fbpx
Browsing Category

Top Stories

ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେଡ଼ି ପ୍ରତିନିଧିଦଳ

ଭୁବନେଶ୍ୱର, ୨୨ା୨(ଓଡ଼ିଶା ଭାସ୍କର): ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ବିଜେଡ଼ି ପ୍ରତିନିଧି ଦଳ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଭେଟିଛନ୍ତି ୯ଜଣିଆ ପ୍ରତିନିଧି ଦଳ । ସେହି ଟିମରେ ଅନୁଭବ…

ନକଲି ମାଟ୍ରିକ ପରୀକ୍ଷାର୍ଥୀ ଅଟକ

ପୁରୀ, ୨୨ା୨(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଗତ ୧୯ତାରିଖରୁ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଜି ଏକ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଅଟକ ରହିଥିବା ସୂଚନା ମିଳିଛି । ନକଲି ପରୀକ୍ଷାର୍ଥୀକୁ ଅଟକ ରଖିଛି…

ନିର୍ଭୟା ଦୋଷୀଙ୍କୁ ଜେଲ୍ ପ୍ରଶାସନଙ୍କ ପ୍ରଶ୍ନ- ଶେଷ ଥର ପାଇଁ ପରିବାରଙ୍କୁ କେବେ ଭେଟିବ?

ନୂଆଦିଲ୍ଲୀ,୨୨ ।୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ପରିବାର ସହ ଭେଟିବା ସମ୍ପର୍କରେ ପଚାରି ବୁଝିଛନ୍ତି ତିହାର ଜେଲ୍ ପ୍ରଶାସନ । ଶେଷ ଥର ପାଇଁ କେବେ ପରିବାର ସହ ଭେଟିବାକୁ ଚାହୁଁଛ ବୋଲି ଜେଲ…

କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ଆଜିଠାରୁ ସର୍ବପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ଆରମ୍ଭ ହେଉଛି । ଉଦଘାଟନ ପୂର୍ବରୁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ…

ପୋଖରୀରେ ବୁଡିଗଲେ ମାଟ୍ରିକ ପରୀକ୍ଷାର୍ଥୀ

ପାରଳାଖେମୁଣ୍ଡି,୨୨ ।୨(ଓଡିଶା ଭାସ୍କର): ପୋଖରୀରେ ବୁଡିଗଲେ ମାଟ୍ରିିକ ପରୀକ୍ଷାର୍ଥୀ । ପାରଳାଖେମୁଣ୍ଡି ଗୋବିନ୍ଦପୁର ଗାଁରେ ଆଜି ଘଟିଯାଇଛି ଏହି ଅଭାବନୀୟ ଘଟଣା । ପରୀକ୍ଷା ପୂର୍ବରୁ ଗାଧୋଇବାକୁ ପୋଖରୀକୁ ଯାଇଥିବା…

କାର୍ଯ୍ୟରେ ଅବହେଳା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଅରିଲୋ,୨୨ ।୨(ଓଡିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି କାର୍ଯ୍ୟରେ ଅବହେଳା…

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଆଜି ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଓ ରାଜ୍ୟ…

୨ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର,୨୨ ।୨: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରାରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତଇବାର ୨…