Browsing Category
Top Stories
ବିଶ୍ୱର ୧ ନମ୍ବର ଧନୀ ଏଲନ ମସ୍କଙ୍କ ବ୍ରେକଅପ୍, ମାତ୍ର ୩ ବର୍ଷର ରିଲେସନସିପ ଭାଙ୍ଗିବାର ଏହା ଥିଲା କାରଣ
ନୂଆଦିଲ୍ଲୀ: ଟେସଲାର ଫାଉଣ୍ଡର ଓ ସିଇଓ ଏଲନ ମସ୍କଙ୍କୁ କିଏ ବା ନଜାଣେ । ବର୍ତ୍ତମାନେ ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ତିନି ବର୍ଷ ରିଲେସନସିପରେ ରହିବା ପରେ ଏଲନ ଓ ତାଙ୍କ…
୫ ମାସ ପରେ ହଟିଲା ବ୍ୟାନ୍, ଏଣିକି କାନାଡାକୁ ଉଡ଼ିବ ବିମାନ
ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରୁ ସିଧାସଳଖ କାନାଡାକୁ ଉଡ଼ାଣ ଭରୁଥିବା ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । କରୋନା ମହାମାରୀ…
ଏଣିକି ଟିକାକରଣ ସାର୍ଟିଫିକେଟ୍ରେ ରହିବ ଜନ୍ମ ତାରିଖ
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଏବେ ଜୋରଦାର କରାଯାଉଛି । ଏହାରି ମଧ୍ୟରେ ଟିକାକରଣ ସାର୍ଟିଫିକେଟ ବି ଖୁବ ଜରୁରୀ ହୋଇପଡିଛି । କାରଣ ବିନା ସାର୍ଟିଫିକେଟ ରେ ଦେଶ ବାହାରକୁ ଯିବା ନେଇ ଅନୁମତି ଦିଆଯାଉନାହିଁ । ତେବେ…
ରାଜଧାନୀରେ ଆଜି, କାଲି ଟିକାଦାନ ବନ୍ଦ ରହିବ, ନିଷ୍ପତ୍ତି ନେଲା ବିଏମସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଆଜି, କାଲି ରାଜଧାନୀ ଭୁବନେଶ୍ୱରରେ ଟିକାଦାନ ବନ୍ଦ ରହିବ ।…
ମହିଳା କନେଷ୍ଟବଳଙ୍କୁ ଜନ୍ମଦିନ ପାର୍ଟିକୁ ଡାକି ଗଣଦୁଷ୍କର୍ମ, ଭିଡିଓ କରି ଭାଇରାଲ୍ କରିବାକୁ ଦେଲେ ଧମକ; ଫେସବୁକରେ ହୋଇଥିଲା ବନ୍ଧୁତା
ଭୋପାଳ: ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳା ମାନଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ମହିଳା କନେଷ୍ଟବଲଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଯାହା ସମସ୍ତଙ୍କୁ ତାଜୁବ୍…
ପିଲାମାନଙ୍କୁ ସଫଳ କରିବାକୁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହିସବୁ ତରିକା
ପ୍ରତ୍ୟେକ ମଣିଷର ସଫଳତାର ମୂଳଦୁଆ ଛୋଟ ବେଳୁ ପଡ଼ିଥାଏ । ଏଥିପାଇଁ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କର ପିଲାଙ୍କୁ…
ବାତ୍ୟା ପାଇଁ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ‘ଗୁଲାବ’ ପାଇଁ ୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି…
ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ତେବେ ବାତ୍ୟା ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ । ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ୩୧୦ କିମି ଦୂରରେ…
ମାଡ଼ି ଆସୁଛି ବାତ୍ୟା “ଗୁଲାବ୍’: ଆଜି ସନ୍ଧ୍ୟାରେ ଲ୍ୟାଣ୍ଡ୍ଫଲ୍, ୧୧ ଜିଲ୍ଳାରେ ପ୍ରବଳ ବର୍ଷା ସହ ପବନ ନେଇ ରେଡ୍…
ନୂଆଦିଲ୍ଲୀ/ଭୁବନେଶ୍ୱର/ବାରଙ୍ଗ/ କଟକ (ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶନିବାର ବାତ୍ୟାର ରୂପ ନେଇ ମାଡ଼ି ଆସୁଛି । ଏହି ବାତ୍ୟାର ନାମ "ଗୁଲାବ୍' ରଖାଯାଇଛି । ଏହା ସମୁଦ୍ର ମଧ୍ୟରେ…
ରାଶିଫଳ (ରବିବାର,୨୬ ସେପ୍ଟେମ୍ବର,୨୦୨୧)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…