fbpx
Browsing Category

Top Stories

ନ୍ୟୁଜିଲାଣ୍ଡକୁ ଭାରତର ୨୯୭ ଟାର୍ଗେଟ

ମାଉଣ୍ଟ ମାଉଙ୍ଗାନୁଇ,୧୧ ।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚର ତୃତୀୟ ବା ଶେଷ ମ୍ୟାଚ୍ ଆଜି ମାଉଣ୍ଟ ମାଉଙ୍ଗାନୁଇ ମଇଦାନରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୨୯୭ ଟାର୍ଗେଟ ଦେଇଛି…

ତାକତ୍ ଦେଖାଇଲେ କେଜ୍ରିୱାଲ୍, ଏକଜିଟ୍ ପୋଲ୍ ହେଲା ଏକଜାଟ୍ ପୋଲ୍

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଗଣମାଧ୍ୟମ ଓ ଏଜେନ୍ସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ…

କରୋନା ଭାଇରସ ନେଲାଣି ୧୦୧୬ଙ୍କ ଜୀବନ, ୪୨୬୦୦ ଆକ୍ରାନ୍ତ

ବେଜିଂ,୧୧ ।୨: ଚୀନରେ ଆତଙ୍କ ଖେଳାଉଛି କରୋନା ଭାଇରସ । ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହା ସହିତ ଗତ…

ଦିଲ୍ଲୀରେ କିଏ କରିବ ରାଜୁତି ? ଜାଣନ୍ତୁ ଭୋଟ୍ ଗଣତିରେ କିଏ ରହିଛି ଟ୍ରେଣ୍ଡରେ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପୋଷ୍ଟର ବାଲାଟର ଭୋଟ ଗଣତି । ଆଜି ସକାଳ ୮ଟାରୁ ଇଭିଏରେ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତିରେ ବହୁ ଆଗରେ ରହିଛି ଆମ୍ ଆଦମୀ ପାର୍ଟି ବା…

ମୁହାଁମୁହିଁ ହେଲା ବସ୍-ଟ୍ରକ୍ , ୧୫ ଆହତ

ସମ୍ବଲପୁର,୧୦ ।୨(ଓଡିଶା ଭାସ୍କର): ସମ୍ବଲପୁର ଚାରମାଳା ଥାନା ସେରନି ମନ୍ଦିର ନିକଟରେ ଆଜି ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମାନଙ୍କୁ…

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ ଅଧ୍ୟକ୍ଷ

ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ କମିଶନ ଟିମ୍ । କମିଶନ ଅଧ୍ୟକ୍ଷ ଭଗବାନଲାଲ ସାହାନୀଙ୍କ ସମେତ ୫ ଜଣିଆ ଟିମ୍ ଓଡିଶା ଆସୁଛନ୍ତି । ପୂର୍ବରୁ ଜାତିଭିତ୍ତିକ ଜନଗଣନା…