fbpx
Browsing Category

Top Stories

ଆସନ୍ତା ୨୩ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ୯ଜିଲ୍ଲାରେ ପ୍ରବଳ ବର୍ଷିବ! ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୧୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ପ୍ରବଳ ବର୍ଷା ଜାରି ରହିଥିଲା । ଏହାରି ମଧ୍ୟରେ ପୁଣି ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି…

କରୋନା ସଙ୍କଟ ମଧ୍ୟରେ କେମିତି ହେବ ନିର୍ବାଚନ? ଆସିଲା ଗାଇଡଲାଇନ୍

ନୂଆଦିଲ୍ଲୀ,୨୧ ।୮: କରୋନା ମହାମାରୀ ହୁ ହୁ ହୋଇ ବଢୁଥିବା ବେଳେ ଲୋକଙ୍କ ଜୀବନଶୈଳୀ ବି ପରିବର୍ତ୍ତନ ହୋଇଛି । କୋଭିଡ-୧୯ ସଙ୍କଟ ସମୟରେ ନିର୍ବାଚନ ଓ ଉପନିର୍ବାଚନ ପାଇଁ ଆସିଛି ଗାଇଡଲାଇନ୍ । ଭାରତୀୟ ନିର୍ବାଚନ ଆୟୋଗ…

ବର୍ଷା ବିତ୍ପାତରେ ୫ଜଣଙ୍କର ମୃତ୍ୟୁ ଘଟିଛି: ଏସଆରସି

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ…

ଦେଶରେ ଦୈନିକ କରୋନା ଟେଷ୍ଟିଂରେ ଓଡିଶା ଦ୍ୱିତୀୟ

ନୂଆଦିଲ୍ଲୀ, ୨୧ ।୮: ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ…

ଭିିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଫୁଲବାଣୀ,୨୧ ।୮(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ।…

କୂଅ ଭିତରୁ ୩ ମୃତଦେହ ଉଦ୍ଧାର

କୋରାପୁଟ, ୨୧ା୮(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ଼ ୮ନଂ ୱାର୍ଡ଼ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ କୂଅରୁ ଦୁଇ ପିଲାଙ୍କ ସହ ମାଆର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ପିଲାଙ୍କ…