CHARIDHAM
Browsing Category

Top Stories

ହାର୍ଟ ଆଟାକ୍ ନେଲା ପୁନିଥଙ୍କ ଜୀବନ: ଆପଣ ବି ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ, ବିଶେଷଜ୍ଞ କହିଲେ କାରଣ

ବେଙ୍ଗାଲୁରୁ: ମାତ୍ର ୪୬ ବର୍ଷ ବୟସରେ କନ୍ନଡ ଅଭିନେତା ତଥା ପାୱାର ଷ୍ଟାର ପୁନିଥ୍ ରାଜକୁମାରଙ୍କ ମୃତ୍ୟୁ ଘଟିଛି । ହାର୍ଟ ଆଟାକ କାରଣରୁ ଅଭିନେତାଙ୍କର ଜୀବନ ଚାଲିଯାଇଛି । ପୁନିଥଙ୍କ ମୃତ୍ୟୁ ପରେ କମ୍ ବୟସ ଲୋକଙ୍କୁ…

ନିଜ ବାପାଙ୍କ ପରି ଆଖି ଦାନ କଲେ ଦିବଙ୍ଗତ ଅଭିନେତା ପୁନିତ୍

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଅଭିନେତା ପୂନିତ ରାଜକୁମାରଙ୍କର ଅକ୍ଟୋବର ୨୯ ତାରିଖରେ ଅଚାନକ ନିଧନ ହୋଇଯାଇଛି । ଏହାପରେ ଫ୍ୟାନ୍ସ ଓ ସାଉଥ୍-ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ୪୬ ବର୍ଷରେ ତାଙ୍କର…

ପୁନିତଙ୍କୁ ଶ୍ରଦ୍ଧାଞ୍ଜଳୀ ଅବସରରେ ୩୧ ତାରିଖ ଯାଏଁ ବନ୍ଦ ରହିବ ମଦ ଦୋକାନ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ୍ ଅଭିନେତା ପୁନିତ ରାଜକୁମାରଙ୍କ ଆକସ୍ମିକ ନିଧନ ପରେ ଦକ୍ଷିଣ ଭାରତ ସମେତ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଶାନ୍ତି ଓ ଆଇନ ବ୍ୟବସ୍ଥା ବଜାୟ…

ରାଜ୍ୟରୁ ଚିହ୍ନଟ ହେଲେ ୩୭୪ ପଜିଟିଭ୍, ଆଜି ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା

ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର…

ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ…

ପଡ଼ୋଶୀ ରାଜ୍ୟକୁ ଫେରିଲା ଲକଡାଉନ୍: ଓଡ଼ିଶା ପାଇଁ ସତର୍କ ଘଣ୍ଟି, ଚିନ୍ତାବ୍ୟକ୍ତ କଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିଥିବା ବେଳେ ଅନେକ ସମୟରେ ୫ ଶହ ଅତିକ୍ରମ କରିଯାଉଛି । ତେବେ ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର…

ସକାଳ ୧୦ଟାରେ ମୁକୁଳିବେ ଆର୍ଯ୍ୟନ, ଜେଲ୍ ପକ୍ଷରୁ ଖୋଲାଗଲା ବେଲ୍ ବକ୍ସ

ମୁମ୍ବାଇ: କ୍ରୁଜ୍ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆଜି ଜେଲ୍ ରୁ ମୁକୁଳିବେ । ତେବେ ଗତକାଲି ହିଁ ସେ ମୁକୁଳିବାର ଥିଲା କିନ୍ତୁ ସମୟ ସୀମା ଭିତରେ ଦସ୍ତାବିଜ୍ ପଇଠ ନ କରିବାକୁ ତାଙ୍କୁ ଆଉ ଏକ…

ଆଜି ପୁଣି ବଢ଼ିଲା ତୈଳ ଦର, ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ପାର୍; ଜାଣନ୍ତୁ ଆପଣଙ୍କ ସହରର ଦର

ନୂଆଦିଲ୍ଲୀ: ଦେଶରେ ତୈଳଦରରେ ଲଗାମ ଲାଗିବାର ନାଁ ଧରୁନି । ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪…

ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ ହେବ । ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କୋଭିଡ ପ୍ରୋଟୋକଲ୍‌ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।…