Browsing Category
Top Stories
ଏହି ଗ୍ୟାଜେଟ୍ ଯୋଗୁଁ ଜୀବନ ବିପଦରେ ! ବିମାନରେ ଲାଗିଗଲା ନିଆଁ, ଯଦି ଆପଣ ଏହାକୁ ନେଇ ଯାଉଛନ୍ତି ତେବେ ସାବଧାନ୍
ନୂଆଦିଲ୍ଲୀ: ହଂକଂ ଏୟାରଲାଇନ୍ସର ଏକ ବିମାନକୁ ସେହି ସମୟରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ଯେତେବେଳେ ଉପର ମୁଣ୍ଡରେ ଥିବା ଲଗେଜ୍ ବଗିରେ ହଠାତ୍ ନିଆଁ ଲାଗିଗଲା । ଏହି ବିମାନର ଜରୁରୀକାଳୀନ ଅବତରଣର କାରଣ ହେଉଛି…
(Video) କୁନି ପ୍ରଶଂସକଙ୍କ ଜିଦ୍ ଆଗରେ ହାର ମାନିଲେ ବିରାଟ, ଫଟୋ ମାଗି ସାଇନ୍ କଲେ
ନୂଆଦିଲ୍ଲୀ: କେବଳ ପିଲାମାନେ ନୁହେଁ, ବୟସ୍କମାନେ ମଧ୍ୟ କିଙ୍ଗ କୋହଲିଙ୍କ ପ୍ରଶଂସକ । ତାଙ୍କର ପାଗଳାମି ସବୁ ବୟସର ପ୍ରଶଂସକଙ୍କ ମଧ୍ୟରେ ଦେଖାଯାଏ । ବିରାଟ କୋହଲିଙ୍କ ପାଇଁ ଜଣେ ଛୋଟ ପ୍ରଶଂସକ ମଧ୍ୟ ସମାନ ପାଗଳାମି…
ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ, ଜାଣନ୍ତୁ ଚଳିତବର୍ଷର ବାର୍ତ୍ତା କ’ଣ ?
ଆଜି ବିଶ୍ୱ ଯକ୍ଷ୍ମା ଦିବସ । ବିଶ୍ୱରେ ଯକ୍ଷ୍ମାରୋଗର ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ମୁକାବିଲାପାଇଁ ପ୍ରୟାସକୁ…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ନିଯୁକ୍ତି ପାଇଁ ହେବ ଏକ ପୋର୍ଟାଲ, ଚୟନ ପ୍ରକ୍ରିୟା ପାଇଁ ଆଉ ହେବନି ବିଳମ୍ବ
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଶନିବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାର ସମସ୍ତ ସରକାରୀ ନିଯୁକ୍ତି ପାଇଁ…
ଆସିଲା ଓଡ଼ିଶା ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି, ଏହି ନିଯୁକ୍ତି ପାଇଁ ଉଭୟ ପୁରୁଷ ଓ ମହିଳା କରିପାରିବେ ଆବେଦନ
ଭୁବନେଶ୍ୱର : ନୟାଗଡ଼ ଦେବୋତ୍ତର ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ତହସିଲ କାର୍ଯ୍ୟାଳୟ ନିଯୁକ୍ତି ୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ଏକାଧିକ ପଦବୀ ପାଇଁ…
ସକାଳୁ ସକାଳୁ ଭୂକମ୍ପରେ ଥରିଉଠିଲା ପୃଥିବୀ! ଜୋରଦାର ଝଟକାରେ ଲୋକେ ଛାନିଆ, ନିଦ ଭାଙ୍ଗିବାରୁ ଘରୁ ଦୌଡ଼ିଲେ
ନୂଆଦିଲ୍ଲୀ: ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨:୫୮ ରେ ହୋଇଥିଲା ।…
ଡବଲ ମର୍ଡରରେ ବଡ଼ ଟ୍ରାଜେଡି… କାଠ ନାହିଁ ବୋଲି ହୋଇପାରୁନି ଶବଦାହ
ସୁନ୍ଦରଗଡ଼: ହେମଗିରି ଡବଲ ମର୍ଡର ଘଟଣାରେ ପ୍ରାଣ ହରାଇଥିବା ମା’ ଝିଅଙ୍କ ଶବଦାହ ବର୍ତ୍ତମାନ ସୁଦ୍ଧା ସରିପାରି ନାହିଁ ।
ଶବ ସେମିତି ରଖାଯାଇଛି ।
କାଠ ଅଭାବ ଯୋଗୁ ଏପ୍ରକାର ଅଭାବନୀୟ ଘଟଣା ଘଟିଛି ବୋଲି କୁହାଯାଉଛି…
ସୋମବାରରେ ଶିବଙ୍କୁ ଅର୍ପଣ କରନ୍ତୁ ଧଳା ଅରଖ, ପୂର୍ଣ୍ଣ ହେବ ଅଟକିଯାଇଥିବା କାର୍ଯ୍ୟ, ମିଳିବ ଅପାର କୃପା
ଓଡ଼ିଶା ଭାସ୍କର: ସୋମବାର ଶିବଙ୍କ ବାର। ଏହି ସୋମବାର ବ୍ରତ କରି ସମସ୍ତେ ନିଜ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବ ପୁରାଣ ଅନୁଯାୟୀ, ମହାଦେବଙ୍କର ଫୁଲ ସହ ଏକ ବିଶେଷ ସମ୍ପର୍କ ରହିଛି। ଅରଖ, ଦୁଦୁରା ଭଳି ଅନେକ ଫୁଲ…
ଫେଲ୍ ମାରିଲା ମାଓବାଦୀଙ୍କ ବଡ଼ ଚାଲ୍, ଅଳ୍ପକେ ବର୍ତ୍ତିଗଲେ ଯବାନ
ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଓଡି ବିସ୍ଫୋରଣ । ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ ୨ ସେନା ଅଧିକାରୀ ଆହତ ହୋଇଥିବା ସୂଚନା ।
ଆହତ ଯବାନ ଦ୍ୱୟ ସ୍ପେସିଆଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି ।…
ଚୁଟକିରେ ଭଲ ହୋଇଯିବ ଆପଣଙ୍କ ଦେହ, ପ୍ରତିଦିନ ସେବନ କରନ୍ତୁ ଏହି ପତ୍ର
ଓଡ଼ିଶା ଭାସ୍କର: ପିଜୁଳିରେ ଅଛି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ଫାଇବର। ଏହାକୁ ଖାଇବା ମଧ୍ୟ ବହୁତ ସ୍ୱାଦିଷ୍ଟ। କିନ୍ତୁ ଆପଣ ଜାଣିଛନ୍ତି କି ପିଜୁଳି ପତ୍ରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଲୁଚି ରହିଛି।…