fbpx
Browsing Category

Top Stories

ପାଇଖାନା ଟାଙ୍କିରୁ ଦୁଇ ମୃତଦେହ ଉଦ୍ଧାର

ସମ୍ବଲପୁର, ୧୧ା୮(ଓଡ଼ିଶା ଭାସ୍କର): ସମ୍ବଲପୁର ଗୋବିନ୍ଦପୁର ଥାନା ତାଳଡ଼ିହି କିସାନପଡ଼ାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସାନଭାଇ ତାର ବାପା, ବଡ଼ଭାଇ ଓ ଭାଉଜଙ୍କୁ ଟାଙ୍ଗିଆରେ ହାଣିଥିବା ସୂଚନା ମିଳିଛି । ପରେ…

କୃଷ୍ଣ ଜନ୍ମାଷ୍ଟମୀରେ କଦାପି କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍..

ଆଜି ସାରା ଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ…

ସେପ୍ଟେମ୍ବର ୯ରୁ ୧୫ ଯାଏ ଚାଲିବ ଓଜେଇଇ

ଭୁବନେଶ୍ୱର, ୧୧ା୮(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ ଓଜେଇଇ ପରୀକ୍ଷା । ଚଳିତବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ଓଜେଇଇ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ…

ଯାଜପୁରରେ ଡିଜିପି

ଯାଜପୁର,୧୧ ।୮(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚିଲେ ଡିଜିପି ଅଭୟ । ସେଠାରେ ପହଞ୍ଚି ଡିଜିପି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପୋଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ…

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୋର୍ଦ୍ଧା,୧୧ ।୮(ଓଡିଶା ଭାସ୍କର): ଖୋର୍ଦ୍ଧା ଚିଲିକା ବ୍ଲକ ଓ ଏନଏସି ୧୪ ତାରିଖ ଯାଏ ସଟଡାଉନ୍ ହୋଇଛି । ଆଜି ସନ୍ଧ୍ୟା ୭ରୁ ଅଗଷ୍ଟ ୧୪ ସନ୍ଧ୍ୟା ୭ଟା ଯାଏ ସଟଡାଉନ୍ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,୧୧ ।୮(ଓଡିଶା ଭାସ୍କର): କରୋନା ପ୍ରଭାବିତ ରାଜ୍ୟ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦିନ ୧୧ଟାରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।…

ସ୍ୱାଧୀନତା ଦିବସ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା…

ରାଜ୍ୟରେ ଆଜି ୧୦ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…