fbpx
Browsing Category

Top Stories

କରୋନା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଙ୍ଗ, ୧୬ା୨: ଚୀନରେ ଦିନକୁ ଦିନ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ସେଠାରେ ଲୋକମାନେ କରୋନା ଭାଇରସକୁ ନେଇ କୋକୂଆ ଭୟରେ ରହିଛନ୍ତି । ସେଠାକର ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଆଜି ସୁଦ୍ଧା ଚୀନରେ କରୋନା…

ବକେୟା ନଦେବାରୁ କଟୁଛି ବିଜୁଳି

ଭୁବନେଶ୍ୱର, ୧୬ା୨(ଓଡ଼ିଶା ଭାସ୍କର): ସାଉଥକୋ ପକ୍ଷରୁ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ କାଟ ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, କେରାପୁଟ,…

ଗୋଟିଏ ପରିବାର ଚାରିଜଣଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ଼, ୧୬ା୨(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାକାର ବଣାଇଥାନା ଶିବନାଥପୁର ମୁସାପାଲିରେ ଗୋଟିଏ ପରିବାରର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବଡ଼ ଭାଇ ସମେତ…

ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ

ଭୁବନେଶ୍ୱର,୧୫ା୨(ଓଡ଼ିଶା ଭାସ୍କର): ଗୃହକାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ଗ୍ୟାଲେରୀରେ ଅଧିକାରୀମାନେ ଉପସ୍ଥିତ ରହିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।…

ସ୍ୱାଭିମାନ ଅଞ୍ଚଳରେ ଳ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି, ୧୫ା୨(ଓଡ଼ିଶା ଭାସ୍କର): ମାଲକାନଗିରିରେ ମାଓବାଦୀମାନଙ୍କ ଦ୍ୱାରା ଳ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିଡ଼ାରପାଖନା ଓ ହନ୍ତାଳଗୁଡ଼ା ମୁଖ୍ୟ ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି ।…

ଇ-ଟିକେଟ ଠକେଇର ପର୍ଦ୍ଦାଫାସ, ଜଣେ ଗିରଫ

ଭୁବନେଶ୍ୱର, ୧୫ା୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । କହିବାକୁୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…

ଅନୁପ ସାଏଙ୍କ ଗିରଫ ମାମଲା, ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ

ଭୁବନେଶ୍ୱର, ୧୫ା୨(ଓଡ଼ିଶା ଭାସ୍କର): ଡବଲ ମର୍ଡ଼ର ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ । ଏହି ଘଟଣାରେ ହତ୍ୟାକାଣ୍ଡର ଖୋଳତାଡ଼ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ । ଛତିଶଗଡ଼ର ୩ଟି ଟିମ୍…

ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

କଟକ, ୧୫ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ବାଙ୍କୀର ଖଜୁରୀପଦା ନୂଆଗାଁରେ ମରଣାନ୍ତକ ଆକ୍ରମଣ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି ।…