fbpx
Browsing Category

Top Stories

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, ୨୨ା୨: ଆଜି ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଖେଳାଳିଙ୍କ…

ସାହିନବାଗ ବିକ୍ଷୋଭ, ରାସ୍ତା ଖୋଲିଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୨୨ା୨: ଦିଲ୍ଲୀ ସ୍ଥିତ ସାହିନବାଗରେ ଦୀର୍ଘ ୭୦ଦିନରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀମାନେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ପ୍ରଦର୍ଶନକାରୀମାନେ ରାସ୍ତା ଖୋଲିଥିବା ସୂଚନା…

ନିର୍ଭୟା ମାମଲା, ଦୋଷୀ ବିନୟର ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟର ଆବେଦନ ଖାରଜ ହୋଇଛି । ବିନୟର ଆବେଦନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । ବିନୟ ମାନସିକ ବିକୃତ ଥିବା ନେଇ ଚିକିତ୍ସା ପାଇଁ କୋର୍ଟରେ ଆବେଦନ…

କୋର୍ଟରେ ହାଜର ହେଲେ ଅନୁପ ସାଏ

ରାୟଗଡ,୨୨ ।୨(ଓଡିଶା ଭାସ୍କର): ରାୟଗଡ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଆଜି କୋର୍ଟରେ ହାଜର ହୋଇଛନ୍ତି । ୩ ଦିନଆ ରିମାଣ୍ଡ ସରିବା ପରେ ଅନୁପଙ୍କୁ ହାଜର କଲା ପୋଲିସ । କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ…

ମାଟ୍ରିକ ପରୀକ୍ଷା କପିକୁ ନେଇ ପୋଲିସ-ଅଭିଭାବକ ମୁହାଁମୁହିଁ

କାମାକ୍ଷାନଗର, ୨୨ା୨(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଗତ ୧୯ତାରିଖରୁ ଆରମ୍ଭ ହୋଇଛି । ଏନେଇ କପି ରୋକିବା ପାଇଁ ବହୁ ବ୍ୟବସ୍ଥା ହୋଇଥିଲା । ଏହାରି ମଧ୍ୟରେ ଆଜି କାମାକ୍ଷାନଗରରେ କପିକୁ ନେଇ ପୋଲିସ ଓ…