fbpx
Browsing Category

Top Stories

ଆଜି ରାଜ୍ୟରୁ ପୁଣି ବାହାରିଲେ ୧୩୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଜଣ ଓ ସ୍ଥାନୀୟ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି

ନୂଆଦିଲ୍ଲୀ,୧୧ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୧ ଜଣ…

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜି

ନୂଆଦିଲ୍ଲୀ,୧୧/୮: ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୁଣ୍ଡରେ ହୋଇଥିବା ରକ୍ତ ଜମାଟ ଅପରେସନ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନା ଅନୁସାରେ ତାଙ୍କ…

ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଁ ଖାଆନ୍ତୁ କମଳା, କିନ୍ତୁ…

କରୋନାର ମୁକାବିଲା ପାଇଁ ଏବେ ସମସ୍ତେ ନିଜର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ଲାଗିଛନ୍ତି। ତେବେ କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି, ଯାହାକି ଆପଣଙ୍କ ରୋଗ…

ଆମେରିକା ହ୍ବାଇଟ୍ ହାଉସ ବାହାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୧୧/୮: ଆମେରିକା ହ୍ବାଇଟ୍ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରେସମିଟ୍ ବେଳେ ଅଜଣା ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲା। ଏହାପରେ ସେଠାରେ ଥିବା…

ଆମ୍ୱ ଟାକୁଆରେ କଣ ସବୁ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଲୋକମାନେ ତାର ଟାକୁଆକୁ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ଏହି ସବୁ ଜାଣିବା ପରେ ଆଉ ଆମ୍ବ ଟାକୁଆ ଫୋପାଡିବେ ନାହିଁ। ଆମ୍ୱ ଖାଇବାକୁ ସବୁ ବର୍ଗ ର ଲୋକମାନେ ପସନ୍ଦ କରିଥାନ୍ତି।ଏହାର…

ଖୁସି ଖବର: ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୩୦୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ସରପଞ୍ଚଙ୍କ ପାଇଁ କରୋନା ପଜିଟିଭ ହାର କମିଛି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୧୦ା୮ (ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ କୋଭିଡ଼…