧ୍ୟକ୍ଷ…
ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ହୋଜାଇ ଜିଲ୍ଲାରେ । ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି…
ଆମାଜନ୍ ପାଖରେ ଅଛି ‘ସିକ୍ରେଟ୍’ ୱେବସାଇଟ୍, ଯେଉଁଠି ଅଧାରୁ କମ୍ ମୂଲ୍ୟରେ ମିଳୁଛି ଜିନିଷ
ନୂଆଦିଲ୍ଲୀ: ଅନଲାଇନ୍ ସପିଂ ସାଇଟ ଭାବେ ଆମାଜନ୍ ବେଶ ଲୋକପ୍ରିୟ । ଆମାଜନ ଠିକ୍ ଦାମରେ ଜିନିଷ ଦେଇଥାଏ ବୋଲି ଅନେକ ଲୋକ ଏହାର ୱେବସାଇଟକୁ ଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଏଠାରୁ ଆହୁରି ଶସ୍ତାରେ ଜିନିଷ…
ବିମାନରୁ ଖସି ଅଫଗାନ୍ ଫୁଟବଲର୍ ମୃତ, ମିଳିଲା ଖଣ୍ଡବିଖଣ୍ଡିତ ଶରୀର; ତାଲିବାନିଙ୍କ ଡରରେ ଦେଶ ଛାଡ଼ିବାକୁ କରୁଥିଲେ ଚେଷ୍ଟା
କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନେ ଆତଙ୍କ ଖେଳାଥିବା ବେଳେ ଲୋକ ମାନେ ଏବେ ପ୍ରାଣ ବିକଳରେ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଆପଣ ମାନେ ଦେଖିବାକୁ…
ସେକ୍ ରେହେମାନ୍ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ (ଭାସ୍କର ନ୍ୟୁଜ୍): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍ ରେହେମାନ୍ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ…
ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ…
ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ପିଅନ୍ତୁ ଏହି ଜୁସ୍
ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ଆଖିର ଯତ୍ନ କଥାକୁ ଭୁଲିଯାଉଛେ । ଖରାପ ଜୀବନଶୈଳୀ, ସନ୍ତୁଳିତ ଆହାର ନଖାଇବା ଏବଂ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ମୋବାଇଲରେ କାମ କରିବା ଫଳରେ ଆଖିକୁ କଷ୍ଟ ହେବା…