Browsing Category

Top Stories

ଓଡ଼ିଶାର ଢେଙ୍କାନାଳ ଆମ୍ବ ଖାଇବେ ବିଦେଶୀ, ୧୫ ବର୍ଷ ପାଇଁ ଏମଓୟୁ

ଭୁବନେଶ୍ୱର: ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ…

ଫ୍ଲାଇଟ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏଣିକି ଟିକେଟ ବୁକ୍ କରିବା ପରେ ମୋବାଇଲକୁ ଆସିବ ଏହି ମେସେଜ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ସମସ୍ତ ବିମାନ ସେବା ଯାତ୍ରୀଙ୍କ ସହ ଜଡିତ କିଛି ନିର୍ଦ୍ଦେଶାବଳୀ ଜାରି କରିଛି । ଏହା ଅନୁଯାୟୀ,…

ଦେଖନ୍ତୁ (Video) ସ୍ୱାମୀ ମୁଣ୍ଡରୁ ପ୍ରେମ ଜ୍ୱର ଛଡ଼ାଇଲା ସ୍ତ୍ରୀ, ଏମିତି ଦେଲା ପେଟେଣ୍ଟ ମେଡିସିନ୍..

ସଂଭଲ: ଉତ୍ତର ପ୍ରଦେଶ ସଂଭଲରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଯୁବକ ଓ ଯୁବତୀଙ୍କ ହାତ…

୨୦୧୪ରୁ ୨୦୨୫ ଫେବୃଆରୀ ଯାଏଁ ଭିଜିଲାନ୍ସ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହରେ ଉଠିଲା ଦୁର୍ନୀତି ପ୍ରସଙ୍ଗ । ଟଙ୍କଧର ତ୍ରିପାଠୀଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ୧୫୯ ଜଣ…

କଳା ହୋଇଗଲା ଆକାଶ, ପବନର ଗର୍ଜନକୁ ଝିପଝିପ ବର୍ଷାରେ ଓଦା ହେଲା ଭୁବନେଶ୍ୱର

ଭୁବନେଶ୍ୱର: ହଠାତ୍ ଭୁବନେଶ୍ୱରର ପାଗ ବଦଳିଯାଇଛି । ଆକାଶର ବାଦଲ କଳା ସାଙ୍ଗକୁ ପବନର ବେଗ ବଢିଯାଇଛି । ପାଣିପାଗ ବିଭାଗର ସମ୍ଭାବନା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ରାଜଧାନୀରେ ବର୍ଷା ଜାରି ରହିଛି ।…

Breaking: ସାଂସଦଙ୍କ ଦରମା ବଢ଼ାଇଲେ କେନ୍ଦ୍ର ସରକାର, ୨୦୨୩ ଏପ୍ରିଲରୁ ପିଛିଲା ଭାବେ ହେବ ଲାଗୁ

ନୂଆଦିଲ୍ଲୀ: ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । ସାଂସଦଙ୍କ ଦରମା ୨୪ ହଜାର ବଢ଼ାଗଲା । ୧ ଲକ୍ଷ ଟଙ୍କା ପରିବର୍ତ୍ତେ ସାଂସଦମାନେ ପାଇବେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା । ସେହିପରି ସାଂସଦଙ୍କ…

ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ, କହିଲେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ଦରକାର

ଭୁବନେଶ୍ବର: ନିରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ । ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ । ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର…

ରାମ ନବମୀ କେବେ? ୨୦୨୫ ଏପ୍ରିଲର ଏତିକି ତାରିଖରେ କରାଯିବ ପାଳନ, ଜାଣନ୍ତୁ ପୂଜାର ମୁହୂର୍ତ୍ତ ଏବଂ ମହତ୍ତ୍ୱ

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷର ନମବୀ ତିଥିରେ ପାଳନ କରାଯାଏ ରାମ ନବମୀ । ଅସୁରମାନଙ୍କର ବଦ୍ଧ କରିବା ଏନଂ ଦୁନିଆରୁ ନକରାତ୍ମକ ଶକ୍ତିରୁ ଦୂର କରିବା ଲାଗି ରାମ ଜନ୍ମ ନେଇଥିଲେ । ତ୍ରେତୟା…

ଚିଟଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖୁସି ଖବର, ଖୁବଶୀଘ୍ର କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା

ଭୁବନେଶ୍ବର : ଚିଟଫଣ୍ଡ ଟଙ୍କା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଟଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଚାଲିଛି । ଏନେଇ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ…

ବାହାହୋଇ ଯୁବକ ହେଲେ ନାକେଦମ୍… ପ୍ରେମିକାକୁ କୋର୍ଟରେ, ଘରେ ବାଛିଥିବା ଝିଅକୁ ବେଦିରେ ହେଲେ ବାହା

ଗୋରଖପୁର: ଉତ୍ତର ପ୍ରଦେଶ ଗୋରଖପୁରରେ ଅଜବ କାଣ୍ଡ ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଗୋଟିଏ ଦିନରେ ୨ ଥର ବାହା ହୋଇଛନ୍ତି । ଦିନରେ ପ୍ରେମିକା ସହ କୋର୍ଟ ମ୍ୟାରେଜ ଓ ସନ୍ଧ୍ୟାରେ ଘରଲୋକ ଠିକ୍ କରିଥିବା…