fbpx
Browsing Category

Top Stories

ଓଡ଼ିଶାର ବିକାଶ ବିଜୁବାବୁଙ୍କ ପ୍ରଥମ ଲକ୍ଷ୍ୟ ଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ।…

ଗ୍ରୀଷ୍ମ ଋତୁରେ ସମାପ୍ତ ହେବ କି କରୋନା ଭୂତାଣୁ, ନା’ ଏସିରେ ବଢିବ ବିପଦ ?

ସମଗ୍ର ବିଶ୍ୱରେ ପ୍ରାୟ ଏକ ଲକ୍ଷ ମାମଲା କରୋନ ଭାଇରସ୍ ସଂକ୍ରମିତ ରିପୋର୍ଟ ଆସିଥିବା ବେଳେ ଏଥିରେ ୩୩୦୦ରୁଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ହୋଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ…

ଡ଼େୟାର ଡ଼େଭିଲ ଡ଼େମୋକ୍ରାଟ ଉନ୍ମୋଚିତ

ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ହୋଇଛି । ସେହି କାର୍ଯ୍ୟକ୍ରମରେ ଦ ଆଡ଼ଭେଞ୍ଚର୍ସ ଅଫ ଡେୟାର ଡ଼େଭିଲ ଡ଼େମୋକ୍ରାଟ ବହି ଉନ୍ମୋଚନ ହୋଇଛି । ଏହି ବହିକୁ ଉନ୍ମୋଚନ…

ବିଜୁବାବୁଙ୍କୁ ଭାରତ ରତ୍ନ ଦାବି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିବ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଏନେଇ ରାଜ୍ୟସଭାରେ ଶୂନ୍ୟକାଳ…

ହୋଟେଲରୁ ଠାବ ହେଲେ କରୋନା ସନ୍ଦିଗ୍ଧ

କଟକ,୬ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଠାବ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ଏହି ବିଦେଶୀ କରୋନା ସନ୍ଦିଗ୍ଧ ଠାବ ହୋଇଥିବା ଜଣାପଡିଛି ।…

ଭିଜିଲାନ୍ସ ଜାଲରେ ଆରଟିଓ ଅଫିସର

ନବରଙ୍ଗପୁର,୬ ।୩(ଓଡିଶା ଭାସ୍କର): ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଫୁଲବାଣୀ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଆରମ୍ଭ କରିଛି । ପୁର୍ବରୁ…

ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ: ୧୧ ଜଣଙ୍କୁ ଉଠାଇନେଲା ପୋଲିସ

ନୟାଗଡ,୬ ।୩(ଓଡିଶା ଭାସ୍କର): ୬ ବର୍ଷ ଧରି ବନ୍ଦ ପଡିଥିବା ଚିନିକଳ ଖୋଲିବା ପାଇଁ ଆଜି ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଚିନିକଳ ଚାଲୁ ଦାବିରେ ଏହି ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ।…

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ,୬ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଚମ୍ପଟ ମାରିିଛନ୍ତି କରୋନା ସନ୍ଦିଗ୍ଧ ବ୍ୟକ୍ତି । ଗତକାଲି ସନ୍ଧ୍ୟାରୁ ସନ୍ଦିଗ୍ଧଙ୍କ ଆଉ ପତ୍ତା ମିଳୁନି । ରିପୋର୍ଟ ନେଗେଟିଭ୍ ଆସିବା ପରେ ବିଳମ୍ବିତ ରାତିରେ ସେ…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ଟି ରାଜ୍ୟର ୫୫ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଛି । ତେବେ ରାଜ୍ୟର ୪ଟି ଆସନ ପାଇଁ ୨୬ ତାରିଖରେ…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଖୋର୍ଦ୍ଧା, ୫ା୩(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଦୁଷ୍କର୍ମ ଓ ହତ୍ୟା, ଅସଦାଚରଣ ଭଳି ଜଘନ୍ୟ କାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଖୋର୍ଦ୍ଧା ସ୍ଥିତ ଶିଳ୍ପାଞ୍ଚଳରେ ଏକ ଲଜ୍ଜାକାର ଘଟଣା…