fbpx
Browsing Category

Top Stories

ପୋଲିସର ଦାଦାଗିରି! ପରିବା କିଣି ଦେଉନାହାନ୍ତି ଟଙ୍କା, ଭିଡିଓ ଭାଇରାଲ

କରୋନା ଯୋଦ୍ଧା ସାଜିଥିବା ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି କାମ କରୁଛନ୍ତି । କିନ୍ତୁ କିଛି କର୍ମୀଙ୍କ ଯୋଗୁଁ ଖାକି ବଦନାମ ହେଉଛି । ସେହିପରି କିଛି ଘଟଣା ହରିୟାଣାର ବହାଦୂରଗଡରେ ଦେଖିବାକୁ ମିଳିଛି,…

କରୋନା କବଜାରେ ଭଦ୍ରକ ସାଂସଦ

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କୁ କରୋନା ହୋଇଥିବା ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା…

ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ, ୨୨ା୮: ଦେଶ ଓ ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ୬ ତାରିଖ…

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ୯ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଳାର ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨,…

ବିପଦରେ ଓଡ଼ିଶା! ରାଜ୍ୟର ୨୯ଜିଲ୍ଲାରୁ ଆଜି ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ…

ଫେସବୁକ ଲାଇଭରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ଭକ୍ତ

ସମ୍ବଲପୁର, ୨୨ା୮(ଓଡ଼ିଶା ଭାସ୍କର): ସମ୍ବଲପୁରରେ ନୂଆଁଖାଇ ବଡ଼ ପର୍ବ ଭାବେ ପାଳନ କରାଯାଇଥାଏ । କିନ୍ତୁ ଚଳିବର୍ଷ କରୋନା ପାଇଁ କଟକଣା ଭିତରେ ନୂଆଁଖାଇ ପାଳନ କରାଯିବ । ଭକ୍ତମାନେ ମା ସମେଲଶ୍ୱରୀଙ୍କ ମନ୍ଦିରଙ୍କୁ ନଯିବା…

ଜୟରାମ ପାଙ୍ଗିଙ୍କୁ କରୋନା

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନା କବଳରୁ ବାଦ…