fbpx
Browsing Category

Top Stories

ଅନ୍ଧ ବିଶ୍ୱାସର ସବୁ ସୀମା ପାର୍: ସୂର୍ଯ୍ୟଗ୍ରହଣରେ ଶିଶୁକୁ ମାଟିରେ ପୋତିଲେ ମାତାପିତା

କର୍ଣ୍ଣାଟକ,୨୬ ।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ସକାଳ ୮ଟା ୧୯ରୁ ଆରମ୍ଭ ହୋଇ ଦିନ ୧୧ଟା ୨୮ଶେଷ ହୋଇଛି । ମହାକାଶରେ ଦୃଶ୍ୟମାନ ଏହି ମହାଜାଗତିକ ଦୃଶ୍ୟକୁ ସାରା ଦେଶବାସୀ ଦେଖିଛନ୍ତି । କିନ୍ତୁ ପୂର୍ବରୁ…

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ସବୁଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ…

ଆରମ୍ଭ ହେଲା କୁମ୍ଭୀର ଗଣନା

ରାଜନଗର, ୨୬ା୧୨(ଓଡ଼ିଶା ଭାସ୍କର): ଭିତରକନିକାରେ ଆଜି କୁମ୍ଭୀର ଗଣନା ଆରମ୍ଭ ହୋଇଛି । ରାଜନଗର, ଡାଙ୍ଗମାଳ, ମହାକାଳପଡ଼ା ଓ ଗହୀରମଥାରେ ଗଣନା ଚାଲିଛି । ଏହି ଗଣନାରେ ବନବିଭାଗର ୨୩ଟି ଟିମ୍ ସାମିଲ ହୋଇଥିବା ସୂଚନା…

ସୂର୍ଯ୍ୟୋପରାଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୨୬ା୧୨: ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ…

ସଂସଦରେ ଐତିହାସିକ ଭୁଲକୁ ସରକାର ସୁଧାରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୬ା୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନିରେ ନାଗରିକତା ସଂଶୋଧନ ଆଇନକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସଂସଦରେ…

ଆକାଶ ମେଘାଚ୍ଛନ୍ନ, ସ୍ପଷ୍ଟ ଦେଖାଯାଉନି ସୂର୍ଯୋପରାଗ

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏନେଇ ପ୍ଲାନେଟୋରିୟମ ନିର୍ଦ୍ଦେଶକ ରସିତ ଖାନ ଏକ ସାମ୍ବାଦିକ…