fbpx
Browsing Category

Top Stories

ପରଲୋକରେ ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତ

ନୂଆଦିଲ୍ଲୀ, ୧୭ା୮: ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଆଜି ପରଲୋକ ଘଟିଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୦ବର୍ଷ ବୟସ ହୋଇଥିଲା । ବଲିଉଡ଼ ଫିଲ୍ମ ସହ ବହୁ ମରାଠୀ ଚଳଚ୍ଚିତ୍ରରେ ବି ସେ…

କେବେ ବାହାରିବ ବାଣିଜ୍ୟ ରେଜଲ୍ଟ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୭ ।୮(ଓଡିଶା ଭାସ୍କର): ବିଜ୍ଞାନ ପରେ +୨ ବାଣିଜ୍ୟ ରେଜଲ୍ଟ ବାହାର କରିବା ପ୍ରସ୍ତୁତି ଚାଲିଛି । ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ,…

୩ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା !

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା…

ଭୁବନେଶ୍ୱରରେ ଅମାନିଆ କରୋନା: ଆଜି ୧୯୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ଜଣେ ଆତଙ୍କବାଦୀ ସଫା

ଜାମ୍ମୁକାଶ୍ମୀର, ୧୭ା୮: ଜାମ୍ମୁକାଶ୍ମୀର ସ୍ଥିତ ବାରମୁଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଏବେ ବି ଜାରି ରହିଛି । ଯାହାଫଳରେ ଜଣେ ଆତଙ୍କବାଦୀ ନିପାତ ହେବା ସହ ଏକେ -୪୭ ରାଇଫଲ ଜବତ ହୋଇଛି ।…