fbpx
Browsing Category

Top Stories

ଜଳିଗଲା ମିଗ୍-୨୯ ଏୟାରକ୍ରାଫ୍ଟ

ଗୋଆ,୨୩ ।୨: ଜଳିଗଲା ଭାରତୀୟ ନୌସେନାର ମିଗ୍-୨୯କେ ଏୟାରକ୍ରାଫ୍ଟ । ରୁଟିନ୍ ଟ୍ରେନିଙ୍ଗ ପାଇଁ ଉଡାଣ ଭରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏହି ବିମାନ । ଗୋଆରେ ହୋଇଛି ଏହି ଦୁର୍ଘଟଣା । ବିମାନ ଦୁର୍ଘଟଣାରୁ…

୪୭ ବର୍ଷ ପରେ ଦେଖାହେଲେ ଦୁଇ ଭଉଣୀ, ଜଣକୁ ୯୮ ତ’ ଆଉ ଜଣକୁ ୧୦୦ବର୍ଷ

ନାମପେହ୍ନ,୨୩ ।୨: କମ୍ବୋଡିଆରେ ୪୭ ବର୍ଷ ପରେ ତିନି ଭାଇ-ଭଉଣୀ ଦେଖା ହୋଇଛନ୍ତି । ଦେଖାହେବା କ୍ଷଣି ସମସ୍ତେ ଖୁସି କାନ୍ଦି ପକାଉଥିଲେ । ସେମାନଙ୍କ ମଧ୍ୟରେ ଦୂରତା ଏତେ ଥିଲା କି, ଜୀବନରେ ଆଉ କେବେ ଶେଷ ଦେଖାହେବ ବୋଲି…

ପ୍ରଧାନମନ୍ତ୍ରୀ ମନ କି ବାତ୍ ରେ କହିଲେ ଯେଉଁ ଦେଶ ଫିଟ୍ ଅଛି ସେ ସବୁ ବେଳେ ହିଟ୍

ନୂଆଦିଲ୍ଲୀ, ୨୩ା୨: ରେଡ଼ିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କହିଛନ୍ତି । ସେ କହିଛନ୍ତି ଦେଶର ବିବିଧତା ଗର୍ବରେ ଭରିଦେଉଛି । ପ୍ରତିଭା ବଜାର କଳା ପ୍ରଦର୍ଶନର ଏକ ବଡ଼ ମଞ୍ଚ । ଏହାସହ ପ୍ରତିଭା ବଜାରରେ…

ନିଆଁରେ ପୋଡ଼ି ହୋଇ ୪ଶିଶୁ ଗୁରୁତର

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ପୋଲସରା ଥାନା ଖରିଛଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଳଗଦାରେ ନିଆଁ ଲାଗି ୪ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଥିରେ ୩ଜଣ ପୁଅ ସହ ଜଣେ ଝିଅ ଗୁରୁତର ଆହତ ହୋଇଛନ୍ତି ।…

ଦନ୍ତାହାତୀ ଆକ୍ରମଣ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପିପିଲି, ୨୩ା୨(ଓଡ଼ିଶା ଭାସ୍କର): ଆଜି ଦନ୍ତାହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ସହ ୫ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା ହୋଇଥିବା ସୂଚନା ରହିଛି । ଏହି…

ଟେମ୍ପୋ-ଟ୍ରକ୍ ମୁହାଁମୁହିଁ, ୧୧ମୃତ

ଗୁଜୁରାଟ, ୨୩ା୨: ଗୁଜୁରାଟର ଭଦୋଦରାର ରାନୁ-ମହୁଭାଦ ସଂଯୋଗ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଟେମ୍ପୋ ଓ ଟ୍ରକ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।…

ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ଆଜି ଭୀମ ଆର୍ମି ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ଯେମିତିକି ସମ୍ଭଲପୁର,…

ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି । ସେଠାରେ ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ସେ ଲଗାତାର ଅଷ୍ଟମ ଥର…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୨(ଓଡ଼ିଶା ଭାସ୍କର): ଆଜି ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ…

ଧାରଣାରେ ବସିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡ଼ା, ୨୨ା୨(ଓଡ଼ିଶା ଭାସ୍କର): ଆଜି ଅନୁପ ସାଏଙ୍କ ପରିବାର ଧାରଣାରେ ବସିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଛନ୍ତି ଅନୁପଙ୍କ ବଡ଼ ଭାଇ, ମା,…