Browsing Category

Top Stories

ଦୁଷ୍କର୍ମରେ ବିଫଳ ହେବାରୁ ଝିଅର ପ୍ରାଇଭେଟ୍ ପାର୍ଟରେ ବାଡ଼ି ପୂରାଇଦେଲା ସାବତ ବାପା, ଘରୁ ରକ୍ତାକ୍ତ ଅବସ୍ଥାରେ ଠାବ

ରାଞ୍ଚି: ବାରମ୍ଭାର ଦୁଷ୍କର୍ମ କରିବାରେ ବିଫଳ ହେଉଥିଲା ସାବତ ବାପା । ତେଣୁ ରାଗରେ ଆସି ୬ ବର୍ଷର ଝିଅର ଗୁପ୍ତାଙ୍ଗରେ ଏକ କାଠ ବାଡ଼ି ପୂରାଇ ଦେଇଥିବା ଜଣାପଡ଼ିଛି । ଏହିଭଳି ଏକ ହୃଦୟଥରା ଘଟଣା ଘଟିଛି ଝାଡଖଣ୍ଡର…

ଚକୋଲେଟ ଦାମରୁ ବି କମ୍ ଟଙ୍କାରେ ମିଳୁଛି ପେଟ୍ରୋଲ, ଲିଟର ପିଛା ମାତ୍ର ୧.୪୯ ଟଙ୍କା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅଧିକାଂଶ ସହରରେ ଲିଟର ପିଛା ପେଟ୍ରୋଲ ଦାମ୍ ୧୦୦ ଟପିଲାଣି । କିନ୍ତୁ ଭାରତର ପଡୋଶୀ ଦେଶରେ ଆଜିର ସମୟରେ ବି ପେଟ୍ରୋଲ ଦାମ୍ କମ୍ ରହିଛି…

କ୍ରୁଜ୍ ଡ୍ରଗ୍ସ ପାର୍ଟି: ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଜଣ ଥିଲେ ସାମିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି । ପୂର୍ବରୁ ହିଁ ବଳିଉଡ୍ ରେ ଅନେକ ବଡ଼ ବଡ଼ ହସ୍ତି ମାନେ ଡ୍ରଗ୍ସ ମାମଲାକୁ ନେଇ ଫସିଥିବା ବେଳେ ଏବେ ଏନସିବିର ଚକର…

ରାଜ୍ୟରୁ ୭ ଜଣଙ୍କ ଜୀବନ ନେଲା କରୋନା ମହାମାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ସଂକ୍ରମଣରେ ଲାଗୁନି ଲଗାମ: ରାଜ୍ୟରେ ଚିହ୍ନଟ ହେଲେ ୫୮୨ ପିଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନ୍ ରୁ ୩୩୭ ଜଣ…

ଭୟଙ୍କର ସଡ଼କ ଦୁର୍ଘଟଣା: ବସକୁ ପିଟିଲା ଟ୍ରକ୍, ୯ ମୃତ; ୨୭ ଆହତ

ବାରବଙ୍କୀ: ଉତ୍ତରପ୍ରଦେଶର ବାରବଙ୍କୀ ଠାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ବହରାଇଚ୍ ଅଭିମୁଖେ ଯାଉଥିବା ଏକ ବସ୍ କୁ ଗୋଟିଏ ଟ୍ରକ୍ ଧକ୍କା ହୋଇଯାଇଛି । ଫଳରେ ୯ଜଣ ବସ୍ ଯାତ୍ରୀଙ୍କ ଘଟଣାସ୍ଥଳରେ…

ଲଖିମପୁର ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ୟୁପି ଲଖିମପୁର ହିଂସାକାଣ୍ଡ ଘଟଣାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ପ୍ରଧାନ ବିଚାରପତି ଏନଭି ରମଣାଙ୍କ ଖଣ୍ଡପୀଠରେ ଆଜି ହେବ ଲଖିମପୁର ମାମଲାର ଶୁଣାଣି । ହିଂସାକାଣ୍ଡକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ସରକାରୀ ତୈଳ କମ୍ପାନୀ ପକ୍ଷରୁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି । ପେଟ୍ରୋଲ ଲିଟର୍ ପିଛା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୫ ପଇସା ବୃଦ୍ଧି ହୋଇଛି । ଏହି କ୍ରମରେ…

ପାକିସ୍ତାନରେ ଭୂକମ୍ପ; ୨୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ଏଥିରେ ଘଟିଥିବା ଜଣାପଡ଼ିଛି । ତେବେ ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂକମ୍ପରେ ୨୦୦ରୁ ଅଧକ ଆହତ ହୋଇଥିବା…

ଦରଦାମରେ ନାହିଁ ଲଗାମ, ନିଦାବିଷ୍ଣୁ ସାଜିଛନ୍ତି ରାଜ୍ୟ ସରକାର; ପେଟ୍ରୋଲ-ଡିଜେଲ୍‌, ଖାଇବା ତେଲ, ଡାଲି, ପିଆଜ ସବୁ ମହଙ୍ଗା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେ ବିଭିନ୍ନ ଜିନିଷର ଦରଦାମ ବଢ଼ିବାରେ ଲାଗିଛି । ଏହି କ୍ରମରେ ପେଟ୍ରୋଲ, ଡିଜେଲ୍‌, ଗ୍ୟାସ୍‌ ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର…