fbpx
Browsing Category

Top Stories

ଡ଼ବଲ ମର୍ଡ଼ର ମାମଲା, ମୁହଁ ଖୋଲିଲେ ଅନୁପ ସାଏଙ୍କ ପତ୍ନୀ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଡ଼ବଲ ମର୍ଡ଼ର (କଳ୍ପନା ଦାସ ଓ ଝିଅ ବବଲି) ମାମଲାରେ ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଆଜି ପ୍ରଥମ ଥର ପାଇଁ ଅନୁପ…

ନିଖୋଜ CRPF ଯବାନଙ୍କ କଙ୍କାଳ ଉଦ୍ଧାର

ରାୟଗଡା,୨୩ ।୨(ଓଡିଶା ଭାସ୍କର): ରାୟଗଡ ନୂଆସାହି ଆଞ୍ଜିଆପେଟା ଅଞ୍ଚଳରୁ ଆଜି ଏକ ନରକଙ୍କାଳ ଉଦ୍ଧାର ହୋଇଛି । କଙ୍କାଳ ନିକଟରୁ ଏକ ବ୍ୟାଗ୍ ଓ ପରିଚୟ ପତ୍ର ଠାବ କରାଯାଇଛି । ଏହି କଙ୍କାଳଟି ଉତ୍ତରପ୍ରଦେଶର ନିଖୋଜ…

କରୋନା ଭାଇରସରେ ଇଟାଲିରେ ୨ ଲୋକଙ୍କ ମୃତ୍ୟୁ, ୧୨ଟି ସହର ବନ୍ଦ

କୋଡୋଗ୍ନୋ,୨୩ ।୨: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଆସି ଇଟାଲିରେ ୨ ଲୋକଙ୍କ ମୃତ୍ୟୁ ଘଟିଛି । ୨ ଲୋକଙ୍କ ମୃତ୍ୟୁ ପରେ ଆଜି ଉତ୍ତର ଇଟାଲିର…

୧ ଏପ୍ରିଲରୁ ବଦଳିଯିବ ଟ୍ୟାକ୍ସରେ ଜଡିତ ଏହି ୪ ନିୟମ

ନୂଆଦିଲ୍ଲୀ,୨୩ ।୨: ଏପ୍ରିଲ ୧ ରୁ ୨୦୨୦-୨୧ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଟ୍ୟାକ୍ସରେ ଜଡିତ ନିୟମ ବଦଳିଯିବ । ନୂଆ ଆର୍ଥିକ ନିୟମ ସହିତ ଏହାର ପ୍ରକ୍ରିୟାରେ ମଧ୍ୟ କିଛି ପରିବର୍ତ୍ତନ ହେବ । ଏହାକୁ ପ୍ରତ୍ୟେକ…

ନିଆଁରେ ପୋଡ଼ି ହୋଇ ୩ପିଲାଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ପୋଲସରାରେ ୩ଶିଶୁଙ୍କର ନିଆଁରେ ଜଳି ମୃତ୍ୟୁ ହୋଇଥିଲା । ଏନେଇ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣେଇବା ସହ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ…

ନିଆଁରେ ପୋଡ଼ି ହୋଇ ୩ପିଲା ମୃତ

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ଆଜି ପୋଲସରା ଥାନା ଖରିଛଟା ଗାଁରେ ଅଭାବନୀୟ ଘଟଣା ଘଟିିଥିଲା । ସେଠାରେ ପାଳଗଦାରେ ନିଆଁ ଲାଗି ୪ଶିଶୁ ଗୁରୁତର ଭାବେ ଆହତ ହୋଇଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ…