Browsing Category

Top Stories

ପୁଣିଥରେ ଭାରତ-ଚୀନ ସେନା ମୁହାଁମୁହିଁ, ୨୦୦ ଚୀନ ସେନାଙ୍କୁ ଯବାନ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ…

ଆଗାମୀ ବର୍ଷ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ବନ୍ଦ ହୋଇଯିବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର

ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ୨୦୨୨ ସୁଦ୍ଧା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ୍ ସମଗ୍ର ଦେଶରେ ବନ୍ଦ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ସମ୍ପୂର୍ଣ୍ଣ ଦେଶକୁ…

ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ କରିବ ପଚରାଉଚରା, ହୋଇପାରନ୍ତି ଗିରଫ

ଲକ୍ଷ୍ନୌ : ଲଖିମପୁର ଖେରୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି କ୍ରାଇମବ୍ରାଞ୍ଚ ।…

୧୪ ଦିନ ନ୍ୟାୟିକ ହେପାଜତକୁ ଗଲେ ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତ, ଜେଲ୍ ନା ‘ମନ୍ନତ୍’? ଆଜି ହେବ ଫଇସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗୁରୁବାର ଦିନ ମୁମ୍ବାଇ କୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି । ବଲିଉଡ୍ ସୁପରଷ୍ଟାର୍ ଶାହରୁଖ…

ରାଶିଫଳ(ଶୁକ୍ରବାର,୦୮ ଅକ୍ଟୋବର,୨୦୨୧)

ମେଷ- ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।…

ରୟାଲ୍ସକୁ ହରାଇଲା ନାଇଟ ରାଇଡର୍ସ; ସଙ୍କଟରେ ମୁମ୍ବାଇର ପ୍ଲେ-ଅଫ ଆଶା

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସକୁ ଏକ ପାଖିଆ ଭାବରେ୮୭ ରନରେ ପରାସ୍ତ କରିବା ସହିତ ପ୍ଲେ ଅଫ୍ ଦାବିଦାରୀକୁ ଦୃଢ କରିଛି କୋଲକାତା ନାଇଟ ରାଇଡର୍ସ । ୧୭୨ ରନର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୮୫ ରନରେ ଅଲଆଉଟ…

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ

ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ…

ଟିପିସିଓଡିଏଲ୍ ବିରୁଦ୍ଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଆନ୍ଦୋଳନ

ଭୁବନେଶ୍ୱର: ଜିଲ୍ଲା କଂଗ୍ରେସ କମିଟି ତରଫରୁ ଟିପିସିଓଡିଏଲ ବିରୋଧରେ ଗଣ ଆନ୍ଦୋଳନ ।  ଗୁରୁବାର ପୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟିର ତରଫରୁ କରାଯାଇଥିଲା ଆନ୍ଦୋଳନା। କୋଭିଡ ସମୟରେ…

ମୋଦୀ ଶାସନକୁ ପୁରିଲା ୨ ଦଶନ୍ଧି; ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ ହଜାର ଟଙ୍କା

ନୂଆଦିଲ୍ଳୀ: କ୍ଷମତାରେ ୨ ଦଶନ୍ଧି ବା ୨୦ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏମିତି ଏକ ସୁବିଧା ଲଞ୍ଚ କରାଯାଇଛି ଯାହା ଦ୍ୱାରା ସାଧାରଣ ଲୋକ ୫୦ ହଜାର…

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଭ୍ୟ ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମାନଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ…