Browsing Category
Top Stories
ଦ୍ୱିତୀୟ ଥର ପାଇଁ ଡାଉନ୍ ହେଲା ଇନଷ୍ଟାଗ୍ରାମ, ଫେସବୁକ୍ ଦେଲା ସଫେଇ
ନୂଆଦିଲ୍ଲୀ: ଗୋଟିଏ ସପ୍ତାହରେ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଦ୍ୱିତୀୟ ଥର ପାଇଁ ଡାଉନ୍ ହୋଇଛି । ସର୍ଭର୍ ଡାଉନ୍ ହେବା ଫଳରେ ୟୁଜର୍ ମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ୧୨ଟା…
କଳାଯାଦୁ କରୁଥିବା ସନ୍ଦେହରେ ମହିଳାଙ୍କୁ ନଗ୍ନ କରି ମାଡ଼ ମାରିଲେ, ୩ ଗିରଫ
ଭୋପାଳ: ସମୟ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରୁଥିବା ବେଳେ ଲୋକଙ୍କ ଚିନ୍ତାଧାରା ତାକୁ ନେଇ ପରିବର୍ତ୍ତନ ହେଉଛି । ହେଲେ ଏହାରି ମଧ୍ୟରେ କିଛି ଏପରି ରହିଛନ୍ତି ଯେଉଁ ମାନେ ପୁରୁଣା ଚିନ୍ତାଧାରା ତଥା ଅନ୍ଧବିଶ୍ୱାସ…
ରାଶିଫଳ (ଶନିବାର,୦୯ ଅକ୍ଟୋବର,୨୦୨୧)
ମେଷ - ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କୌଣସି ଅତିତର ଯୋଜନାରେ ସଫଳ ହେବେ,…
ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ
ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ । ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତେ୍ୱ ପ୍ଲେଅଫରୁ ମୁମ୍ବାଇ ବାଦ ପଡ଼ିଛି । ହାଇଦ୍ରାବାଦ ଓପ୍ନରଙ୍କ ଧୂଆଁଧାର ବ୍ୟାଟିଂରେ ମୁମ୍ବାଇ ନିରାଶ । ପୂର୍ବରୁ…
ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ ସମ୍ପର୍କୀୟ, ୩ ଗିରଫ
ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗ୍ରାମରେ ଗୁଣି ସନ୍ଦେହରେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଉଲଗ୍ନ କରି ପିଟିଥିବା ଅଭିଯୋଗ । ଶୁକ୍ରବାର ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣକୁ…
ଆଶିଷ ମିଶ୍ରଙ୍କୁ ତଦନ୍ତରେ ସାମିଲ ଦାବିରେ ଅନଶନରେ ବସିଲେ ସିଦ୍ଧୁ
ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡରେ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଅନଶନରେ ବସିବା ନେଇ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ…
ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ; RBI ଜାରିକଲା ଗାଇଡଲାଇନ
ନୂଆଦିଲ୍ଲୀ: ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ । ଏବେ ବିନା ଇଣ୍ଟରନେଟ କରିହେବ ପେମେଣ୍ଟ । ଆଉ ପେମେଣ୍ଟ ସମୟରେ ଇଣ୍ଟରନେଟ ପାଇଁ ହେଉଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ…
ପଦ ଛାଡ଼ିଲେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, କହିଲେ କାରଣ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ ତାଙ୍କ ପଦ ଛାଡ଼ିଛନ୍ତି । ଶୁକ୍ରବାର ଏନେଇ ସେ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ଏନେଇ…
ଆଫଗାନିସ୍ତାନରେ ମସଜିଦରେ ବିସ୍ଫୋରଣ; ୧୦୦ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ । କୁନ୍ଦୁଜର ଏକ ମସଜିଦରେ ଶିୟା ସବୁଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା । ଶୁକ୍ରବାର ସମୁଦାୟ ସହ ଜଡ଼ିତ ଏକ ମସଜିଦରେ ଦ୍ୱିପ୍ରହରରେ…
୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଛୁଟି । ତେବେ ପୁନର୍ବାର ୨୧ ତାରିଖ ଠାରୁ…